Browsing Category
City News
ବଡ଼ ଖବର, କାଲି ବନ୍ଦ ରହିବ ରାଜ୍ୟର ସବୁ ପେଟ୍ରୋଲ ପମ୍ପ
ଭୁବନେଶ୍ବର: ଆସନ୍ତାକାଲି ସାରା ରାଜ୍ୟରେ ସବୁ ପେଟ୍ରୋଲ ପମ୍ପ ରହିବ ବନ୍ଦ । ପେଟ୍ରୋଲ ଡିଲର ଆସୋସିଏସନ ସଭାପତି ଶଶାଙ୍କ ଶେଖର ସାହୁଙ୍କ ସୂଚନା । କଂଗ୍ରେସର ଓଡ଼ିଶା ବନ୍ଦ ଡାକରା ମଧ୍ୟରେ ବଡ଼ ନିଷ୍ପତ୍ତି ନେଇଛି…
FM ଛାତ୍ରୀଙ୍କ ଆତ୍ମାହୁତି ମାମଲା, କ୍ରାଇମବ୍ରାଞ୍ଚକୁ ଦିଆଗଲା ତଦନ୍ତ ନିର୍ଦ୍ଦେଶ
ବାଲେଶ୍ବର: FM କଲେଜ ଛାତ୍ରୀଙ୍କ ଆତ୍ମାହୁତି ମାମଲା । ମାମଲାରେ କ୍ରାଇମବ୍ରାଞ୍ଚକୁ ଦିଆଗଲା ତଦନ୍ତ ନିର୍ଦ୍ଦେଶ । ତଦନ୍ତ କରିବ ମହିଳା ଓ ଶିଶୁ ବିରୋଧି ଅପରାଧ ଶାଖା । DSP ଇମନ କଲ୍ୟାଣ ନାୟକଙ୍କୁ ଦିଆଗଲା ତଦନ୍ତ ଭାର…
ତୀର୍ଥରେ ଯିବେ ବରିଷ୍ଠ ନାଗରିକ, ସେପ୍ଟେମ୍ବର 10ରେ ଭୁବନେଶ୍ବରରୁ ବାହାରିବ ପ୍ରଥମ ତୀର୍ଥଯାତ୍ରୀ ଟ୍ରେନ
ଭୁବନେଶ୍ବର: ଏଥର ଦେଶର ବିଭିନ୍ନ ସ୍ଥାନ ପରିଦର୍ଶନର ସୁଯୋଗ ପାଇବେ ବରିଷ୍ଠ ନାଗରିକ । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପର୍ଯ୍ୟଟନ ବିଭାଗ ଓ IRCTC ପକ୍ଷରୁ ତୀର୍ଥଯାତ୍ରା ଯୋଜନା ହୋଇଛି ।…
ଜୁଲାଇ 21ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି
ଭୁବନେଶ୍ବର: ଆସନ୍ତା ସୋମବାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଜୁଲାଇ 21ରେ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଗତ…
ନୂଆ ଢାଞ୍ଚାରେ ହେବ ମେଟ୍ରୋ ପ୍ରକଳ୍ପ, ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା
ଭୁବନେଶ୍ବର: ନୂଆ ଢାଞ୍ଚାରେ ହେବ ମୋଟ୍ରୋ ପ୍ରକଳ୍ପ । ମେଟ୍ରୋ ପ୍ରକଳ୍ପ ନେଇ ହୋଇଥିବା ସବ କମିଟିର ପ୍ରଥମ ବୈଠକ ପରେ ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…
ଛାତ୍ରୀଙ୍କୁ ସ୍କୁଲରେ ତାଲା ପକାଇ ପଳାଇଲେ ଶିକ୍ଷକ, 2 ଘଣ୍ଟା ପରେ ଉଦ୍ଧାର
କେନ୍ଦ୍ରାପଡ଼ା: ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲରେ ତାଲା । ସ୍କୁଲ ଛୁଟି ପରେ ତାଲା ପକାଇ ପଳାଇଲେ ଶିକ୍ଷକ । ପ୍ରାୟ 2 ଘଣ୍ଟା ପରେ ତାଲା ଖୋଲି ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି ।
ସେପଟେ ଛାତ୍ରୀଙ୍କୁ ଉଦ୍ଧାର…
FM କଲେଜ ଛାତ୍ରୀ ମୃତ୍ୟୁ ମାମଲା, ମନ୍ତ୍ରୀ ସୂର୍ଯ୍ଯବଂଶୀ ସୂରଜଙ୍କ ବାସଭବନକୁ ଅଣ୍ଡାମାଡ଼ କଲା ଛାତ୍ର କଂଗ୍ରେସ
ଭୁବନେଶ୍ବର: ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡାମାଡ଼ । ମନ୍ତ୍ରୀ ସୂର୍ଯ୍ଯବଂଶୀ ସୂରଜଙ୍କ ବାସଭବନକୁ ଅଣ୍ଡାମାଡ଼ କଲା ଛାତ୍ର କଂଗ୍ରେସ ।
ବାଲେଶ୍ବର ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ହଲାବୋଲ୍ । ଉଚ୍ଛ…
FM କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ସନ୍ଧ୍ୟା ସୁଦ୍ଧା ବଡ଼ ଆକ୍ସନ ନେବେ ସରକାର
ବାଲେଶ୍ବର: ବାଲେଶ୍ୱର FM କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା । ସନ୍ଧ୍ୟା ସୁଦ୍ଧା ଆସିପାରେ ବଡ଼ ନିଷ୍ପତ୍ତି । ଉଚ୍ଚସ୍ତରୀୟ ବୈଠକ ପରେ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରୁ…
ସୌମ୍ୟାଶ୍ରୀ ମୃତ୍ୟୁ ମାମଲା: UGCର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଖୋଜିବ ତଥ୍ୟ, 7 ଦିନ ଭିତରେ ରିପୋର୍ଟ ଦାଖଲ
ବାଲେଶ୍ବର: ସୌମ୍ୟାଶ୍ରୀ ମୃତ୍ୟୁ ମାମଲା । UGC ପକ୍ଷରୁ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ହେଲା ଗଠନ । UGCର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଏବେ ତଥ୍ୟ ଖୋଜିବ । ପ୍ରଫେସର ରାଜ ମିତ୍ତଲଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ…
ମରିଗଲା ମାନବିକତା, ହଜିଗଲା ବିବେକ: ପ୍ରେମୀଯୁଗଳଙ୍କ ବେକରେ ହଳ, ଲଙ୍ଗଳ ପକାଇ ବିଲରେ ଖଟାଇଲେ
ରାୟଗଡ଼ା: ମରିଗଲା ମାନବିକତା, ହଜିଗଲା ବିବେକ । ପ୍ରେମ କଲେ ବୋଲି ଗାଁ ମଝିରେ ଦେଲେ ବଳଦ ଦଣ୍ଡ । ଗୋଟିଏ ବଂଶର ହୋଇଥିବାରୁ ପ୍ରେମୀଯୁଗଳଙ୍କୁ ଗ୍ରାମବାସୀଙ୍କ ଅତ୍ୟାଚାର । ଗାଁ ମଝିରେ ବଳଦ ସଜାଇଲେ ଲୋକେ । ବେକରେ ହଳ,…