
Browsing Category
ରାଜ୍ୟ
କର୍ମଚାରୀଙ୍କର ବସ୍ ଙ୍କୁ ଜବାବ, ଆପଣ ତ ଠିକ୍ ସମୟରେ ଅଫିସ୍ ଆସୁନାହାନ୍ତି ମୁଁ କାହିଁକି ଆସିବି
ଜୟପୁର:ସରକାରୀ ବିଭାଗର ତଳସ୍ତରର କର୍ମଚାରୀଙ୍କୁ ଯଦି ବଡ ଅଫିସର କାରଣ ଦର୍ଶାଅ ନୋଟିସ୍ ଦିଅନ୍ତି ତେବେ କର୍ମଚାରୀଙ୍କୁ ଏହାର ଜବାବ ରଖିବା ଭାରି ପଡିଯାଏ । କିନ୍ତୁ ଜୟପୁର ଡିସକମ୍ କୋଟାରେ ଏହାର ଓଲଟା ଘଟଣା ସମାନାକୁ…
ସିମ କାର୍ଡକୁ ନେଇ ସରକାର ଆଣିଲେ ନୂଆ ନିୟମ : ଠକେଇରୁ ବଞ୍ଚିବା ପାଇଁ ପ୍ରସ୍ତୁତ ହେଉଛି ପ୍ଲାନ
ନୂଆଦିଲ୍ଲୀ : ଅନଲାଇନ ଠକେଇ ସାରା ଦେଶରେ ଏକ ବଡ଼ ସମସ୍ୟା ହୋଇଗଲାଣି । ଏଭଳି ଅନଲାଇନ ଫ୍ରଡରେ ସିମକୁ ଅଧିକ ବ୍ୟବହାର କରାଯାଏ । ଅଧିକ ଫ୍ରଡ କରୁଥିବା ଲୋକ ପ୍ରତ୍ୟେକ ଥର ନୂଆ ନୂଆ ସିମ ବ୍ୟବହାର କରୁଛନ୍ତି । ଏହି କାରଣ…
Video : ଭୁବନେଶ୍ୱରରୁ ବାଲେଶ୍ୱର ଯାତାୟତ ହେଲା ବାଧାପ୍ରାପ୍ତ, ୧୦ ଫୁଟ ତଳକୁ ଭୁଶୁଡିଲା ବ୍ରିଜ
ଯାଜପୁର : NH-୧୬ରେ ଭୁଶୁଡିଲା ବ୍ରିଜ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନିକଟରେ ଘଟିଥିଲା ଏଭଳି ଅଘଟଣ । ବ୍ରିଜ୍ ଭୁଶୁଡିବା ଯୋଗୁ ଜାତୀୟ ରାଜପଥରେ ଗାଡି ଚଳାଚଳରେ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ଶହ…
ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର: ଉତ୍ତର ଓଡ଼ିଶା ପାଶ୍ୱର୍ବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ ଓ ଝାଡ଼ଖଣ୍ଡ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇଛି । ତେବେ ଘୂର୍ଣ୍ଣିବଳୟ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ…
ଆଜି ୪୦୬ଜଣଙ୍କୁ ନୂଆ ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟର ଲୋକସେବା ଭବନସ୍ଥିତ କନ୍ଭେନ୍ସନ ସେଣ୍ଟର ଠାରେ ଆଜି ଅପରାହ୍ଣରେ ଅନୁଷ୍ଠିତ ହେବାକୁ ଥିବା ନିଯୁକ୍ତି ପର୍ବ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ । କୃଷି…
ନୀତି ଆୟୋଗ ରିପୋର୍ଟ: ଓଡ଼ିଶାରେ କମିଛି ଦାରିଦ୍ର୍ୟ
ନୂଆଦିଲ୍ଲୀ : ମୋଦୀ ସରକାରଙ୍କ ୫ ବର୍ଷ ଶାସନ ଭିତରେ ଭାରତର ୧୩.୫ କୋଟି ଲୋକ ଗରିବ ସୀମାରେଖାରୁ ବାହାରି ପାରିଛନ୍ତି । ସୋମବାର ନୀତି ଆୟୋଗ ଜାରି କରିଥିବା ଏକ ରିପୋର୍ଟରେ ଏହି ତଥ୍ୟ ପ୍ରଦାନ କରାଯାଇଛି । ଏଥିରେ…
ମହଙ୍ଗା ମାଡରେ ଖାଉଟି ଅତିଷ୍ଠ: ପରିବା ପରେ ବଢ଼ୁଛି ଡାଲି, ଚାଉଳ ଦର
ଭୁବନେଶ୍ୱର: ମହଙ୍ଗା ମାଡକୁ ନେଇ ଅତିଷ୍ଠ ହୋଇ ପଡିଲେଣି ଖାଉଟିମାନେ । ଅତ୍ୟାବଶ୍ୟକ ସାମଗ୍ରୀସହ ପନିପରିବା ଦର ଆକାଶଛୁଆଁ ହୋଇଥିବାରୁ ଖାଉଟିମାନଙ୍କ ମୁଣ୍ଡରେ ଚଡକ ପଡିଛି । ଗତ ଦୁଇ ମାସରୁ ଉଦ୍ଧ୍ୱର୍ ହେବ ପନିପରିବା ଦର…
ପୁଣି ଓଡ଼ିଶାର ସଫଳତାକୁ ସ୍ୱୀକୃତି : ରାଜ୍ୟ କୃଷି ବିପଣନ ବୋର୍ଡକୁ ସ୍କଚ୍ ପୁରସ୍କାର
ଭୁବନେଶ୍ୱର: ପୁଣି ଥରେ ଓଡ଼ିଶାର ସଫଳତାକୁ ସ୍ୱୀକୃତି ମିଳିଛି । ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡକୁ ସ୍କଚ ପୁରସ୍କାର ପ୍ରାପ୍ତ ହୋଇଛି । କୃଷିରେ ରୌପ୍ୟ ବର୍ଗରେ ଇ-ନାମ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି ।…
୭୯ ଜଣ BJD ନେତାଙ୍କୁ ନିଯୁକ୍ତି ଦେଲେ ସୁପ୍ରିମୋ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ନିର୍ବାଚନ ପାଇଁ ଶାସକ ବିଜେଡି ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛି । ଏହି କ୍ରମରେ ଦଳ ବିଭିନ୍ନ ଜିଲ୍ଲାରେ ତା’ର ସଂଗଠନକୁ ପୁନର୍ଗଠନ କରୁଛି । ନିକଟରେ ଦଳ କିଛି ଜିଲ୍ଲାରେ…
NITI Aayog Report: ପାଞ୍ଚ ବର୍ଷ ମଧ୍ୟରେ ଗରିବୀ ସୀମା ରେଖାରୁ ହଟିଛନ୍ତି ୧୩.୫ କୋଟି ଲୋକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ ପ୍ରଥମ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହା ମଧ୍ୟରେ ମୋଦୀ ସରକାରର ୯ ବର୍ଷର ଶାସନ ପୂରିଗଲାଣି । ମୋଦୀ ସରକାରଙ୍କ ଅବସରରେ…