fbpx
Browsing Category

ରାଜ୍ୟ

(Video) ନୂଆ ଉପାୟରେ ହେଉଛି ସାଇବର ଠକେଇ: ସାଇବର ଏକ୍ସପର୍ଟଙ୍କ ଠାରୁ କାଣନ୍ତୁ କେମିତି ରହିବେ ସୁରକ୍ଷିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ବଢ଼ିଚାଲିଛି ସାଇବର କ୍ରାଇମ । ପ୍ରତିଦିନ ଅନେକ ଲୋକ ହେଉଛନ୍ତି ଏହାର ଶିକାର । ବିଭିନ୍ନ ବାହାନା ଦେଖାଇ ସାଇବର ଅପରାଧୀମାନେ ଲୁଟ୍ କରୁଛନ୍ତି ଲୋକଙ୍କ କଷ୍ଟ ଅର୍ଜିତ ଧନ ।…

ଆସିଲା ମାର୍ଚ୍ଚ ଗାଇଡଲାଇନ: ସର୍ବସାଧାରଣରେ ହୋଲି ପାଳନ ନେଇ କଟକଣା

ଭୁବନେଶ୍ୱର: ମାର୍ଚ୍ଚ ମାସ ପାଇଁ ଜାରି ହେଲା କୋଭିଡ ମାର୍ଗଦର୍ଶିକା । ନୂଆ ଗାଇଡଲାଇନ ଅନୁଯାୟୀ ସର୍ବସାଧାରଣରେ ହୋଲି ଉତ୍ସବ ପାଳନ ହୋଇପାରିବନି, କେବଳ ଘରେ ରହି ଖେଳିପାରିବେ ହୋଲି । ଏହାଛଡ଼ା ସାମାଜିକ, ଧାର୍ମିକ ଓ…

ସତ ଓଗାଳିବ ନକଲି ଡାକ୍ତର, ହେବ ପଲିଗ୍ରାଫ୍ ଟେଷ୍ଟ: ଡିସିପି ଉମାଶଙ୍କରଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚର୍ଚ୍ଚିତ ନକଲି ସ୍ୱାମୀଙ୍କର ହେବ ପଲିଗ୍ରାଫ ଟେଷ୍ଟ । ୧୭ ସ୍ତ୍ରୀର ନକଲି ସ୍ୱାମୀ ରମେଶ ସ୍ୱାଇଁର ହେବ ପଲିଗ୍ରାଫ ଟେଷ୍ଟ । ପୋଲିସକୁ ମିଥ୍ୟା ତଥ୍ୟ ଦେଇଥିବା ସନ୍ଦେହରେ ପୁନର୍ବାର…

ଓଡ଼ିଆ ଝିଅଙ୍କ କମାଲ: ସମ୍ମାନିତ କଲେ ହରିୟାଣା ରାଜ୍ୟପାଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):  ହରିୟଣା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି ଓଡ଼ିଆ ଝିଅ ତନୁଜା ମହାନ୍ତି ଜୈବ ରାସାୟନିକ ବିଜ୍ଞାନ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ଓଡ଼ିଆ ଝିଅ ତନୁଜା…

ପଞ୍ଚାୟତ ନିର୍ବାଚନ ୨୦୨୨: ଚାଲିଛି ଭୋଟ ଗଣତି, ତୃତୀୟ ଦିନରେ ବି ଆଗରେ ବିଜେଡି, ଜାଣନ୍ତୁ ବିଜେପି କଂଗ୍ରେସ ସ୍ଥିତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଫେବୃଆରୀ ୨୪ ରୁ ମତଦାନ ସରିଥିବା ବେଳେ ୨୬ ତାରିଖ ଠାରୁ ଆରମ୍ଭ ହୋଇଛି ଭୋଟ ଗଣତି । ସୋମବାର ତୃତୀୟ ଦିନରେ ଜାରି ରହିଛି ଭୋଟ ଗଣତି ।…

ୟୁକ୍ରେନ୍ ଫେରନ୍ତା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ସମସ୍ତଙ୍କୁ ଉଦ୍ଧାର ପାଇଁ ଜାରି ରହିଛି ଉଦ୍ୟମ

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୟୁକ୍ରେନରୁ ଫେରି ଆସି ନୂଆଦିଲ୍ଲୀରେ ଥିବା ଓଡିଆ ଛାତ୍ରଛାତ୍ରୀଙ୍କ ସହିତ ଅନ୍ଲାଇନ ଜରିଆରେ ଆଲୋଚନା କରି ଏହା କହିଛନ୍ତି । ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ କରି ୟୁକ୍ରେନରେ…

ଆଖଣ୍ଡଳମଣିଙ୍କ ପୀଠରେ ମହାଶିବରାତ୍ରୀ ପାଇଁ ପ୍ରସ୍ତୁତି

ଭଦ୍ରକ (ଓଡ଼ିଶା ଭାସ୍କର): ଆସନ୍ତା କାଲି ମହାଶିବରାତ୍ରୀ । ମହାଶିବରାତ୍ରୀ ପାଳନ ନେଇ ଚଳଚଞ୍ଚଳ ବାବା ଆଖଣ୍ଡଳମଣି ପୀଠ । ମନ୍ଦିରରେ ମହାଶିବରାତ୍ରୀ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଁଞ୍ଚିଛି । ବାବା…

ପଞ୍ଚାୟତ ରେଜଲ୍ଟକୁ ନେଇ ବିଜେଡିର ପ୍ରତିକ୍ରିୟା-‘ଅଭୂତପୂର୍ବ ସଫଳତାରେ ବିରୋଧୀ ଧରାଶାୟୀ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ହେଉଛି ତୃତୀୟ ଦିନ । ବର୍ତ୍ତମାନ ସୁଦ୍ଧା ବିଜେଡି ୮୪୮ଟି ଆସନରୁ ୭୫୫ ଆସନରେ ଆଗୁଆ ଅଛି । ଏହା ସହ ବିଜେପି ୪୯, କଂଗ୍ରେସ ୩୭ ଓ ୭ଟି…

୫ ବର୍ଷର ଝିଅକୁ ପିଟି ପିଟି ମାରିଦେଲେ ବାପା ଓ ସାବତ ମାଆ, ଦେହ ସାରା ଥିଲା…

ବ୍ରହ୍ମପୁର: ଗଞ୍ଜାମ ଦିଗପହଣ୍ଡି ତେନ୍ତୁଳିଆ ସାହିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ୫ ବର୍ଷର ଶିଶୁକନ୍ୟାକୁ ବାପା ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି ।ସାବତ ମାଆ ସହ ବାପାକୁ ଧରି ପୋଲିସର ଜିମା ଦେଇଛନ୍ତି…

ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ସାମ୍ନାକୁ ଆସିଛି ବଡ଼ ଖବର । ପୌର ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ବିଜ୍ଞପ୍ତି । ରାଜ୍ୟ ନିର୍ବାଚନ କମିଶନ…