Browsing Category

ରାଜ୍ୟ

କେବେ ପଡୁଛି କାଳଷ୍ଟମୀ? କେମିତି କାଳ ଭୈରବଙ୍କୁ କରିବେ ପ୍ରସନ୍ନ; ଜାଣନ୍ତୁ ନିୟମ…

ଓଡିଶା ଭାସ୍କର: କେବେ ପଡୁଛି କାଳଷ୍ଟମୀ ? ସେନେଇ ଲୋକଙ୍କ ମଧ୍ୟରେ ଥିବା ଦ୍ବନ୍ଦର ହୋଇଛି ଅନ୍ତ । ଆଷାଢ଼ ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ କାଳଷ୍ଟମୀର ଉପବାସ ପୂଜା ହେବ। ଜୁନ୍ 18 ନା 19 ରେ ଉପବାସ ରଖିବା ସେ…

ମେଘାଳୟ ଘଟଣାର ପୁନରାବୃତ୍ତି, ସ୍ୱାମୀକୁ ମାରିବାକୁ ନୂଆ ପ୍ଲାନ

ରାଞ୍ଚି: ମେଘାଳୟ ଘଟଣାର ପରି ଆଉ ଏକ ଘଟଣା। ଏହି ଘଟଣା ଦେଖିବାକୁ ମିଳିଛି ରାଞ୍ଚିରେ। ଜଣେ 22 ବର୍ଷୀୟା ମହିଳାଙ୍କୁ ବିବାହର ମାତ୍ର 36 ଦିନ ପରେ, ତାଙ୍କ ସ୍ୱାମୀଙ୍କୁ ବିଷ ଦେବା ଅଭିଯୋଗରେ ଗିରଫ କରାଯାଇଛି।…

ବୈଠକ ପରେ ସ୍ବାସ୍ଥ୍ୟ ସଚିବଙ୍କ ପ୍ରତିକ୍ରିୟା; 5 ନୁହେଁ, ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ମଙ୍ଗଳବାର ଡାଇରିଆକୁ ନେଇ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ବୈଠକ ପରେ ସ୍ବାସ୍ଥ୍ୟ ସଚିବଙ୍କ ପ୍ରତିକ୍ରିୟା । 5 ନୁହେଁ, ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ । 5 ଜିଲ୍ଲାରୁ ନୂଆ 300 କେଶ୍ ଚିହ୍ନଟ…

ଏଣିକି ବ୍ଲକ୍ ଚକ୍କର କାଟିବାକୁ ପଡ଼ିବନି, ପ୍ରତି ପଞ୍ଚାୟତରେ ତହସିଲ୍

ଭୁବନେଶ୍ୱର: ପ୍ରତି ପଞ୍ଚାୟତରେ ତହସିଲ ଖୋଲିବ । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ମାସରେ ୨ ଥର ପଞ୍ଜାୟତକୁ ଯିବେ ରାଜସ୍ୱ ଅଧିକାରୀ । ତହସିଲଦାର, ଅତିରିକ୍ତ ତ÷ସିଲଦାର ପଞ୍ଚାୟତକୁ ଯିବେ…

ଭୁବନେଶ୍ୱର ୟୁନିଟ-୨ରେ ନିର୍ମାଣ ହେବ ୧,୫୦୦ ସରକାରୀ କ୍ୱାର୍ଟର୍ସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ୟୁନିଟ୍-୨ରେ ନିର୍ମାଣ ହେବ ୧୫ ଶହ କ୍ୱାର୍ଟର୍ସ । ଏ ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଶ୍ୱୀରାଜ ହରିଚନ୍ଦାନ । ୟୁନିଟ-୨ରେଥିବା ସରକାରୀ କ୍ୱାର୍ଟର୍ସ ବିପଦ ଶଙ୍କୁଳ ଅବସ୍ଥାରେ…

ସ୍କୁଲ ଖୋଲାଯିବାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ଗଣଶିକ୍ଷା ମନ୍ତ୍ରୀ, ଏହି ଦିନ ଖୋଲିବ ବିଦ୍ୟାଳୟ

ଭୁବନେଶ୍ୱର: ରଜ ପରେ ସ୍କୁଲ ଖୋଲିବାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା। କେଉଁ ଦିନ ଖୋଲାଯିବ ସ୍କୁଲ ଏବଂ ପିଲା ସ୍ୱାଭାବିକ ଭାବେ ପାଠ ପଢିପାରିବେ ବିଦ୍ୟାଳୟରେ ତାହା ଧାର୍ଯ୍ୟ ହୋଇପାରୁ ନଥିଲା। ତେବେ ଏହି ଦ୍ୱନ୍ଦ୍ୱକୁ…

ଆରମ୍ଭ ହେଲା ‘stop-Diarrhea’ ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ ଏହି ଅଭିଯାନ

ଢେଙ୍କାନାଳ: ଢେଙ୍କାନାଳରେ ଆରମ୍ଭ ହେଲା ଷ୍ଟପ୍ ଡାଇରିଆ ଅଭିଯାନ । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ଅଭିଯାନର କରିଛନ୍ତି ଶୁଭାରମ୍ଭ । ଜିଲ୍ଲାରେ ୧୦ ଦିନ ହେବ ଡାଇରିଆରେ ଲୋକ ଆକ୍ରାନ୍ତ ହେବାରେ…

ଇ-କୋଲାଇ ବ୍ୟାକ୍ଟେରିଆ ଯୋଗୁ ବ୍ୟାପୁଛି ଝାଡ଼ା-ବାନ୍ତି

ଭୁବନେଶ୍ୱର: ରାଜ୍ୟରେ ହଇଜା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛନ୍ତି । ରାଜ୍ୟରେ ବ୍ୟାପୁଥିବା ହଇଜା ପଛରେ ଇ-କୋଲାଇ ବ୍ୟାକ୍ଟେରିଆ ଥିବା କୁହାଯାଉଛି । ସାମ୍ନାକୁ ଆସିଲା ହଇଜା ପଛର ସତ । ହଇଜା ପଛରେ ଇ-କୋଲାଇ…

ଚଣ୍ଡିଖୋଲ ହୋଟେଲରେ ତନାଘନା, ଯାଜପୁରରେ ପୁଣି ପହଞ୍ଚିଲା କେନ୍ଦ୍ରୀୟ ଟିମ୍

ଯାଜପୁର: ଚଣ୍ଡିଖୋଲର ଏକାଧିକ ହୋଟେଲରେ ଚଢ଼ାଉ କରିଛି ଟିମ୍ । ତହସିଲଦାରଙ୍କ ନେତୃତ୍ୱରେ ହୋଟେଲରେ ଚଢ଼ାଉ ହୋଇଥିବା ସୂଚନା । ପରିସ୍କାର ପରିଚ୍ଛନତା ସହ ଖାଦ୍ୟରମାନ ନେଇ ଚାଲିଛି ଯାଞ୍ଚ । ଡାଇରିଆ ସଂକ୍ରମଣ ବଢ଼ିବା…

ଏଣିକି ଅନଲାଇନରେ ବୁକ୍ ହେବ ଅମ୍ବୁଲାନ୍ସ, ପରିବହନ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ଏଣିକି ଅନଲାଇନରେ ବୁକ୍ ହେବ ଅମ୍ବୁଲାନ୍ସ। ଏ ନେଇ ସୂଚନା ଜାରି କରିଛନ୍ତି ପରିବହନମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସୂଚନା। ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ସେ କହିଛନ୍ତି ଯେ, ଓଡ଼ିଶା…