Browsing Category

ରାଜ୍ୟ

ବାହାନଗା ରେଳ ଦୁର୍ଘଟଣାର ସହାୟତା ରାଶିକୁ ନେଇ ମୃତକଙ୍କ ପରିବାରରେ କଳହ : ଥାନାରେ ପହଞ୍ଚିଲା ମାମଲା

ଭଦ୍ରକ : ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମିଳିଥିବା ସହାୟତା ରାଶିକୁ ନେଇ ଶଶୁର ଓ ମୃତକଙ୍କ ପତ୍ନୀ ମଧ୍ୟରେ କଳହ ଲାଗିଥିବା ଘଟଣା ସାମ୍ନାକୁ ଆସିଛି । ଏନେଇ ମୃତକଙ୍କ ପତ୍ନୀ ଥାନାରେ…

ବନ୍ଧୁକଧାରୀ କମାଣ୍ଡୋଙ୍କ ସୁରକ୍ଷାରେ ଟମାଟୋ ଓ ପନିପରିବା: ଦରଦାମ୍ ବୃଦ୍ଧି ବିରୋଧରେ ଅଭିନବ ପ୍ରଦର୍ଶନର ଚିତ୍ର

ରାୟସେନ : ଏବେ ଟମାଟୋର ଦରବୃଦ୍ଧି ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ୨୫ ଟଙ୍କାରେ ବିକ୍ରି ହେଉଥିବା ଟମାଟୋର କିଲୋ ପ୍ରତି ଦର ଏବେ ୨୫୦ ଟଙ୍କାରେ ପହଞ୍ଚିଲାଣି । ଟମାଟୋର ଦର ବୃଦ୍ଧିକୁ ନେଇ ଦେଶର ବିଭିନ୍ନ ସ୍ଥାନରୁ…

ଗରିବୀର ହତ୍ୟା ପରିବର୍ତ୍ତେ ଗରିବଙ୍କୁ ହତ୍ୟା କରାଯାଉଛି, ଏପରି ସ୍ଥିତି ଆଗାମୀ ପିଢିକୁ ପ୍ରଭାବିତ କରିବ ବୋଲି କହିଲେ ରାଜ୍ୟପାଳ

କୋଲକାତା:ପଶ୍ଚିମବଙ୍ଗରେ ଶନିବାର ପଞ୍ଚାୟତ ନିର୍ବାଚନରେ ହୋଇଥିବା ବ୍ୟାପକ ହିଂସାକୁ ଲକ୍ଷ୍ୟ କରି ରାଜ୍ୟପାଳ ସିଭି ଆନନ୍ଦ ବୋଷ କହିଛନ୍ତି , ମୁଁ ବାସ୍ତବିକ କ୍ଷେତ୍ରରେ ଯାହା ଦେଖିଲି ତାହା ବହୁତ ଚିନ୍ତାଜନକ ।…

ଓଡ଼ିଶାର ୬ ଜଣ ସାମ୍ବାଦିକ ପାଇବେ ‘ଓଡ଼ିଶା ଜର୍ଣ୍ଣାଲିଜମ୍ ଆୱାର୍ଡ: ଘୋଷଣା ହେଲା ନାମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୬ ଜଣ ସାମ୍ବାଦିକଙ୍କୁ ପ୍ରଦାନ କରାଯିବ ‘ଓଡ଼ିଶା ଜର୍ଣ୍ଣାଲିଜମ ଆୱାର୍ଡ-୨୦୨୨’ । ଛାପା, ବୈଦ୍ୟୁତିକ ଓ ୱେବ ମିଡ଼ିଆ କ୍ଷେତ୍ରରେ ଭାରତୀୟ ସାମ୍ବାଦିକତା ଜଗତକୁ ବିଶେଷ ଅବଦାନ ପାଇଁ…

ଓଡ଼ିଶାରେ ପ୍ରଥମ ଘଟଣା: ରୋବୋଟ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ହେଲା ସଫଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଚିକିତ୍ସା ବିଜ୍ଞାନ ଆଗକୁ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ରାଜ୍ୟରେ ପ୍ରଥମ ଥର ପାଇଁ ରୋବୋଟ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ସଫଳ ହୋଇଛି । ରାଜଧାନୀ…

ଦେଶରେ ପ୍ରଥମ: ଓଡ଼ିଶା ସରକାର ଆରମ୍ଭ କରିବେ ‘ମୋ ଜଙ୍ଗଲ ଜମି ଯୋଜନା’, ସ୍ୱତନ୍ତ୍ର ସେଲ ଗଠନ ନେଇ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କ ହିତ ସାଧନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନେକ ଯୋଜନା ପ୍ରଣୟନ କରୁଛନ୍ତି । ରାଜ୍ୟବାସୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନର ସୁବିଧା ପାଇଁ…

(Video) ପୁଣି ବାଲେଶ୍ୱରରେ ରେଳ ଦୁର୍ଘଟଣା: ଟ୍ରାକରୁ ଖସି ଲୋକଙ୍କ ଉପରେ ଚଢିଗଲା ଟ୍ରେନ

ବାଲେଶ୍ୱର: ପୁଣି ବାଲେଶ୍ୱରରେ ଘଟିଯାଇଛି ଆଉ ଏକ ଟ୍ରେନ୍ ଦୁର୍ଘଟଣା । ବାହାନଗା ପରେ ସବିରା ଷ୍ଟେସନରେ ରକ୍ତମୁଖା ସାଜିଛି ଲୌହଦାନବ । ଟ୍ରାକରୁ ଖସି ଯାତ୍ରୀଙ୍କ ଉପରେ ଚଢିଯାଇଛି ଏହି ଟ୍ରେନ । ଫଳରେ ଘଟରାସ୍ଥଳରେ ହିଁ…

କେନ୍ଦ୍ର କ୍ୟାବିନେଟ ପରିବର୍ତ୍ତନ: ଓଡ଼ିଶାରୁ କାହାକୁ ମିଳିବ ମନ୍ତ୍ରୀପଦ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଯେତେିକି ପାଖେଇ ଆସୁଛି, ଦେଶରେ ରାଜନୈତିକ ମାହୋଲ ସେତିକି ସରଗରମ୍ ହେବାରେ ଲାଗିଛି । ଏହା ମଧ୍ୟରେ କେନ୍ଦ୍ରରେ କ୍ଷମତାସୀନ ଥିବା ବିଜେପି ତା’ର ସଂଗଠନକୁ…

ପିଙ୍କ୍‍ ହ୍ୱାଟ୍‍ସଆପ୍‍ ଡାଉନଲୋଡ୍ ନକରିବାକୁ ଓଡ଼ିଶା ପୋଲିସ୍ ପକ୍ଷରୁ ଗାଇଡଲାଇନ

ଭୁବନେଶ୍ୱର: ପିଙ୍କ୍ ହ୍ୱାଟ୍ସଆପ୍ ଡାଉନଲୋଡ୍ ନକରିବାକୁ ଓଡ଼ିଶା ପୋଲିସ୍ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଏକ ଟ୍ୱିଟର ବାର୍ତ୍ତାରେ ଓଡ଼ିଶା ପୁଲିସ୍‍ ପକ୍ଷରୁ କୁହାଯାଇଛି, ପିଙ୍କ୍ ହ୍ୱାଟ୍ସଆପ୍ ସାଇବର…

ଭୁବନେଶ୍ୱରସ୍ଥିତ ସ୍ୱାସ୍ଥ୍ୟ ବିଜ୍ଞାନ ପ୍ରତିଷ୍ଠାନକୁ ସ୍ୱୟଂଶାସିତ ମହାବିଦ୍ୟାଳୟର ମାନ୍ୟତା

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭୁବନେଶ୍ୱର ସ୍ଥିତ ସ୍ୱାସ୍ଥ୍ୟ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଚଏସ)କୁ ସ୍ୱୟଂଶାସିତ ମହାବିଦ୍ୟାଳୟ ଭାବରେ ଘୋଷଣା କରିଛନ୍ତି…