Browsing Category

ରାଜ୍ୟ

ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ : କୋରାପୁଟରୁ ୧୬୭ ଆକ୍ରାନ୍ତ ଚିହ୍ନଟ, CDMO ଦେଲେ ସୂଚନା

କୋରାପୁଟ : ରାଜ୍ୟରେ ସ୍କ୍ରବ ଟାଇଫସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କୋରାପୁଟ ଜିଲ୍ଲାରେ ବର୍ତ୍ତମାନସୁଧା ୧୬୭ ଜଣ ସ୍କ୍ରବ୍‌ ଟାଇଫସ୍‌ରେ ଆକ୍ରାନ୍ତ ହୋଇଥିବା ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଅରୁଣ…

ଜାନୁଆରୀ ୧ରେ ମେଟ୍ରୋ ରେଳ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ : ପୂରଣ ହେବ ମେଟ୍ରୋ ପ୍ରକଳ୍ପ ସ୍ବପ୍ନ

ଭୁବନେଶ୍ୱର : ଜାନୁୟାରୀ ୧ ରେ ମେଟ୍ରୋ ରେଲ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ମେଟ୍ରୋ ରେଲ ଡିଆରପିକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ । ୫୯୨୯ କୋଟିର ମୋଟ ବ୍ୟୟବରାଦ ବହନ କରିବେ ରାଜ୍ୟ ସରକାର । ଦ୍ୱୈତନଗରୀ ମେଟ୍ରୋ…

(Video) ଜନ୍ମମାଟିରେ ପହଞ୍ଚିଲା ସହିଦ ଯବାନଙ୍କ ପାର୍ଥିବ ଶରୀର: ଶେଷଦର୍ଶନ ପାଇଁ ଗାଁ ଦାଣ୍ଡ ଲୋକାରଣ୍ୟ, ଶୋକାକୁଳ ପରିବେଶ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଜନ୍ମମାଟିରେ ପହଞ୍ଚିଲା ସହିଦ ଯବାନଙ୍କ ପାର୍ଥିବ ଶରୀର । କାମାକ୍ଷାନଗର କେନ୍ଦୁଢିପ ଗାଁରେ ପହଞ୍ଚିଲା ସହିଦଙ୍କ ମରଶରୀର । ଶେଷଦର୍ଶନ ପାଇଁ ଗାଁ ଦାଣ୍ଡ ଲୋକାରଣ୍ୟ, ଶୋକାକୁଳ ପରିବେଶ ।…

ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପାଇଁ ୧୭୫.୫ କୋଟିର ଅତିରିକ୍ତ ଅନୁଦାନ କଲେ ରାଜ୍ୟ ସରକାର

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପାଇଁ ମିଳିଲା ୧୭୫.୫ କୋଟିର ଅତିରିକ୍ତ ଅନୁଦାନ । ୧୭୫.୫ କୋଟିର ଅତିରିକ୍ତ ଅନୁଦାନକୁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ସ୍ୱାଭାବିକ ଅନୁଦାନ ୧୭୫.୫ କୋଟି ସହ…

(Video) ‘ଏ ଧନ ତୁମେ ଉଠିଯାଅ… ତୁମ ବିନା ମୁଁ ବଞ୍ଚିପାରିବି ନାହିଁ…’

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଦୁଆର ମୁହଁରେ ପହଞ୍ଚି ଯାଇଛନ୍ତି ସହଦି ସ୍ୱାମୀ । ବିକଳ ହୋଇ ଘରୁ ଦୌଡ଼ି ଆସିଛନ୍ତି ଏବେ ଏବେ ବିଧବାର ଆକ୍ଷା ପାଇଥିବା ସ୍ତ୍ରୀ । ସହିଦ ସ୍ୱାମୀର ଛାତିରେ ମୁଣ୍ଡକୁ ପିଟି କାନ୍ଦିବାରେ…

ପ୍ରଶ୍ନପତ୍ର ଭାଇରାଲ ଘଟଣା: ସାଇବର ଥାନାରେ ଏତଲା ଦେଲା BSE

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ଘଟଣା । ଏହି ଘଟଣାକୁ ନେଇ ସାଇବର ଥାନାରେ ଏତଲା ଦେଲା ମାଧ୍ୟମିକ ଶିକ୍ଷା ପରିଷଦ । ଏକ ୟୁଟ୍ୟୁବ ଚ୍ୟାନେଲ ନାଁରେ ଏତଲା ଦେଇଥିବା…

+୨ ବୋର୍ଡ ପରୀକ୍ଷା ପାଇଁ କୋଶ୍ଚିନ୍ ବ୍ୟାଙ୍କ ପ୍ରକାଶ କଲା CHSE

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ପ୍ରଥମ ଥର ପାଇଁ +୨ ଛାତ୍ରଛାତ୍ରୀଙ୍କ ପାଇଁ କୋଶ୍ଚିନ୍ ବ୍ୟାଙ୍କ ପ୍ରକାଶିତ । ପ୍ରଥମ ପର୍ଯ୍ୟାୟରେ ଉପଲବ୍ଧ ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି, ଗଣିତ ପ୍ରଶ୍ନପତ୍ର । CHSE ୱେବସାଇଟ୍‌…

ଓଡ଼ିଶାରେ ପହଞ୍ଚିଲା ସହିଦ ସରୋଜ ଦାସଙ୍କ ପାର୍ଥିବ ଶରୀର: ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଓଡ଼ିଶାରେ ପହଞ୍ଚିଲା ସହିଦ ସରୋଜ ଦାସଙ୍କ ପାର୍ଥିବ ଶରୀର । ଭୁବନେଶ୍ୱର ବିମାନ ବନ୍ଦରରେ ସହିଦ ସରୋଜ ଦାସଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ…

ଅମିତ ରୋହିଦାସଙ୍କ ପାଇଁ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର; ଅମିତ ରୋହିଦାସଙ୍କ ପାଇଁ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା । ଭାରତୀୟ ହକି ଦଳର ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍ୱତନ୍ତ୍ର ପୁରସ୍କାର ଘୋଷଣା…

VIMSARରେ ବିରଳ ଅସ୍ତ୍ରୋପଚାର: ମହିଳାଙ୍କ ପେଟରୁ ବାହାରିଲା ୧୨ କେଜିର ଏକ ବଡ଼ ଟ୍ୟୁମର

ନୂଆଦିଲ୍ଲୀ: ଆଜିର ବିଜ୍ଞାନ ଯୁଗରେ ମଣିଷ ଯେତିକି ଆଗକୁ ଯାଉଛି ସେହି ଅନୁପାତରେ ଅଧିକ ମାତ୍ରାରେ ରୋଗଗ୍ରସ୍ତ ହେଉଛି । ପରିବର୍ତ୍ତିତ ଲାଇଫଷ୍ଟାଇଲ, ଖାଦ୍ୟପେୟରେ ପରିବର୍ତ୍ତନ, ଖାଦ୍ୟରେ ରାସାୟନିକ ପଦାର୍ଥର ପ୍ରୟୋଗ…