Browsing Category

ରାଜ୍ୟ

ଏତେ ରାଗ.. ମାଙ୍କଡକୁ ଗୁଳି କରି ମାରିଦେଲେ ବ୍ୟକ୍ତି, ଗ୍ରାମବାସୀଙ୍କ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର: ମଣିଷ ବି ଏତେ ନିଷ୍ଠୁର ବେଳେବେଳେ ଏଭଳି ଭାବିବା ପାଇଁ ବାଧ୍ୟ କରୁଛି । କିଛି ଘଟଣା ମନକୁ ଆନ୍ଦୋଳିତ କରିଥାଏ । ଫସଲ ନଷ୍ଟ କରିବାକୁ ମାଙ୍କଡକୁ ଗୁଳି ମାରିଥିବା ଅଭିଯୋଗ ହୋଇଛି । କଟକ ସାଲେପୁର…

(Video) ନାବାଳକକୁ କଳକୀ ଅବତାର କହି ପୂଜା କରିବା ପ୍ରସଙ୍ଗ, ମାମଲା ରୁଜୁ କଲା ଶିଶୁ ଆୟୋଗ

ଭୁବନେଶ୍ବର : ନାବାଳକକୁ କଳ୍ପୀ ଅବତାର କହି ପୂଜା କରିବା ପ୍ରସଙ୍ଗରେ ପୋଲିସର ଆକ୍ଟିଭ ମୋଡ । ଘଟଣାରେ ନିଜ ଆଡୁ ମାମଲା ରୁଜୁ କଲା ଶିଶୁ ଆୟୋଗ । ମାମଲା ରୁଜୁ କରିବା ସହିତ ଭରତପୁର ଥାନାକୁ ରିପୋର୍ଟ ତଲବ କରାଯାଇଛି ।…

ଟ୍ରାଫିକ୍ କନେଷ୍ଟବଳ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ, ଉତ୍ତ୍ୟକ୍ତ ପରୀକ୍ଷାର୍ଥୀ

ବାରିପଦା: ଟ୍ରାଫିକ କନେଷ୍ଟବଳ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ହୋଇଛି। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଆଣିଲେ ପରୀକ୍ଷାର୍ଥୀ। ପ୍ରଶ୍ନପତ୍ର ବଣ୍ଟାଯିବା ପୂର୍ବରୁ ହିଁ ସିଲ୍ କଟା ଯାଇଥିବା ଅଭିଯୋଗ ହୋଇଛି। ଏନେଇ…

ଭାରତକୁ ବଡ ସଫଳତା, ହାଇପରସୋନିକ ମିସାଇଲର ସଫଳ ପରୀକ୍ଷଣ

ଭୁବନେଶ୍ବର: ମିସାଇଲ ପରୀକ୍ଷଣରେ ବଡ ସଫଳତା । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଏହାର ଦୀର୍ଘ ଦୂରଗାମୀ ହାଇପରସୋନିକ୍ କ୍ଷେପଣାସ୍ତ୍ରକୁ ପରୀକ୍ଷଣ କରିଥିବା ବେଳେ ଏହା ସଫଳ ହୋଇଛି । ଓଡିଶା…

ଟ୍ରଫି ନେଇ ଫେରିଲେ ଚାମ୍ପିଅନ୍ ଓଡ଼ିଶା ଟିମ୍, ବିମାନବନ୍ଦରରେ ଭବ୍ୟ ସ୍ୱାଗତ

ଭୁବନେଶ୍ୱର: ଭୁବନେଶ୍ୱର ଫେରିଲେ ଜାତୀୟ ହକି ଚାମ୍ପିଅନ୍ ଓଡିଶା ଟିମ୍ । ବିମାନବନ୍ଦରରେ ଟିମର ଭବ୍ୟ ସ୍ୱାଗତ କରାଯାଇଛି । ଗତକାଲି ଜାତୀୟ ସିନିୟର ପୁରୁଷ ହକିରେ ଟିମ୍ ଚାମ୍ପିଅନ୍ ହୋଇଥିଲା । ଅଭିଜ୍ଞ ଖେଳାଳି…

Breaking: ବାଲିଯାତ୍ରାରେ ସିଏମସି ସ୍ୱାସ୍ଥ୍ୟ ଟିମ୍‌ର ଚଢ଼ାଉ

କଟକ: ଐତିହାସିକ ବାଲିଯାତ୍ରା ଆରମ୍ଭ ହୋଇସାରିଛି। ଲୋକମାନେ ଆନନ୍ଦ ଉଲ୍ଲାସର ସହ ବାଲିଯାତ୍ରା ବୁଲିବାକୁ ଯାଉଛନ୍ତି। କିନ୍ତୁ ଲୋକଙ୍କ ସ୍ୱାସ୍ଥ୍ୟକୁ ଜଗିଛି ସିଏମସି ସ୍ୱାସ୍ଥ୍ୟ ଟିମ୍‌। ବାସିଖାଦ୍ୟ ଖାଇ କିଏ ବି ଅସୁସ୍ଥ…

ଛାଡ଼ଖାଇରେ ବଡ଼ ଅଘଟଣ; ମାଛ ବେପାରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ପାରାଦୀପ: ସକାଳୁ ସକାଳୁ ଅଘଟଣ। ମାଛ ବେପାରୀଙ୍କ ଉପରେ ଚଢିଗଲା ଟ୍ରକ୍‌। କାର୍ତ୍ତିକ ମାସ ପରେ ଆଜି ଲୋକେ ଛାଡଖାଇ ପାଳନ କରୁଛନ୍ତି। ଶନିବାରରେ ବିଛା ସଂକ୍ରାନ୍ତି ପଡିଥିବାରୁ ଲୋକେ ଛାଡଖାଇରେ ଆମିଷ ଖାଇପାରିନଥିଲେ।…

ଆମିଷ ବଜାରରେ ଭିଡ଼ ପରିବା ଦୋକାନ ଫାଙ୍କା ! ବଢ଼ିଛି ଆମିଷ ଦର, ମାଛ-ମଟନର ଚାହିଦା ଅଧିକ

ଭୁବନେଶ୍ୱର: ଆଜି ଛାଡ଼ଖାଇ । ରବିବାର ସମସ୍ତେ ଛାଡ଼ଖାଇ ପାଳୁଛନ୍ତି । ଯାହାପାଇଁ ସକାଳୁ ଆମିଷ ବଜାରରେ ଭିଡ଼ ଦେଖିବାକୁ ମିଳିଛି । ଭୁବନେଶ୍ୱର ୟୁନିଟ-୪ ମାର୍କେଟ ଠାରୁ ଆରମ୍ଭ କରି ପ୍ରତ୍ୟେକ ଆମିଷ ହାଟ ବଜାରରେ…