Browsing Category
City News
ରକ୍ତ କର୍କଟ ଚିକିତ୍ସା କ୍ଷେତ୍ରରେ ଓଡ଼ିଶାକୁ ମିଳିଲା ନୂଆ ରାସ୍ତା; ସଫଳ ହେଲା ପ୍ରଥମ କାର୍ ଟି-ସେଲ୍ ଥେରାପି
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରକ୍ତ କର୍କଟ ଚିକିତ୍ସା କ୍ଷେତ୍ରରେ ମିଳିଲା ଆଶ୍ବସ୍ତିଜନକ ଖବର। ସଫଳ ହେଲା ଓଡ଼ିଶା ତଥା ପୂର୍ବ ଭାରତର ପ୍ରଥମ କାର୍ ଟି-ସେଲ୍ ଥେରାପି। ଚିମେରିକ୍ ଆଣ୍ଟିଜେନ୍ ରିସେପ୍ଟର ଟି-ସେଲ୍ ବା…
ଭରତପୁର ଥାନା ବିବାଦ: ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ନିଲମ୍ବିତ ୫ ପୋଲିସ
ଭୁବନେଶ୍ବର(ଓଡିଶା ଭାସ୍କର): ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ । ନିଲମ୍ବିତ ୫ ପୋଲିସ ଆଗୁଆ ଜାମିନ ପାଇଁ ଆବେଦନ କଲେ । ଇନ୍ସପେକ୍ଟର ଦୀନକୃଷ୍ଣ ମିଶ୍ରଙ୍କ…
ଭରତପୁର ଥାନା ବିବାଦ; ମେଜର ଓ ବାନ୍ଧବୀଙ୍କୁ ମିଳିଲା PSO, ରହିବେ ୨୪ ଘଣ୍ଟିଆ ସୁରକ୍ଷାରେ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ପରେ ପରେ ବିବାଦ ବଢ଼ିଥିଲା । ଏହାକୁ ଦୃଷ୍ଟିରେ ରଖି ମେଜର ଓ ତାଙ୍କ ବାନ୍ଧବୀ ମାଗିଥିଲେ ସୁରକ୍ଷା । ପିଏସ୍ଓ ଯୋଗାଇଲା କମିଶନରେଟ୍ ପୁଲିସ…
୨୧ ତାରିଖରେ ରିଜର୍ଭ ଗ୍ରାଉଣ୍ଡରେ ପୋଲିସ ମେଳି ପ୍ରସଙ୍ଗ; ପୋଲିସ କମିଶନର ଅଫିସ ପକ୍ଷରୁ ତନାଘନା
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ୨୧ ତାରିଖରେ ରିଜର୍ଭ ଗ୍ରାଉଣ୍ଡରେ ପୋଲିସ ମେଳି ପ୍ରସଙ୍ଗ । ପୋଲିସ ମେଳିକୁ ନେଇ ତନାଘନା କରୁଛି ପୋଲିସ କମିଶନର ଅଫିସ । ସେଦିନ ସେହି ମେଳିରେ କେଉଁମାନେ ଥିଲେ, ସେ ସମୟରେ ଥାନାରେ କେହି…
କ୍ୟାପିଟାଲ ହସ୍ପିଟାଲର ଏକ ଡଷ୍ଟବିନରୁ ମିଳିଲା ନବଜାତ ଶିଶୁର ମୃତଦେହ; ପୋଲିସର ଛାନଭିନ୍
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ଏକ ଡଷ୍ଟବିନରୁ ମିଳିଛି ଏକ ନବଜାତ ଶିଶୁର ମୃତଦେହ । ହସ୍ପିଟାଲର ଶିଶୁ ବିଭାଗ ୱାର୍ଡ…
ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା; ଜାତୀୟ ମହିଳା କମିସନଙ୍କ ନିକଟରେ ରିପୋଟ ଦାଖଲ କଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ଜାତୀୟ ମହିଳା କମିସନଙ୍କ ନିକଟରେ ରିପୋଟ ଦାଖଲ କଲା ଓଡ଼ିଶା କ୍ରାଇମବ୍ରାଞ୍ଚ । ଭରତପୁର ଥାନାରେ ଘଟିଥିବା ଘଟଣାର ସବିଶେଷ ତଥ୍ୟ ଦାଖଲ କଲା…
ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣା; ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି କହିଲେ ସେ ରାତିର ଛାତିଥରା କଥା…
କଟକ: (ଓଡ଼ିଶା ଭାସ୍କର) ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ମୁହଁ ଖୋଲିଲେ ମେଜରଙ୍କ ବାନ୍ଧବୀ। ଘଟଣା ଦିନର ଛାତିଥରା କାହାଣୀ କାନ୍ଦି କାନ୍ଦି କହିଲେ ମେଜରଙ୍କ ବାନ୍ଧବୀ । କେଉଁଭଳି…
କଟକ ରୋଡରେ ବେପରୁଆ ଗାଡି ଚଳାଇବା ସହ ଆତଙ୍କ ଖେଳାଇ ୬ ଗିରଫ
ଭୁବନେଶ୍ୱର: ରାଜଧାନୀ ରାସ୍ତାରେ କାରରେ ଷ୍ଟଣ୍ଟ ଦେଖାଇବା ସହ ଆତଙ୍କ ଖେଳାଇ ୬ ଗିରଫ । ରାସ୍ତା ଉପରେ ଖାଲି ରଫ ଡ୍ରାଇଭ ନୁହେଁ, ସାପ ପରି ଏଣେତେଣେ ଗାଡି ଯୁଆଡେ ପାରିଲେ ସିଆଡେ ପୁରେଇଲେ । ସ୍ଥିତି ଏମିତି ହେଲା କି…
ବାର୍ଡ ଫ୍ଲୁ ବ୍ୟାପିବା ମାମଲା, କୁକୁଡା କାରଣ ନହୋଇପାରେ ବୋଲି କେନ୍ଦ୍ରୀୟ ଟିମର ଆଶଙ୍କା
bird flu case central team gave report to chief administrative secretary
ଚିକେନ୍ ନ ଖାଇବାକୁ ଭୁବନେଶ୍ୱର ମେୟରଙ୍କ ଅନୁରୋଧ; ସଂକ୍ରମିତ ଅଞ୍ଚଳରୁ କୁକୁଡ଼ା ନ କିଣିବାକୁ ଦୋକାନୀଙ୍କୁ ଦେଲେ ପରାମର୍ଶ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଚିକେନ୍ ନ ଖାଇବାକୁ ଅନୁରୋଧ କଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ । ରାଜଧାନୀବାସୀଙ୍କୁ ଚିକେନ୍ ନ ଖାଇବାକୁ ମେୟରଙ୍କ ଅନୁରୋଧ । ଭୁବନେଶ୍ୱର ଆଖପାଖରେ ବାର୍ଡ ଫ୍ଲୁ ଦେଖାଦେବା ପରେ ଏପରି…