Browsing Category

ରାଜ୍ୟ

କମ୍ ଦାମରେ ମିଳିବ ରହିବାଯୋଗ୍ୟ ଘର, ମୁଖ୍ୟମନ୍ତ୍ରୀ କରୁଛନ୍ତି ଅନୁଧ୍ୟାନ

ଭୁବନେଶ୍ୱର: ସୁଲଭ ମୂଲ୍ୟରେ ମିଳିବ ଘର । ସୁଲଭ ଦାମରେ ଘର ଦେବ ହାଉସିଂବୋର୍ଡ । ଏ ନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଲୋକେ ଚାହାନ୍ତି ସ୍ମାର୍ଟ ସିଟିରେ ରହିବେ, ସବୁ…

ମୌସୁମୀ ପହଁଞ୍ଚୁ ପହଁଞ୍ଚୁ ୱାର୍ଣ୍ଣିଂ ଜାରି, ଏହି ୫ ଜିଲ୍ଲାରେ ପ୍ରବଳ ଛେଚିବ

ଭୁବନେଶ୍ୱର: ଆଗାମୀ ୩ ଘଣ୍ଟା ପାଇଁ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । କଟକ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଢେଙ୍କାନାଳରେ ପ୍ରବଳ ବର୍ଷା ସମ୍ଭାବନା । ଏ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି…

ଆକଳନର 8 ଦିନ ପୂର୍ବରୁ କେରଳ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ: କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆକଳନର 8 ଦିନ ପୂର୍ବରୁ ଛୁଇଁଲା ମୌସୁମୀ । ଏନେଇ କେରଳର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି । ଜୁନ୍ 1 ରେ ଛୁଇଁବା ନେଇ ଆକଳନ କରିଥିଲା ଭାରତୀୟ…

ମୃତ ଫରେଷ୍ଟ ଗାର୍ଡଙ୍କ ପରିବାରକୁ ମିଳିବ ୩୦ ଲକ୍ଷ ସହାୟତା, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶିକାରୀ ଗୁଳିରେ ମୃତ ଫରେଷ୍ଟ ଗାର୍ଡଙ୍କ ପରିବାରକୁ ସହାୟତା ଘୋଷଣା କଲେ ମୋହନ ସରକାର । ୩୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଘଟଣାସ୍ଥଳକୁ ଯାଇ ଅଦିକ ତଦନ୍ତ କରିବାକୁ ପିସିସିଏଫକୁ…

୨ ଘଣ୍ଟା ପର୍ଯ୍ୟନ୍ତ ଘରୁ ବାହାରନ୍ତୁ ନାହିଁ, ଚାରିଆଡ଼ ଘୋଟିଗଲାଣି କଳା ବାଦଲ

ଭୁବନେଶ୍ୱର: ଟ୍ୱିନସିଟିରେ କାଳବୈଶାଖୀ ବର୍ଷା । ୨ ଘଣ୍ଟା ପାଇଁ ଆଲର୍ଟ ଜାରି କଲା ପାଣିପାଗ ବିଭାଗ । କିଛି କିଛି ସ୍ଥାନରେସକାଳୁ ବର୍ଷା ଆରମ୍ଭ ହୋଇଯାଇଛି । ଘଡଘଡି ସାଙ୍ଗକୁ ବର୍ଷା ହୋଇସାରିଛି । ବର୍ଷା ଯୋଗୁ…

ସମୟ ପୂର୍ବରୁ ମୌସୁମୀର ଏଣ୍ଟ୍ରି, ଆଗାମୀ 24 ଘଣ୍ଟାରେ ଛୁଇଁବ କେରଳ

ନୂଆଦିଲ୍ଲୀ: ଏଥର ଆଗୁଆ ଆଶୁଛି ମୌସୁମୀ । ଆଗାମୀ 24 ଘଣ୍ଟା ମଧ୍ୟରେ ମୌସୁମୀ କେରଳ ଛୁଇଁବ । ଏନେଇ କେରଳର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପାଇଁ ପାଣିପାଗ…

ଆରମ୍ଭ ହେଲା ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ ବୈଠକ

ନୂଆଦିଲ୍ଲୀ: ଆରମ୍ଭ ହେଲା ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ ବୈଠକ । ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ବୈଠକ । ଏହି ବୈଠକରେ ସାମିଲ ହୋଇଛନ୍ତି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ…

ମାଓ ସଂଗଠନକୁ ବଡ଼ ଝଟକା, ଆତ୍ମସମର୍ପଣ କଲେ 24 ମାଓବାଦୀ

ମାଲକାନଗିରି : ମାଓ ସଂଗଠନକୁ ବଡ଼ ଝଟକା। ଛତିଶଗଡ଼ ବିଜାପୁର ଏସପିଙ୍କ ନିକଟରେ 24 ମାଓବାଦୀଙ୍କ ଆତ୍ମସମର୍ପଣ । PLGA ଡେପୁଟି କମାଣ୍ଡରଙ୍କ ସମେତ 24 ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା…

କଣ୍ଟେନରକୁ ପଛରୁ ପିଟିଲା ଆମ୍ବୁଲାନ୍ସ , ଜଣେ ମୃତ

ଯାଜପୁର: କଣ୍ଟେନରକୁ ପଛରୁ ପିଟିଲା ଆମ୍ବୁଲାନ୍ସ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ ଆମ୍ବୁଲାନ୍ସ ହେଲପରଙ୍କ ମୃତ୍ୟୁ ହୋଇଛି ଏବଂ ଫାର୍ମାସିଷ୍ଟଙ୍କ ସମେତ ଦୁଇ ଜଣ ଆହତ ହୋଇଛନ୍ତି ।…

ଲାଞ୍ଚ ନେଇ ଧରାପଡ଼ିଲେ ଉଲ୍ଲେଖନୀୟ ସେବା ପାଇଁ ସମ୍ବର୍ଦ୍ଧିତ ASI

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ ଓ ହୋମ ଗାର୍ଡ । ବାଙ୍କୋଇ ଫାଣ୍ଡି ଏଏସ୍ଆଇ ତୁଷାର ନାୟକ ଓ ହୋମଗାର୍ଡ ପି.କେ ସୁନ୍ଦରାୟ । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ । କେସ୍ ଡାଏରୀରୁ…