Browsing Category

ରାଜ୍ୟ

‘ରାଜଧର୍ମ ପାଳନ କରନ୍ତୁ ସରକାର’, ଫଟୋ ଦେଖାଇ କହିଲେ ଅପରାଜିତା ଷଡ଼ଙ୍ଗି-”ମିଶନ ଶକ୍ତି ମହିଳାଙ୍କୁ ଲଗାଇ ସରକାର ମୋ ଉପରେ…

ଭୁବନେଶ୍ୱର: ଭୁବନେଶ୍ୱର ସଂସଦ ତଥା ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗି ଅଭିଯୋଗ ଆଣିଛନ୍ତି ଯେ, ରାଜ୍ୟ ସରକାର ତାଙ୍କର ରାଜଧର୍ମ ପାଳନ କରି ତାଙ୍କୁ ସୁରକ୍ଷା ଦେଉ ନାହାନ୍ତି । ଅପରାଜିତ ଗତ କିଛିଦିନ…

ବୀର ପାଇକ ମାଟି ବରୁଣେଇରେ ‘ମୋ ମାଟି ମୋ ଦେଶ’ ଅଭିଯାନରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ପୁରୀରେ ଜୟୀ ରାଜଗୁରୁଙ୍କ ଜନ୍ମମାଟି ବୀରହରେକୃଷ୍ଣପୁର, ଢେଙ୍କାନାଳର ସାରଙ୍ଗଧର ଦାସଙ୍କ ଜନ୍ମଭୂମି ହରେକୃଷ୍ଣପୁର ପରେ ଆଜି ଖୋର୍ଦ୍ଧା ଜିଲ୍ଲାର ବାର ପାଇକ ଭୂମି ବରୁଣେଇ ପାଦଦେଶରେ ‘ମୋ…

ଚଳନ୍ତା ମେଟ୍ରୋ ଟ୍ରେନରେ ଭିଡ ଭିତରେ ଆୟୋଜିତ ହେଲା ଫ୍ୟାଶନ ଶୋ’, ୨ରୁ ଆରମ୍ଭ କରି ୫୦ ବର୍ଷ ବୟସ ପର୍ଯ୍ୟନ୍ତ ଲୋକମାନେ କଲେ କ୍ୟାଟୱାକ୍

ନାଗପୁର: ମହାରାଷ୍ଟ୍ରରୁ ଏକ ଆଚମ୍ବିତ କରିଦେବା ଭଳି ଖବର ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ନାଗପୁରରେ ଚଳନ୍ତା ମେଟ୍ରୋ ଟ୍ରେନ ମଧ୍ୟରେ ଫ୍ୟାଶନ ଶୋ’ର ଆୟୋଜନ କରାଯାଇଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ପ୍ରତି…

କିଶୋର ଜେନାଙ୍କୁ ୨୫ ଲକ୍ଷ: ଓଡ଼ିଆ ଆଥଲେଟଙ୍କୁ ପୁରସ୍କାର ଘୋଷଣା କଲେ ସରକାର

ଭୁବନେଶ୍ୱର: ବିଶ୍ୱ ଆଥଲେଟିକ୍ସ ଚମ୍ପିଆନ୍ସରେ ଚମତ୍କାର ପ୍ରଦର୍ଶନ କରି ଓଡ଼ିଆ ଜାତି ପାଇଁ ଗୌରବ ଆଣିଛନ୍ତି କିଶୋର ଜେନା । ଜାଭେଲିନ ଥ୍ରୋ’ରେ ପଞ୍ଚମ ସ୍ଥାନ ଅଧିକାର କରି ଓଡ଼ିଶାର ନାଁ ରଖିଛନ୍ତି କିଶୋର । ଏହାପରେ…

ପୁଣି ଟ୍ରେନ ଦୁର୍ଘଟଣା: ପାରାଦୀପରେ ବୋଲେରୋକୁ ଘୋଷାଡ଼ି ନେଇଗଲା ଲୌହଦାନବ

ପାରାଦୀପ: କିଛି ଦିନର ଶାନ୍ତି ପରେ ପୁଣି ଉଗ୍ର ରୂପ ନେଇଛି ଟ୍ରେନ । ପୁଣିଥରେ ଓଡ଼ିଶାରେ ଟ୍ରେନ ଦୁର୍ଘଟଣା ଦେଖିବାକୁ ମିଳିଛି । ପାରାଦୀପରେ ଏକ ବୋଲେରୋ ଗାଡ଼ିକୁ ଘୋଷାଡ଼ି ନେଇ ଯାଇଛି ଲୌହଦାନବ । ବନ୍ଦରର ନିଷିଧାଞ୍ଚଳରେ…

୬୫ ହଜାର ପରିବାରକୁ ପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ : ସହରର ବସ୍ତିବାସିନ୍ଦାକୁ ମିଳିଲା ଭୁମିର ଅଧିକାର

ଭୁବନେଶ୍ୱର : ଏବେ ସ୍ୱାଭିମାନର ସହ ବଞ୍ଚିବେ ରାଜଧାନୀର ବସ୍ତିବାସିନ୍ଦାର ଲୋକେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜାଗା ମିଶନରେ ବସ୍ତିବାସିନ୍ଦାଙ୍କୁ ଜମିର ପଟ୍ଟା ବାଣ୍ଟିଛନ୍ତି । ଭୁବନେଶ୍ୱର, କଟକ, ସମ୍ବଲପୁର,…

Today’s gold rate : ଗ୍ରାହକଙ୍କ ପାଇଁ ଖୁସି ଖବର, କମିବାରେ ଲାଗିଛି ସୁନା ଦର

ଭୁବନେଶ୍ୱର : ସୁନା କିଣିବାକୁ ଉଚ୍ଛୁକ ଥିବା ଗ୍ରାହକଙ୍କ ପାଇଁ ଆସିଛି ଖୁସି ଖବର । ଦିନକୁ ଦିନ କମିବାରେ ଲାଗିଛି ସୁନାର ଦର । ଭାରତୀୟ ବଜାରରେ ପ୍ରତି ଦିନ ସୁନା ଦରରେ କିଛି ନା କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି…

ପୁଣି ଆସିବ ନନ୍ଦନକାନନକୁ ନୂଆ ଅତିଥି : ଆଇଜ୍ୱାଲ ଚିଡିଆଖାନାରୁ ଆସିବ ହୁଲକ ଗିବନ

ଭୁବନେଶ୍ୱର : ଗତ କିଛିଦିନ ପୂର୍ବରୁ ନନ୍ଦନକାନନ ଚିଡିଆଖାନାକୁ ଏକ ବିରାଡି ଏବଂ ଗିବନ ନାମକ ଦୁଇ ଜଣ ଅତିଥି ହୋଇ ଆସିଥିଲେ । କିନ୍ତୁ ମାତ୍ର ୩ ଦିନ ରହି ବିରାଡିଟିର ମୃତ୍ୟୁ ହୋଇଯାଇଥିଲା । ଏବେ ପୁଣି ନନ୍ଦନକାନନ…

ପୋଲିସ୍ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଥାନାର ପୁଲିସ୍ ଇନ୍ସପେକ୍ଟର ସ୍ତରରେ ଅଦଳ ବଦଳ ହୋଇଛି । ନିର୍ବାଚନ ପୂର୍ବରୁ ରେଞ୍ଜ ବଦଳିରେ ବହୁ ଇନ୍ସପେକ୍ଟର କଳାହାଣ୍ଡି ଜିଲ୍ଲାରେ ଯୋଗ ଦେଇଛନ୍ତି । ଭବାନୀପାଟଣା…

ରାଜଧାନୀରେ ‘Special-26’ ଷ୍ଟାଇଲ: ନକଲି CBIଙ୍କ ପ୍ଲାନକୁ ବିଗାଡ଼ିଦେଲା ଗୋଟିଏ ବ୍ୟାଗ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୋଲିସ ପକ୍ଷରୁ ଯେତେ କଠୋର ନିୟମ ପ୍ରଣୟନ କରାଗଲେ ମଧ୍ୟ ଚୋର ଆହୁରି ଚାଲାକ । ଆଜିକାଲିର ଚୋରମାନେ ନୂଆ ନୂଆ ଫର୍ମୂଲା ଆପଣାଇ ଲକ୍ଷ ଲକ୍ଷ, କୋଟି କୋଟି ଟଙ୍କା ଲୁଟିନେଉଛନ୍ତି । ଅନେକ ଚୋର…