fbpx
Browsing Category

ରାଜ୍ୟ

ମହାବିନାୟକଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ବାଇକୁ ପିଟିଲା ହାଇୱା, ନବଦମ୍ପତ୍ତି ଗୁରୁତର

ଭଣ୍ଡାରିପୋଖରୀ (ଭାସ୍କର ନ୍ୟୁଜ୍‌) : ମହାଶିବରାତ୍ରୀ ଉପଲକ୍ଷେ ମହାବିନାୟକ ଦର୍ଶନ ପାଇଁ ବାଇକରେ ଯାଉଥିବା ନବବିବାହିତ ଦମ୍ପତ୍ତି ସଡକ ଧକ୍କା ଦେଲା ହାଇଓ୍ବା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା । ପରେ…

ପୁରୀ ମୁଖ୍ୟ କେନାଲରେ ବୁଲୁଛି ଘଡିଆଳ କୁମ୍ଭୀର, ସ୍ଥାନୀୟ ଲାେକ ଆତଙ୍କୀତ

ବାରଙ୍ଗ(ଭାସ୍କର ନ୍ୟୁଜ୍‌): ପ୍ରତାପ ନଗରୀ ନିକଟ ନୂଆଗଡ କଲେଜ ପୁରୀ ମୁଖ୍ୟ କେନାଲରେ ଏକ ଘଡିଆଳ କୁମ୍ଭୀର ଭାସୁଥିବା ଦେଖିବାକୁ ମିଳିଛି । କେନାଲକୁ ଗାଧେଇ ଯାଇଥିବା କିଛି ଲୋକ ଅଚାନକ କୁମ୍ଭୀରଟିକୁ ଦେଖି ଭୟଭୀତ…

ଆଜିଠୁ ପୌର ନିର୍ବାଚନ ନାମାଙ୍କନ ଦାଖଲ, ୭ ତାରିଖ ଯାଏଁ ଚାଲିବ: ୯ରେ ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବା ପରେ ଏବେ ବିଭିନ୍ନ ରାଜନୈତିକ ଦଳ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରି…

JEE Main ୨୦୨୨: ଘୋଷଣା ହେଲା ପରୀକ୍ଷା ତାରିଖ, ଜାଣନ୍ତୁ ପଞ୍ଜୀକରଣ ପ୍ରକ୍ରିୟା

ନୂଆଦିଲ୍ଲୀ: ଚଳିତ ବର୍ଷ ପାଇଁ ଆରମ୍ଭ ହୋଇଯାଇଛି ପଞ୍ଜୀକରଣ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ମଙ୍ଗଳବାର ଏହି ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଏନଟିଏର ଆଧିକାରିକ ୱେବସାଇଟକୁ ଯାଇ ଏ ସମ୍ପର୍କରେ ସମ୍ପୂର୍ଣ୍ଣ…

ଲିଙ୍ଗରାଜରେ ମନ୍ଦିରରେ ଉଠିଲା ମହାଦୀପ: କୋଭିଡ କଟକଣା ମଧ୍ୟରେ ଯଥାରୀତି ଅନୁଷ୍ଠିତ ହେଲା ଜାଗର ପର୍ବ

ଭୁବନେଶ୍ୱର: ଶେଷ ହୋଇଛି ଦେବ ଦେବ ମହାଦେବଙ୍କ ମହାପର୍ବ ଜାଗର । କରୋନା କଟକଣା ଅନୁଯାୟୀ ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଛି । ନୀତି ନିୟମ ଅନୁସାରେ ରାତ୍ର ୧୦.୨୦ଘଟିକା ସମୟରେ ସେବାୟତ ମାନେ ମହାଦୀପ ନେଇ ମନ୍ଦିରର…

ପୌର ନିର୍ବାଚନରେ ପଡିବନି ପଞ୍ଚାୟତ ନିର୍ବାଚନର ପ୍ରଭାବ: ପ୍ରତିକ୍ରିୟା ରଖିଲେ ଧର୍ମେନ୍ଦ୍ର ଓ ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ସମାପ୍ତ ହୋଇଛି ପଞ୍ଚାୟତ ନିର୍ବାଚନ । ଏହା ସହିତ ସମସ୍ତଙ୍କ ନଜର ବର୍ତ୍ତମାନ ପୌର ନିର୍ବାଚନ ଉପରେ । ପୌର ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଅଣ୍ଟା ଭିଡିଥିବା ବେଳେ ପ୍ରତିକ୍ରିୟା…

ଛେଣ୍ଡିପଦା ଅଧ୍ୟକ୍ଷ ନିଲମ୍ବିତ: ବିଜେଡିରୁ ବାହାର କଲେ ସୁପ୍ରିମୋ ନବୀନ ପଟ୍ଟନାୟକ

ଅନୁଗୁଳ(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନରେ ବାଜି ମାରିଛି ବିଜେଡି । ଦଳ ବିଜୟ ଉତ୍ସବ ପାଳୁଥିବା ବେଳେ ନିଲମ୍ବିତ ହୋଇଛନ୍ତି ଛେଣ୍ଡିପଦା ଅଧ୍ୟକ୍ଷ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପଞ୍ଚାୟତ ସମିତି ଅଧ୍ୟକ୍ଷ…

OSLକୁ ଶ୍ରେଷ୍ଠ ଲଜିଷ୍ଟିକ୍ କମ୍ପାନୀ ପୁରସ୍କାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଷ୍ଟିଭେଡର୍‌ସ ଲିମିଟେଡ୍ (ଓଏସ୍‌ଏଲ୍‌)କୁ ‘ଇଷ୍ଟ କୋଷ୍ଟ ମାରିଟାଇମ୍ ଫୋରମ୍‌-୨୦୨୨’ର ସପ୍ତମ ସଂସ୍କରଣରେ ବିବିଧ ଲଜିଷ୍ଟିକ୍ କାର୍ଯ୍ୟଧାରାରେ ସଫଳତା ପାଇଁ ‘ବର୍ଷର ଶ୍ରେଷ୍ଠ…

ନ୍ୟୁଜ୍ ସହିତ ଜବରଦସ୍ତ କମେଡିର ଝଙ୍କାର୍, ଖୁବ୍ ଶୀଘ୍ର ଆସୁଛି ଓଡ଼ିଶା ଭାସ୍କରର ନୂଆ କମେଡି ଶୋ’ ‘ହଲଚଲ୍ ଧମାଲ୍'[Video]

ଓଡ଼ିଶା ଭାସ୍କର ବ୍ୟୁରୋ: ଆମ ଓଡ଼ିଶା ଭାସ୍କର ଟିମ୍ ଖୁବ୍ ଶୀଘ୍ର ଆପଣ ମାନଙ୍କ ପାଇଁ ନେଇ ଆସୁଛି ନୂଆ କମେଡି ଶୋ' । ଯାହାର ନାମ ହେଲା 'ହଲଚଲ୍ ଧମାଲ୍' । ଛୋଟ ଛୁଆଙ୍କ ଫନ୍ ଟାଇମ୍ କୁ ଆହୁରି ଫନ୍ କରିଦେବ ଆମର ଏହି ନୂଆ…

ଆଜି ରାଜ୍ୟରୁ ୮ଟି ମୁଣ୍ଡ ନେଲା କରୋନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଧୀରେଧୀରେ କରୋନା କମିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହୋଇଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍…