Browsing Category

ରାଜ୍ୟ

ପ୍ରଥମ ଥର ପାଇଁ ବ୍ରେନ ମ୍ୟାଲେରିଆ ଔଷଧର ମାନବ ପରୀକ୍ଷଣ କରିବ ILS: ପରୀକ୍ଷଣ ସଫଳ ହେଲେ ରୋଗୀଙ୍କ ଜୀବନ ବଞ୍ଚିପାରିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ରାଜଧାନୀର ଭୁବନେଶ୍ୱର ସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ) ଏକ ବଡ଼ ସଫଳତା ହାସଲ କରିବାକୁ ଯାଉଛି । ପୂର୍ବରୁ ଆଇଏଲଏସ ପକ୍ଷରୁ ଅନେକ ଔଷଧର…

ଆଜିଠୁ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା; ୬ ରୁ ରାଜ୍ୟରେ ବିସ୍ତୃତି ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶାକୁ ମୌସୁମୀ ଛୁଇଁବା ପରେ ଦୁର୍ବଳ ହୋଇଯିବାରୁ ତାପମାତ୍ରା ବଢିବା ସହିତ ରାଜ୍ୟରେ ଗରମ ବଢିଥିଲା। ତେବେ ଆଜିଠୁ ରାଜ୍ୟର ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୬…

ତଦନ୍ତ ରିପୋର୍ଟରୁ ହେଲା ବଡ଼ ଖୁଲାସା: ବାହାନଗା ଟ୍ରେନ୍ ଦୁର୍ଘଟଣାର ମୁଖ୍ୟ କାରଣ ସିଗନାଲ୍ ତ୍ରୁଟି, ଅବହେଳା କରିଥିଲେ ଷ୍ଟେସନ ମାଷ୍ଟର

ଭୁବନେଶ୍ୱର: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାର ଏକ ଉଚ୍ଚ ସ୍ତରୀୟ ଅନୁସନ୍ଧାନରୁ ଜଣାପଡିଛି ଯେ ଦୁର୍ଘଟଣା ପଛର ମୁଖ୍ୟ କାରଣ ହେଉଛି ସିଗନାଲ୍ ତ୍ରୁଟି । ତଦନ୍ତ ସମୟରେ ସିଗନାଲିଂ ଏବଂ ଟେଲିକମ୍ ଯୋଗାଯୋଗ ବିଭାଗରେ ବିଭିନ୍ନ…

ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି

ଭୁବନେଶ୍ୱର: ପୁରୀ ଜିଲ୍ଲା ସତ୍ୟବାଦୀ ଠାରେ ପ୍ରତିଷ୍ଠା ହୋଇଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୩ଟି ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ୮…

ଆଜିଠାରୁ ପ୍ରବଳ ବର୍ଷା : ରାଜ୍ୟର ଅନେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ହୋଇପାରେ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ମୌସୁମୀ ଦୁର୍ବଳ ହେଉଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧.୧ ମିମି ବର୍ଷା ହେଉଥିବାର ରେକର୍ଡ କରାଯାଇଛି । ବର୍ଷା ୧.୧ ମିମି ତୁଳନାରେ ୯୦% କମ୍ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର କେନ୍ଦ୍ର ଭାଗରେ…

ଆଇଏଏସ୍ ସ୍ତରରେ ଅଦଳବଦଳ: ଯାମିନୀ ଷଡ଼ଙ୍ଗୀ ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ

ଭୁବନେଶ୍ୱର, : ରାଜ୍ୟ ସରକାର ସୋମବାର ଆଇଏଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । ୨୦୦୮ ବ୍ୟାଚ୍ ଆଇଏଏସ୍ ଯାମିନୀ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି…

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସାରା ଦେଶକୁ ଅଗ୍ରସର କରିଛି । ତେବେ ଓଡ଼ିଶାରେ ମୌସୁମୀ ପ୍ରବାହ ଦୁର୍ବଳ ଥିବା ଯୋଗୁଁ ଆର୍ଦ୍ରତା ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧ ଦଶମିକ ୧ ମିଲିମିଟର…

ରିଲ ନୁହେଁ, ରିଏଲରେ ବି ସୁପର ହିରୋ ସିଦ୍ଧାନ୍ତ ମହାପାତ୍ର; ପ୍ରମାଣ କରି ଦେଖାଇଲେ…

ଭୁବନେଶ୍ୱର: ସଫଳତା ସହିତ ମଣିଷ ନିଜର ମଣିଷପଣିଆ ଆଉ ମାନବିକତାକୁ ଭୁଲିଯାଏ । ନିଜକୁ ସର୍ବୋଚ୍ଚ ବୋଲି ମଧ୍ୟ ଭାବିନିଏ ଏହି ମଣିଷଜାତି । କିନ୍ତୁ ସବୁ ଲୋକ ଏକାପରି ନୁହେଁ, କିଛି ଲୋକ ସଫଳତା ସହିତ ନିଜ ମାନବିକତାକୁ…

ବଢ଼ିଲା ଡେଙ୍ଗୁ ଆତଙ୍କ, କ୍ୟାପିଟାଲ ହସ୍ପିଟାଲେ ଆଉ ୬ ରୋଗୀ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀରେ ଧୀରେ ଧୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏବେ ବର୍ଷାଋତୁ ଆରମ୍ଭ ହୋଇଥିବା ବେଳେ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି…

(Video) ଯୁଇରୁ ଉଠି ପାଣି ମାଗି ପିଇଲେ ମହିଳା: ଶେଷକୃତ୍ୟର ଟିକିଏ ପୂର୍ବରୁ ଫେରି ଆସିଲେ ସୁହାଗିନୀ

ଜଣେ ବ୍ୟକ୍ତିର ମୃତ୍ୟୁ ହିଁ ଦୁନିଆର ଶେଷ ଯାତ୍ରା ବୋଲି କୁହାଯାଏ । କାରଣ ମୃତ୍ୟୁ ପରେ ଆଉଥରେ ପୂର୍ବ ଅବସ୍ଥାକୁ ଫେରିପାରେ ନାହିଁ କୌଣସି ଶରୀର । ତେବେ ମୃତ୍ୟୁ ପରେ ଯୁଇରେ ଶବକୁ ପୋଡିବା ଆମ ହିନ୍ଦୁ ଧର୍ମର ପରମ୍ପରା…