
Browsing Category
ରାଜ୍ୟ
ଏଥର ପୂଜାରେ ପଡ଼ିବନି ମୀନା ବଜାର, ରାସ୍ତାରେ ଲାଗିବନି ତୋରଣ; ପେଣ୍ଡାଲ ପାଖରୁ ହଟିବେ ବୁଲା କୁକୁର
ଭୁବନେଶ୍ୱର: ପୂଜା ମେଲୋଡିରେ ଅଶ୍ଲୀଳ ନୃତ୍ୟକୁ ନା । ପୂଜା ପାଇଁ ବିଏମସି ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।
ପୂଜାବେଳେ ପାର୍କିଂକୁ ଦିଆଗଲା ଗୁରୁତ୍ୱ । ପାର୍କିଂ ନ ଥିଲେ ପଡ଼ି ପାରିବନି…
ପ୍ରଧାନମନ୍ତ୍ରୀ ଦେବେ ବଡ଼ ଉପହାର, ଜନ୍ମଦିନରେ ୫୦ ହଜାର ଲୋକଙ୍କୁ ମିଳିବ ଘର
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନରେ ମିଳିବ ଘର। ୫୦ ହଜାର ଲୋକଙ୍କୁୁ ବଣ୍ଟାଯିବ ଅନ୍ତ୍ୟୋଦୟ ଘର। ସୂଚନା ଦେଲେ ପଞ୍ଚାୟତ ମନ୍ତ୍ରୀ ରବିନାରାୟଣ ନାୟକ।
ମୋଦୀଙ୍କ ଜନ୍ମଦିନରେ ଅନ୍ତ୍ୟୋଦୟ…
ଇନଫୋସିଟି ସୁଭଦ୍ରା ଆପାର୍ଟମେଣ୍ଟରେ ଆସାମ ପୋଲିସର ରେଡ୍, ଲୁଚି ବସିଛି ମୋଷ୍ଟ ୱାଣ୍ଟେଡ୍
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମୋଷ୍ଟ ୱାଣ୍ଟେଡକୁ ଧରିବାକୁ ଆସାମ ପୋଲିସର ରେଡ୍ ।
ଭୁବନେଶ୍ୱରରେ ମୋଷ୍ଟ ୱାଣ୍ଟେଡ୍ ଆତ୍ମଗୋପନ କରିଥିବା ସୂଚନା ପାଇବା ପରେ ଏହି ରେଡ୍ କରାଯାଇଥିବା ଜଣାପଡ଼ିଛି ।
କମିଶନରେଟ୍…
କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଖୁସି ଖବର, ପତ୍ର ଉପରେ GST ୫%କୁ ହ୍ରାସ
ନୂଆଦିଲ୍ଲୀ: ଜିଏସଟି ସ୍ଲାବକୁ ନେଇ ମୋଦି ସରକାରଙ୍କ ନିଷ୍ପତ୍ତି ଉନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରେସମିଟ୍ । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଏ ନେଇ ପ୍ରେସ ମିଟ କରିଛନ୍ତି ।
କେନ୍ଦୁପତ୍ର ଉପରେ ଜିଏସଟି ୫%କୁ…
ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଅଭିଜିତ ମଜୁମଦାର, ସ୍ୱାସ୍ଥ୍ୟାବସ୍ଥା ଗୁରୁତର ପରେ ଏମ୍ସରେ ଭର୍ତ୍ତି
ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର ହେଲେ ଓଲିଉଡ୍ ସଇଙ୍ଗର ଅଭିଜିତ୍ ମଜୁମଦାର । ଅଭିଜିତଙ୍କ ସ୍ୱାସ୍ତ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ୍ସ ସ୍ଥାନାନ୍ତର କରାଯାଇଛି ।
କଟକର ଏକ ଘରୋଇ ହସ୍ପିଟାଲରେ…
ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମନୀତି: ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବାମନଜନ୍ମ ନୀତି। ଭାଦ୍ରବ ଶୁକ୍ଳ ଦ୍ବାଦଶୀ ତିଥିରେ ବାମନଜନ୍ମ ନୀତି ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆଜି ନୂଆପଇତା ଲାଗି କରାଯାଇଥାଏ । ଏହି ନୀତି ପାଇଁ…
ବେଦାନ୍ତ ଲାଞ୍ଜିଗଡ଼ ଏହାର ମାସିକ ମେଗା ସ୍ୱାସ୍ଥ୍ୟଶିବିର ମାଧ୍ୟମରେ କଳାହାଣ୍ଡିରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ବିସ୍ତାର କରିଛି
ଲାଞ୍ଜିଗଡ଼: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଲାଞ୍ଜିଗଡ଼ରେ ଏହାର ସିଏସଆର ସ୍ୱାସ୍ଥ୍ୟସେବା ପଦକ୍ଷେପ ପ୍ରକଳ୍ପ ଆରୋଗ୍ୟ ଅଂଶ ଭାବରେ ସମ୍ପ୍ରତି ଲାଞ୍ଜିଗଡ଼ ବ୍ଲକର ୧୩ଟି ଗ୍ରାମକୁ କଭର କରି…
ରାମ୍ ନାମ୍ ସତ୍ୟ ହୈ, ଜୀଅନ୍ତା ଝିଅର ଅନ୍ତିମ ସଂସ୍କାର କରି ଚିତା ଜଳାଇଲା ବାପା
ଗଞ୍ଜାମ: ସାମ୍ନାକୁ ଆସିଲା ଛାତି ଥରାଇ ଦେବା ଭଳି ଘଟଣା। ପ୍ରେମ ପାଇଁ ଝିଅକୁ ଜିଅନ୍ତା ଜାଳିଦେଲା ବାପା। ଯଦିଓ ଝିଅ ଦେହରେ ନିଆଁ ଲଗାଇ ଜାଳିଦିଆଯାଇନି କିନ୍ତୁ ଘଟଣା ଏପରି ରଚାଯାଇଛି ଯେପରି ଝିଅର ମୃତ୍ୟୁ ହୋଇଛି।…
ଉତ୍କଳ ହସ୍ପିଟାଲରେ Deep Brain Stimulation (DBS) ସର୍ଜରୀ ସଫଳତାର ସହ ସଂପନ୍ନ
ଭୁବନେଶ୍ୱର: ଉତ୍କଳ ହସ୍ପିଟାଲ ଏକ ଐତିହାସିକ ସଫଳତା ହାସଲ କରିଛି। ପାର୍କିନସନ୍ରୋଗ ପାଇଁ Deep Brain Stimulation (DBS) ସର୍ଜରୀ ସଫଳତାର ସହିତ ସମ୍ପନ୍ନ ହୋଇଛି।
ଏହାସହ ଏହି ସର୍ଜରୀ ଓଡ଼ିଶାର ପ୍ରଥମ…
ପାଣିପାଗ ବିଭାଗ ଦେଲା ସତର୍କ ସୂଚନା, ୪୮ ଘଣ୍ଟା ଯାଏଁ ନିସ୍ତାର ନାହିଁ, ପ୍ରବଳ ବର୍ଷିବ, ୬ ତାରିଖ ଯାଏଁ ଲାଗି ରହିବ ବର୍ଷା
ଭୁବନେଶ୍ୱର: ଉତ୍ତର-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ମିଆଁମାର୍ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସେପ୍ଟେମ୍ୱର ୨ ତାରିଖ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଯାଇଛି।…