Browsing Category
ରାଜ୍ୟ
ଦୂଆରଶୁଣୀ ଘାଟିରେ ଦୁର୍ଘଟଣା,୨ ବାଇକ୍ ଆରୋହୀ ମୃତ
ବାରିପଦା: ଦୂଆରଶୁଣୀ ଘାଟିରେ ଦୁର୍ଘଟଣା । ଦୁର୍ଘଟଣାରେ ୨ ବାଇକ୍ ଆରୋହୀ ମୃତ । ଏନ୍ଏଚ୍ ୪୯ ଦୂଆରଶୁଣୀ ଘାଟିରେ ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ହଇଥିବା ସୂଚନା ।…
ବ୍ୟାଙ୍କ ମ୍ୟାନେଜର ତପନ ସାହୁଙ୍କ ନିଖୋଜ ଘଟଣାରୁ ହଟିଲା ପରଦା, ମାନସିକ ଚାପ ଲାଗି ନେଇଥିଲେ ଭୁଲ ନିଷ୍ପତ୍ତି
ଭୁବନେଶ୍ବର: ସାମ୍ନାକୁ ଆସିଲା ବ୍ୟାଙ୍କ ମ୍ୟାନେଜର ତପନ କୁମାର ସାହୁଙ୍କ ନିଖୋଜ ଘଟଣାର ସତ। ମାନସିକ ଚାପ ଲାଗି ନେଇଥିଲେ ଏଭଳି ନିଷ୍ପତ୍ତି। ନିଜ ମୁହଁରେ କହିଛନ୍ତି କାରଣ। ପରେ ଫୋନ କରି ପରିବାର ଲୋକଙ୍କୁ ଜଣାଇଥିଲେ…
ବିଶ୍ୱରେ ବଢ଼ୁଛି ଓଡ଼ିଶାର ଭିଟାମିନଯୁକ୍ତ ଚାଉଳର ଗ୍ରହଣୀୟତା: ଗବେଷଣା ଆରମ୍ଭ କରିବ ବିଦେଶୀ ଟିମ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ପ୍ରସ୍ତୁତ ଚାଉଳର ଚାହିଦା ବିଶ୍ୱରେ ବଢ଼ିବାରେ ଲାଗିଛି । ସେଥିପାଇଁ ଏହାର ମାନକ ଓ ଗୁଣବତ୍ତା ପରୀକ୍ଷା କରିବା ସହିତ ଏହା ଉପରେ ଗବେଷଣା କରିବା ପାଇଁ ବିଦେଶୀ ପ୍ରତିନିଧି…
ଅଧିବେଶନ ଆରମ୍ଭରୁ ପୁଣି ହଙ୍ଗାମା : ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ
ଭୁବନେଶ୍ୱର : ଆଜି ବିଧାନସଭାରେ ମୌସୁମୀ ଅଧିବେଶନ । ଅଧିବେଶସନ ଆରମ୍ଭରୁ ସଭାଗୁହରେ ପୁଣି ହଙ୍ଗାମା ହୋଇଥିଲା । ଏନେଇ ବାଚସ୍ପତି ପ୍ରମିଳା ମଲ୍ଲିକ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।
ସୂଚନା…
ମାନସିକ ଚାପରୁ ନେଲେ ଚରମ ନିଷ୍ପତି : ନଦୀକୁ ଡେଇଁଲେ ବାପା-ଝିଅ, ମିଳୁନି ପତ୍ତା
ଭଦ୍ରକ : ବାଲିପୋଖରୀ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ଯୁବକ ନିଜର ଅଢେଇ ବର୍ଷର ଝିଅକୁ ଧରି ବୈତରଣୀ ନଦୀକୁ ଡେଇଁଲେ, ମାନସିକ ଚାପରୁ ଏଭଳି ନିଷ୍ପତି ନେଲେ ବୋଲି ସୂଚନା ମିଳିଛି । ନଦୀର ପୋଲ ଉପରେ ସ୍କୁଟି ଏବଂ…
ବିଜେଡିର ଜିଲ୍ଲା କମିଟି ଘୋଷଣା: ୧୨ ଉପସଭାପତି, ୨୬ ସାଧାରଣ ସମ୍ପାଦକ, ୩୧ ଜଣ ସମ୍ପାଦକଙ୍କୁ ଦାୟିତ୍ୱ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ସେନେଇ ବିଜେଡି, ବିଜେପି ଓ କଂଗ୍ରେସ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଲେଣି । ରାଜନୈତିକ ଦଳମାନେ ନିଜ ସଂଗଠନକୁ…
ମର୍ମନ୍ତୁଦ ଦୁର୍ଘଟଣା : ୨ଜଣଙ୍କୁ ଚାପି ଦେଲା ହାଇୱା
କଟକ : ସକାଳୁ ସକାଳୁ ଏକ ଭୟାବହ ଦୁର୍ଘଟଣା । ପାରାଦୀପ-କଟକ ରାସ୍ତାରେ କୁଜଙ୍ଗ ନିକଟରେ ହାଇୱା ଏକ ବାଇକ ଏପରକୁ ମାଡିଗଲା । ଘଟଣାସ୍ଥଳରେ ହିଁ ୨ ବାଇକ ଆରୋହିଙ୍କର ମୃତ୍ୟୁ ହୋଇଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ…
ହୀରାକୁଦରେ ଖୋଲିଲା ଆଉ ୩ଟି ଗେଟ : ମୋଟ ୭ଟି ଗେଟ ଦେଇ ନିଷ୍କାସିତ ହେଉଛି ବର୍ଷାଜଳ
ସମ୍ବଲପୁର : ପୁଣି ଖୋଲୁଛି ହୀରାକୁଦ ଡ୍ୟାମର ଗେଟ । ଆଜି ପୁଣି ହୀରାକୁଦରେ ୨ଟି ଗେଟ ଖୋଲିଛି । ମୋଟ ୪ଟି ଗେଟ ଦେଇ ଡ୍ୟାମରେ ବନ୍ୟାଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୯.୬୦ ଫୁଟ ରହିଛି ।…
କାମାକ୍ଷା ନଗରରେ ଫୁଟିଲା ଗୁଳି : ଘଟଣାସ୍ଥଳରେ ବ୍ୟବସାୟୀ ମୃତ
ଭୁବନେଶ୍ୱର : କାମାକ୍ଷାନଗରରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁଳି ମାଡ଼ରେ ପଥର ଖଣି ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି । ବ୍ୟବସାୟୀ ଜଣଙ୍କ ହେଲେ ନିରାକାର ସାହୁ । କାମାକ୍ଷାନଗରର ଆଳତୁମା ମାଳବନ୍ଧ ନିକଟରେ ହୋଇଛି ଏହି…
ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୩ ଜଣ ସ୍କ୍ରବ ଟାଇଫସ ରୋଗୀ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨୬୩କୁ ବୃଦ୍ଧି
ସୁନ୍ଦରଗଡ଼ : ରାଜ୍ୟରେ ସ୍କ୍ରବ ଟାଇଫସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସୁନ୍ଦରଗଡ଼ ଜିଲ୍ଲାରେ ଏହାର ପରିମାଣ ଅଧିକ ଦେଖିବାକୁ ମିଳିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୩ ଜଣ ସ୍କ୍ରବ ଟାଇଫସ ରୋଗୀ…