Browsing Category
ରାଜ୍ୟ
ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନଙ୍କର ଦୁର୍ଘଟଣାରେ ମୃତ୍ୟୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନଙ୍କର ମୃତ୍ୟୁ ଘଟିଛି । ଏକ ସଡ଼କ ଦୁର୍ଘଟଣା ପରେ ସୁଦର୍ଶନ ରାଜଧାନୀ ଭୁବନେଶ୍ୱରର…
୩୨୬୬କୋଟି ଟଙ୍କାର ୧୧ଟି ଶିଳ୍ପ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ, ସୃଷ୍ଟି ହେବ ୯ହଜାର ୧୪୬ଟି ନିଯୁକ୍ତି
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକକ ବାତାୟନ ଅନୁମୋଦନ କମିଟି ବୈଠକରେ ପ୍ରାୟ ୩ହଜାର ୨୬୬ କୋଟି ଟଙ୍କାର ୧୧ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହାଦ୍ୱାରା…
ରାଜ୍ୟରେ ଦୁର୍ବଳ ରହିଛି ମୌସୁମୀ ବର୍ଷା : ଆସନ୍ତା ୨୪ଘଣ୍ଟା ପାଇଁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର: ମୌସୁମୀ ଚାପରେଖାର ପୂର୍ବଭାଗ ତା’ର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ରହୁଥିବାରୁ ରାଜ୍ୟରେ ମୌସୁମୀ ବର୍ଷା ଦୁର୍ବଳ ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି…
୬୫ ଇନ୍ସପେକ୍ଟରଙ୍କ ବଦଳି, କୋରାପୁଟରୁ ନୂଆପଡ଼ା ଗଲେ ଦିବ୍ୟଲୋଚନ ଦାସ
ଭୁବନେଶ୍ୱର: ଓଡ଼ିଶା ପୋଲିସ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜର ୬୫ଜଣ ଇନ୍ସପେକ୍ଟରଙ୍କ ବିଭିନ୍ନ ସ୍ଥାନକୁ ବଦଳି କରାଯାଇଛି । ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଜ୍ଞପ୍ତି ଅନୁଯାୟୀ ଇନ୍ସପେକ୍ଟର ଦିବ୍ୟଲୋଚନ…
ବିଜେଡି ନେତାଙ୍କୁ ନିଯୁକ୍ତି ଦେଲେ ସୁପ୍ରିମୋ: ୭୮ ଜଣଙ୍କୁ ମିଳିଲା ସଂଗଠନ ଦାୟିତ୍ୱ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛି । ଏହି କ୍ରମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅନେକ ନେତାଙ୍କୁ ଦଳର ସଂଗଠନ ଦାୟିତ୍ୱ…
କଟକ-ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସର୍ଭେ ଆରମ୍ଭ
ଭୁବନେଶ୍ୱର: କଟକ-ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । କଟକର ତ୍ରିଶୂଳିଆ ଛକରୁ ଭୁବନେଶ୍ୱରର ରାଜଭବନ ଛକ ଯାଏ ୨୪ଟି ସ୍ଥାନରେ ଜିଓ ଟେକନିକାଲ ଇନଭେଷ୍ଟିଗେସନ ହେବ । ଏବେ ୩୦ ଫୁଟ ତଳରୁ…
ରାଜ୍ୟ ପାଇଁ ଗର୍ବ, ଅନ୍ୟ ପାଇଁ ଉଦାହରଣ: ଓଡ଼ିଶାର ପ୍ରଥମ କିନ୍ନର ଭାବେ Ph.D କରିବେ ଦୀପା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଥାରେ ଅଛି ଇଚ୍ଛା ଆଗରେ କାହିଁ କେତେ ବଡ଼ ବଡ଼ ସମସ୍ୟା ହାର ମାନିଥାଏ । ନିଜର ଦୃଢ଼ ମନୋବଳ ଓ କଠିନ ପରିଶ୍ରମ ବଳରେ ମଣିଷ ଅନେକ ଅସମ୍ଭବ କାର୍ଯ୍ୟକୁ ବି ସମ୍ଭବ କରିପାରିବ । ଏଭଳି କିଛି କରି…
(Video) ନିମ୍ବ ଗଛରୁ ଝରୁଛି ମିଠା କ୍ଷୀର, ସତ ହେଉଛି କି ମାଳିକା ବଚନ? ପୃଥିବୀ ଶେଷ ହେବାର ସଙ୍କେତ
ପୃଥିବୀ ବୋଧହୁଏ ଶେଷ ହେବା ଦିଗରେ ଆଗେଇ ଚାଲିଛି । କାରଣ ମାଳିକା ଅନୁସାରେ କଳିଯୁଗ ଧ୍ୱଂସ ହେବା ସମୟରେ ହେବାକୁ ଥିବା ପ୍ରତ୍ୟେକଟି ଘଟଣା ବର୍ତ୍ତମାନ ସତ ହେବାରେ ଲାଗିଛି । ୬୦୦ ବର୍ଷ ପୁର୍ବେ ମାଳିକାରେ ବର୍ଣ୍ଣିତ…
ରାଜ୍ୟର ଅନୁଗୁଳ ଓ କୋରାପୁଟ ଜିଲ୍ଲାରେ ବଜ୍ରପାତରେ ୪ ମୃତ : ଆସନ୍ତା ୨୪ ଘଣ୍ଟା ଭିତରେ ୨୦ ଜିଲ୍ଲାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବଜ୍ରପାତ ଘଟି ୪ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍ର ଅଞ୍ଚଳା ଗାଁରେ ମା’ ଓ ପୁଅ ଜମିରେ କାମ କରୁଥିବାବେଳେ ପ୍ରବଳ ବର୍ଷା ସହ…
‘ଆମ ଓଡିଶା ନବୀନ ଓଡିଶା’ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ: ବୈଠକରେ ୯ଟି ପ୍ରସ୍ତାବରେ ମୋହର
ଭୁବନେଶ୍ୱର: ଆଜି ଶେଷ ହୋଇଛି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ରାଜ୍ୟ ସରକାରଙ୍କ ତରଫରୁ ମୋଟ ୯ଟି ପ୍ରସ୍ତାବ ଉପରେ ମୋହର ମିଳିଥିବା ସୂଚନା ମିଳିଛି । ତେବେ ଏହି ବୈଠକର ସବୁଠାରୁ ବଡ…