Browsing Category

ରାଜ୍ୟ

ଘରୋଇ କଳିରୁ ଭଉଣୀକୁ ଗୁଳି ମାରିଲା ଭାଇ

କେନ୍ଦୁଝର: (ଓଡ଼ିଶା ଭାସ୍କର) ଘରୋଇ କଳିରୁ ଭଉଣୀକୁ ଗୁଳି ମାରିଲା ଭାଇ । କେନ୍ଦୁଝର ପାଣ୍ଡପଡା ଥାନା ସୋମଗିରି ଗ୍ରାମରେ ଅଘଟଣ। ନିଜ ଲାଇସେନ୍ସ ପ୍ରାପ୍ତ ବଧୁକରୁ ଗୁଳି ମାରି ଥାନାରେ ଆତ୍ମସମର୍ପଣ କଲା ଭାଇ । ଗୁରୁତର…

ଭଦ୍ରକ: ଷାଠିବାଙ୍କୁଡା ବୈତରଣୀ ପଠାରୁ ପୁଣି ଝାମ୍ଫିନେଲା କୁମ୍ଭୀର

ଭଦ୍ରକ: (ଓଡ଼ିଶା ଭାସ୍କର) ଭଦ୍ରକରେ ପୁଣି କୁମ୍ଭୀର ଅତଙ୍କ, ଆଜି ଭୋର ସମୟରେ ଆରଡି ନିକଟସ୍ଥ ଷାଠିବାଙ୍କୁଡା ଗାଁ ନିକଟରେ ବୈତରଣୀ ନଦୀପଠାରେ କିଛି ମଇଁଶି ପାଣି ଥିଉବା ବେଳେ ଗୋଟେ ମଇଁଶି ପଛରେ ରହିଯାଇଥିଲା ଫଳରେ…

ସିନେ ଦୁନିଆରେ ଓଡ଼ିଆଙ୍କ ଦବଦବା: NSD ନୂତନ ଅଧ୍ୟକ୍ଷ ପଦରେ ପ୍ରଥମ ଓଡ଼ିଆ

ଭୁବନେଶ୍ୱର: ଓଡ଼ିଶାର ଚିତ୍ତରଞ୍ଜନ ତ୍ରିପାଠୀ ହେଲେ ନ୍ୟାଶନାଲ ଡ୍ରାମା ସ୍କୁଲ(ଏନଏସଡି)ର ଅଧ୍ୟକ୍ଷ । ତାଙ୍କୁ ଗତ ଗୁରୁବାର ଏହି ପଦରେ ନିଯୁକ୍ତ କରାଗଲା । ତେବେ ଚିତ୍ତରଞ୍ଜନ ଏହି ପଦବୀ ସମ୍ଭାଳିବାରେ ପ୍ରଥମ ଓଡ଼ିଆ ।…

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ବାଲେଶ୍ଵର: (ଓଡ଼ିଶା ଭାସ୍କର) ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅଧୀନ ଅର୍ଜୁନପୁର ଗ୍ରାମର ପ୍ରଫୁଲ୍ଲ ଦାସଙ୍କ ୪୨ବର୍ଷୀୟ ପତ୍ନୀ ବାସନ୍ତୀ ସନ୍ଦେହ ଜନକ ଭାବେ ମୃତ୍ୟୁ ବରଣ କରିଛନ୍ତି।ଖଇରା ପୋଲିସ ଘଟଣାସ୍ତଳରେ ପହଞ୍ଚି…

ଭାରତୀୟ ହକି ଦଳର ବିଜୟ ପରେ ଶୁଭେଚ୍ଛା ଜଣାଇବା ସହ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡିଶା ଭାସ୍କର : ଏସିଆନ ଗେମ୍ସରେ ଦମଦାର ପ୍ରଦର୍ଶନ କରି ହକିରେ ସ୍ୱର୍ଣ୍ଣ ପଦକ ହାସଲ କରିଛି ଟିମ ଇଣ୍ଡିଆ । ଜାପାନ ବିପକ୍ଷ ଫାଇନାଲ ମ୍ୟାଚରେ ଏକତରଫା ବିଜୟ ହାସଲ କରିଛି ଭାରତୀୟ ହକି ଟିମ୍ । ଏହାସହିତ ଭାରତୀୟ ହକି…

(Video) ମନେ ପଡ଼ିଗଲା ପୁରୁଣା ଭଲ ପାଇବା: ବର୍ଷାଙ୍କୁ ‘I LOVE YOU’ କହିଲେ ସାଂସଦ ଅନୁଭବ ମହାନ୍ତି!

ଭୁବନେଶ୍ୱର: ଦୀର୍ଘ ଦିନରୁ ଓଲିଉଡ ଷ୍ଟାର କପଲ୍ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ କଳହ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇ ଉଭୟ ଦମ୍ପତ୍ତି…

ଆଜି ଓ ଆସନ୍ତାକାଲି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହେବ ହାଲୁକା ବର୍ଷା : ପାଣିପାଗ କେନ୍ଦ୍ରର ସୂଚନା

ଭୁବନେଶ୍ୱର: ରାଜ୍ୟର କିଛି ଅଞ୍ଚଳରୁ ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ମୌସୁମୀ ବାୟୁଅପସରଣ ପାଇଁ ପାଗ ସମ୍ପୂର୍ଣ୍ଣ ଭାବେ ଅନୁକୂଳ ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା…

ଭଉଣୀକୁ ଗୁଳି ମାରି ହତ୍ୟା କଲା ଭାଇ, ହତ୍ୟା ପରେ ଥାନାରେ ଆତ୍ମସମର୍ପଣ

ଭୁବନେଶ୍ୱର: ଭାଇ ଭଉଣୀ ମଧ୍ୟରେ ସଂପର୍କ ଅତି ନିବିଡ ଅତି ପବିତ୍ର । କିନ୍ତୁ କେନ୍ଦୁଝରରୁ ଆସିଛି ଏକ ଅଭାବନୀୟ ଘଟଣା । ଜିଲ୍ଲାର ପଣ୍ଡାପଡା ଥାନା ସମଗିରି ଗାଁରେ ଭାଇର ଗୁଳିମାଡରେ ଭଉଣୀର ମୃତ୍ୟୁ ହୋଇଛି । ନିଜ…

ScrubTyphus: ଦିନକରେ ପୁଣି ୨୫ ରୋଗୀ ଚିହ୍ନଟ

ସୁନ୍ଦରଗଡ଼: ରାଜ୍ୟରେ ସ୍କ୍ରବ ଟାଇଫସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ଦିନରେ ପୁଣି ୨୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୦୮ଟି ନମୁନା ମଧ୍ୟରୁ ୨୫ ଜଣ…

ବିଜେଡିରୁ ସସପେଣ୍ଡ ହେଲେ ଜିଲ୍ଲା ସାଧାରଣ ସମ୍ପାଦକ ଓ ସମ୍ପାଦକ: ଦଳ ବିରୋଧୀ କାର୍ଯ୍ୟ ବିରୋଧରେ ବଡ଼ ଆକ୍ସନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏବେଠାରୁ ଧୀରେଧୀରେ ରାଜ୍ୟ ରାଜନୀତି ଚଳଚଞ୍ଚଳ ହେବାରେ ଲାଗିଛି । ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି…