Browsing Category

ରାଜ୍ୟ

ଘର ଭିତରୁ ଉଦ୍ଧାର ହେଲା ମା’ ଓ ପୁଅଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ

ସମ୍ବଲପୁର: ଅଇଁଠାପାଲି ଥାନା ଅନ୍ତର୍ଗତ ଟାଙ୍ଗରପାଲି ଅଂଚଳରେ ଏକ ଘର ଭିତରୁ ମା' ଓ ପୁଅଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି। ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସେମାନେ ଆତ୍ମହତ୍ୟା କରିଥିବା…

‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପାଇଁ ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର

ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ…

ସକାଳୁ ସକାଳୁ ଆସିକାରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ମାଡ଼ିଯିବାରୁ ଚାଲିଗଲା ୨ କାଉଡ଼ିଆଙ୍କ ଜୀବନ

ଆସିକା: ଶ୍ରାବଣ ମାସ ସୋମବାରରେ ଆଜି ଶିବଙ୍କ ଉପରେ ପାଣି ଢ଼ାଳିବାକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ଶ୍ରଦ୍ଧାଳୁ କାଉଡ଼ିଆ । ଆସିକାରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟଣା ସାମ୍ନାକୁ ଆସିଛି । କାର୍…

ରାଜଧାନୀରେ କାୟା ବିସ୍ତାର କରୁଛି ଡେଙ୍ଗୁ, ଚିନ୍ତା ବଢ଼ାଉଛି ପ୍ରିୟଦର୍ଶିନୀ ମାର୍କେଟ

ଭୁବନେଶ୍ୱର: ରାଜଧାନୀରେ କାୟା ବିସ୍ତାର କରୁଛି ଡେଙ୍ଗୁ । ରାଜ୍ୟରେ ବର୍ତମାନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୩ଶହ ଟପିଲାଣି । ପ୍ରତିଦିନ ପ୍ରାୟ ୫ଶହ ସାମ୍ପୁଲ ଟେଷ୍ଟ କରାଯାଉଥିବା ବେଳେ ସେଥିରେ ପ୍ରାୟ ୫୦ଜଣ ପଜିଟିଭ…

ILS ବୈଜ୍ଞାନିକଙ୍କ ଗବେଷଣା: Breast Cancer ରୋଗୀ ବିନା ଅସ୍ତ୍ରୋପଚାରରେ ସୁସ୍ଥ ଲାଭ କରିବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ବ୍ରେଷ୍ଟ କ୍ୟାନସର ବା ସ୍ତନ କର୍କଟ ଏକ ଭୟଙ୍କର ରୋଗ । ଭାରତରେ ୧୪ ପ୍ରତିଶତ ମହିଳାମାନେ ଏହି ରୋଗର ଶିକାର ହୋଇଥାନ୍ତି । ଦେଶର ଉଭୟ ଗ୍ରାମୀଣ ଓ ସହରାଞ୍ଚଳରେ ସ୍ତନ…

ଲୁଣାପାଣିର କୁମ୍ଭୀର କାହିଁକ ହୋଇଛି ମଧୁରଜଳ ମୁହାଁ, ଜାଣନ୍ତୁ ଏହାର କାରଣ…

ଓଡିଶା ଭାସ୍କର; ଏବେ କେନ୍ଦାପଡା଼, ଯାଜପୁର କିମ୍ବା ଭଦ୍ରକରେ ନୁହେଁ ବରଂ ସବୁଆଡେ ଆତଙ୍କ ଖେଳାଉଛି ମଣିଷଖିଆ କୁମ୍ଭୀର । ପାଣି ଭିତରୁ ଉପରକୁ ଉଠି ଆସି ଯେଉଁଠି ଦେଖୁଛି ସେଇଠି ଭିଡି ନେଉଛି ନିରୀହ ମଣିଷଜୀବନ । ପାଣି…

ହରିୟାଣାରୁ ଓଡିଶା ଆସି ଟେକ୍ନିକାଲ ଆସିଷ୍ଟାଣ୍ଟ ନିଯୁକ୍ତି ପରୀକ୍ଷା ଦେଉଥିଲେ ନକଲି ପରୀକ୍ଷାର୍ଥୀ

ରାଉରକେଲା; ଟେକ୍ନିକାଲ ଆସିଷ୍ଟାଣ୍ଟ ନିଯୁକ୍ତି ପରୀକ୍ଷା ଦେଉଥିଲେ ନକଲି ପରୀକ୍ଷାର୍ଥୀ । ପୋଲିସ ହାତରେ ଧରାପଡ଼ିବା ପରେ ସେମାନଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ, ଜାତୀୟ ବୈଷୟିକ ପ୍ରତିଷ୍ଠାନ…

ଓଡ଼ିଶାର ଇଞ୍ଜିନିୟର ଉଦ୍ଭାବନ କଲେ ‘ସ୍ମାର୍ଟ ଗମଲା’: ମାଟି ଶୁଖିଗଲେ ଗଛ ମୂଳେ ଅଟୋମେଟିକ୍ ପାଣି ଦେବ ମେଶିନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ଲୋକ ନିଜର ବାଡ଼ି ବଗିଚାରେ, ଛାତ ଉପରେ ଫୁଲ, ଫଳ ଗଛ ଲଗାଇବାକୁ ପସନ୍ଦ କରିଥାନ୍ତି । ସାଧାରଣ ଭାବେ ଉଦ୍ୟାନରେ ଗଛକୁ ବଞ୍ଚାଇବା ପାଇଁ ସବୁଠାରୁ ମୁଖ୍ୟ ଆବଶ୍ୟକତା ହେଉଛି ପାଣି ।…

୮ ଗୋରୁଙ୍କ ଉପରେ ଚଢ଼ିଗଲା ଗାଡ଼ି, ରଜପଥ ଅବରୋଧ କଲେ ଲୋକେ

କୋଇଡ଼ା: ୫୨୦ ନମ୍ବର ଜାତୀୟ ରାଜପଥରେ ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି । ଏଥିରେ ୮ ଗୋରୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଗୋରୁମାନଙ୍କ ମୃତ୍ୟୁକୁ ନେଇ ଘଟଣ।।ସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଏନେଇ ଲୋକେ…

(Video) ‘ଅଳ୍ପ ସମୟରେ ଖେଳ ଖତମ୍ ହେଇଯିବ’… ଅନୁଭବ ମହାନ୍ତିଙ୍କ Tweetକୁ ନେଇ ଏବେ ଚର୍ଚ୍ଚା

ଭୁବନେଶ୍ୱର: ମରିବା ପାଇଁ ଅଳ୍ପ ସମୟର ଆବଶ୍ୟକତା ପଡ଼େ । ଅଳ୍ପ ସମୟରେ ଖେଳ ଖତମ ବି ହୋଇଯିବ । ହେଲେ ସେହି ଅଳ୍ପ ସମୟରେ ଅଧିକ ସାହସ ଦରକାର । ଯାହା ପାଖରେ ସାହାସ ନଥାଏ ସେ କେବେ ହେଲେ ମରିପାରିବ ନାହିଁ । ଆଉ ମରିଗଲା…