Browsing Category

ରାଜ୍ୟ

ଓଡ଼ିଆ ଭାଷାରେ ପ୍ରକାଶ ପାଇଲା ସୁପ୍ରିମକୋର୍ଟଙ୍କ ରାୟ: ରାଜ୍ୟ ହାଇକୋର୍ଟ ପୋର୍ଟାଲରେ କରାଗଲା ଅପଲୋଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ ଭାଷା ସମେତ ବିଭିନ୍ନ ଆଞ୍ଚଳିକ ଭାଷାରେ ଦେଶର ସର୍ବୋଚ୍ଚ ଅଦାଲତତୟଗ୍ଦ ରାୟ ଆସିବ ବୋଲି ପୂର୍ବରୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ଘୋଷଣା କରିଥିଲେ । ତେବେ…

ସିବିଆଇ ନିର୍ଦ୍ଦେଶକ ପଦ ଗ୍ରହଣ କଲେ ପ୍ରବୀଣ ସୁଦ, କାର୍ଯ୍ୟକାଳ ୨ ବର୍ଷ

ନୂଆଦିଲ୍ଲୀ : ୧୯୮୬ ବ୍ୟାଚ୍ ର ବରିଷ୍ଠ ଆଇପିଏସ୍ ଅଧିକାରୀ ପ୍ରବୀଣ ସୁଦ ଗୁରୁବାର ଦିନ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ର ମହାନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଏହି ପଦକୁ ଆସିବା ପୂର୍ବରୁ…

ଆଜୀବନ ସଜା କାଟୁଥିବା କଏଦୀ ଜେଲରୁ ମୁକୁଳିବେ : ରାଜ୍ୟ ସରକାରଙ୍କ ଅନୁମୋଦନ

ଭୁବନେଶ୍ୱର : ଜେଲରେ ସଜା କାଟୁଥିବା କଏଦୀମାନଙ୍କୁ ମୁକ୍ତ କରିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି । ସେଥିପାଇଁ ମୋଟ ୮ ଜଣଙ୍କ ନାଁକୁ ଅନୁମତି ମିଳିଛି । ସେମାନେ ମଧ୍ୟରୁ ବଲାଙ୍ଗିର ଜେଲରେ ଥିବା ୩ ଜଣ କଏଦୀ ଖଲାସ…

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ମାଗଣାରେ ମିଳିବ ୱାଇଫାଇ ସେବା, ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଏବଂ ମାହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ମିଳିବ ୱାଇଫାଇ । ଏହାସହ ଦିନକୁ ୧ଜିବି ଡାଟାର ମଧ୍ୟ ସୁବିଧା ପାଇବେ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।…

ଦୁଲୁକୁଛି ସମ୍ବଲପୁର, ଯାକଯମକରେ ପାଳନ ହେଉଛି ଶୀତଳଷଷ୍ଠୀ ଯାତ୍ରା

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ଶୀତଳଷଷ୍ଠୀର ଯାତ୍ରା ବହୁତ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଉଛି । ଶୀତଳଷଷ୍ଠୀର ପର୍ବ ପଶ୍ଚିମ ଓଡ଼ିଶାର ଏକ ମୁଖ୍ୟ ପରମ୍ପରା। ଏହି ଉତ୍ସବ ପାଇଁ ଲୋକ ମାନେ ସହରକୁ ଅତ୍ୟନ୍ତ ସୁନ୍ଦର…

ସାଂସଦ ନିରଞ୍ଜନ ବିଶିଙ୍କ ଗିରଫ ଦାବୀ କଲେ ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି

ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ-ଗାଈସିଲଟ ମୁଖ୍ୟ ରାସ୍ତାର ତମିଆଁ ସୁନାମୁଦି ଛକ ମଧ୍ୟରେ ଗତ ବୁଧବାର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ କାର୍ ଧକ୍କାରେ ଜଣେ ଯୁବକ ଟଙ୍କଧର ବିଶ୍ୱାଳଙ୍କ ମୃତ୍ୟୁ ଘଟିଥିଲା ।…

ସାମାନ୍ୟ ବଚସାରୁ ସ୍ତ୍ରୀର ମୁଣ୍ଡରୁ ଗଣ୍ଡି ଅଲଗା କଲା ସ୍ୱାମୀ: ଜମିରେ ପଡିଛି ଶରୀର, ଘର ଦାଣ୍ଡରେ କଟାମୁଣ୍ଡ

ଗଜପତି: ଜଣେ ବ୍ୟକ୍ତି କ୍ରୋଧରେ ଆସି କେତେ ନୃଶଂସ ହୋଇପାରେ ତାହାର ଏକ ଉଦାହରଣ ଆଜି ଦେଖିବାକୁ ମିଳିଛି ଗଜପତି ଜିଲ୍ଲା କାଶିନଗର ବ୍ଳକ ସାରା ଗାଁ ରେ। ସ୍ୱାମୀ ସ୍ତ୍ରୀ ମଧ୍ୟରେ ସାମାନ୍ୟ ବଚସାରୁ ସ୍ୱାମୀ ତା ସ୍ତ୍ରୀର…

ବାଣୀବିହାର ପରିସରରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଭୂବନେଶ୍ୱର: ଉତ୍କଳ ବିଶ୍ୱ ବିଦ୍ୟାଳୟ ପରିସରରୁ ଅଜଣା ମୃତଦେହ ଉଦ୍ଧାର ହୋଇଛି। ଝୁଲନ୍ତା ଅବସ୍ଥାରେ ମୃତଦହ ଜବତ ହୋଇଛି। ମୃତକଙ୍କ ଯୁବକଙ୍କ ନାମ ଉତ୍ତମ ନାୟକ(କାଳିଆ), ସେ ପିପିଲି ଦାଣ୍ଡମୁକୁନ୍ଦପୁର ବୋଲି ଜଣା ପଡିଛି।…

ଜାମିନବିହୀନ ଗିରଫ ପରୱାନା ଜାରି କରିବାବେଳେ ଅଦାଲତ ସତର୍କ ରହିବା ଆବଶ୍ୟକ: ହାଇକୋର୍ଟ

ଭୁବନେଶ୍ୱର: ଜାମିନବିହୀନ ଗିରଫ ପରୱାନା ଜାରି କରିବାବେଳେ ଅଦାଲତ ସତର୍କ ରହିବା ଆବଶ୍ୟକ ବୋଲି ହାଇକୋର୍ଟ କହିଛନ୍ତି । ଅଭିଯୁକ୍ତ ଜାଣିଶୁଣି ନ୍ୟାୟିକ ପ୍ରକ୍ରିୟାକୁ ଏଡ଼ାଇବାକୁ ଉଦ୍ୟମ କରିବା ନିଶ୍ଚିତ ହେବା ପରେ ଯାଇ…

୨୭ରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ, ନୀତି ଆୟୋଗ ବୈଠକରେ ଯୋଗ ଦେବେ

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରେ ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ଦିଲ୍ଲୀ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବୈଠକରେ ସେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାନେଇ ଦାବି ଦୋହରାଇବେ…