Browsing Category

ରାଜ୍ୟ

ମହାରାଷ୍ଟ୍ର ରାଜନୀତିରେ ବ୍ୟାପକ ହଟଚମଟ: ଶିବସେନା ନେତା ସଞ୍ଜୟ ରାଓତ କହିଲେଣି ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ବି ବଦଳିଯିବେ

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ରୁ ଯାଇ ବିଜେପି ସହ ମିଶିଥିବା ଅଜିତ ପାୱାରଙ୍କ ଉପରେ ଏବେ ଆକ୍ସନ ନେବା ମୁଡ୍ କୁ ଆସି ଯାଇଛନ୍ତି ଶରଦ ପାୱାର । ଏନସିପି ଅଜିତ ପାୱାର ଓ ୮ ଜଣ ଅନ୍ୟ ବିଧାୟକଙ୍କୁ…

‘ମୋ ବସ୍‍’ ସେବାରେ ସାମିଲ ହେବ ଆଉ ୨୦୦ ନୂଆ ବ୍ୟାଟେରୀ ଚାଳିତ ବସ୍‍

ଭୁବନେଶ୍ୱର: ‘ମୋ ବସ୍‍’ ସେବାରେ ଆଉ ୨୦୦ ନୂଆ ବ୍ୟାଟେରୀ ଚାଳିତ ବସ୍‍ ଖୁବ୍‍ ଶୀଘ୍ର ସାମିଲ୍‍ କରାଯିବ ବୋଲି ମୋ ବସ୍‍ ପରିଚାଳନା ସଂସ୍ଥା - କ୍ରୁଟ୍‍ ପକ୍ଷରୁ ସୂଚନା ମିଳିଛି । ପ୍ରଦୂଷଣକୁ ରୋକିବାପାଇଁ ଭୁବନେଶ୍ୱରରେ…

ଆଇପିଏସ୍ ସାଗରିକା ନାଥଙ୍କ ପିତାମାତାଙ୍କୁ ଅଟକାଇ ଲୁଟପାଟ କରିଛନ୍ତି ଦୁବୃର୍ତ୍ତ, ଭରତପୁର ଥାନାରେ ଅଭିଯୋଗ ପରେ ଯାଞ୍ଚ ଆରମ୍ଭ

ଭୁବନେଶ୍ୱର:ଆମ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କିପରି ବିପର୍ଯ୍ୟସ୍ତ ହୋଇପଡିଛି ତାହା ଅତୀତରେ ବହୁ ଘଟଣାରୁ ପ୍ରମାଣିତ ହୋଇଥିବା ବେଳେ ଏବେ ପୁଣି ଥରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଆଇନ ଶୃଙ୍ଖଳା ଦାୟିତ୍ୱରେ…

ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ: ୮୦ଟି କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ଚଳିତବର୍ଷ ମାଟ୍ରିକରେ ଫେଲ ହୋଇଥିବା ଛାତ୍ରଛାତ୍ରୀମାନେ ଏହି ପରୀକ୍ଷାରେ ଏହି ପରୀକ୍ଷା ଦେଇପାରିବେ । ଆଜିଠାରୁ ଆସନ୍ତା ୮…

ଅଣ୍ଡା ଦାମରେ ଲଗାମ ନାହିଁ: ସରକାରୀ ଅର୍ଥ ୫ ଟଙ୍କା, କିନ୍ତୁ କିଣା ପଡୁଛି ୭ ଟଙ୍କା

ଧର୍ମଗଡ଼ : ଦରଦାମ ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ଲୋକଙ୍କ ଭିତରେ ଅତିଷ୍ଠ ଦେଖିବାକୁ ମିଳିଛି । ଏପରିକି ସରକାରୀ ସଂସ୍ଥାମାନଙ୍କ ମଧ୍ୟରେ ଏହାର ପ୍ରଭାବ ପଡିଛି । ସରକାର ଯୋଗାଇ ଦେଉଥିବା ଅର୍ଥ ରାଶି ଠାରୁ କିଣା ଅର୍ଥ…

ଓଡ଼ିଶାର ଏହି ଜିଲ୍ଲାରେ ବଢୁଛି ସିକିଲ୍ ସେଲ୍ ରୋଗ: ମାଗଣାରେ ଔଷଧ ଓ ରକ୍ତ ବ୍ୟବସ୍ଥା କରାଯିବାକୁ ସରକାରଙ୍କ ନିଷ୍ପତ୍ତି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଗତ କିଛି ବର୍ଷ ହେଲା ସିକିଲ ସେଲ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ହେଲେ ରକ୍ତହୀନତା ଓ ସିକିଲ ସେଲ ରୋଗୀଙ୍କ ଆବଶ୍ୟକତା ଅନୁଯାୟୀ ରକ୍ତଦାତାଙ୍କ ସଂଖ୍ୟା…

ପ୍ରବଳ ବର୍ଷା ସମ୍ଭାବନା: ରାଜ୍ୟର ୨୦ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ସାରା ରାଜ୍ୟରେ ସକ୍ରିୟ ହୋଇଛି ମୌସୂମୀ ବାୟୁ । ଆଗାମୀ କିଛି ଦିନ ମଧ୍ୟ ରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ଜାରି ହୋଇଛି । ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୨୦ଟି…

ମେସିନ ନୁହେଁ, ‘ମାନବିକ ତ୍ରୁଟି’ ଯୋଗୁଁ ଘଟିଥିଲା ବାହାନଗାର ଦୁର୍ଘଟଣା: ରେଳବାଇର ରିପୋର୍ଟ

ବାଲେଶ୍ୱର: ବାହାନଗାର ଭୟାନକ ଟ୍ରେନ ଦୁର୍ଘଟଣାକୁ ଆଜି ଏକ ମାସ ପୂରି ଯାଇଛି । ଏହି ଦୁର୍ଘଟଣାରେ ୨୯୩ ଜଣ ପ୍ରାଣ ହରାଇଥିବା ବେଳେ ୧୨୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ତେବେ ଏହି ମାମଲାରେ ଦୁଇଟି ବିଭାଗ ପକ୍ଷରୁ…

ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମାଗଣା ପୋଷାକ: ଆସନ୍ତା ୧୫ ସୁଦ୍ଧା ସ୍କୁଲରେ ପହଞ୍ଚିବ ପୋଷାକ, ସମସ୍ତ ଜିଲ୍ଲାପାଳଙ୍କୁ ଗଣଶିକ୍ଷା ଓ ମିଶନ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମାଗଣା ପୋଷାକ । ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ଅଧିନରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ…

ଅଜନ୍ତା ସର୍କସର ବଡ଼ ଘୋଷଣା: ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ୫୦ ପ୍ରତିଶତ ରିହାତିରେ ମିଳିବ ଟିକେଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଏକ ବଡ଼ ଖୁସି ଖବର । ଛାତ୍ରଛାତ୍ରୀଙ୍କୁ ଅଧା ଦାମରେ ଟିକେଟ ପ୍ରଦାନ କରିବ ଅଜନ୍ତା ସର୍କସ । ଦୀର୍ଘବର୍ଷ ପରେ ରାଜଧାନୀ ଭୁବନେଶ୍ୱର ସ୍ଥିତ ୟୁନିଟ-୩…