Browsing Category

ରାଜ୍ୟ

ଆଜି ବିବାହ ବାର୍ଷିକୀ ; ଅଫେରା ରାଇଜରେ ଦେବାଶିଷ୍‌… ଝୁରୁଛି ସଙ୍ଖା ସିନ୍ଦୁର

ଭୁବନେଶ୍ୱର : ମାଟି ମା ପାଇଁ ସଦୀଦ ହୋଇଛନ୍ତି ସ୍ୱାମୀ । ଚାଲି ଯାଇଛନ୍ତି ଅଫେରା ଦୁନିଆକୁ ଯେଉଁଠୁ କେବେ ଆଉ ଫେରିବେନି । ହେଲେ ଆଜି ପରା ବିବାହ ବାର୍ଷିକୀ , ଫେରିବନି କେମିତି । ଆଜକୁ ଠିକ୍ ବର୍ଷେ ତଳେ ସାତ ଜନ୍ମର…

ଭୁବନେଶ୍ୱରରେ ଆରମ୍ଭ ହେଲା ଜି-୨୦ ସମ୍ମିଳନୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ କଲେ ଉଦଘାଟନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଆଇଏମଏମଟି ପରିସରରେ ଜି-୨୦ ସମ୍ମିଳନୀର ଶୁଭାରମ୍ଭ ହୋଇଯାଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧମେନ୍ଦ୍ର ପ୍ରଧାନ ଏହାକୁ ଉଦଘାଟନ କରିଛନ୍ତି । ଜି-୨୦ 'ଶିକ୍ଷା ୱାର୍କିଂ ଗ୍ରୁପ'ର…

ବଜ୍ରାଘାତରେ ଜଳିଗଲା ୬ ବଖରା, ଘରକରଣା ଜିନିଷ ପୋଡି ପାଉଁଶ

ଭଦ୍ରକ: ଝଡବର୍ଷାରେ ବଜ୍ରାଘତ କାରଣରୁ ଘର ଜଳିଯାଇଥିବା କଥା ସାମ୍ନାକୁ ଆସିଛି । ଭଦ୍ରକ ଜିଲ୍ଲାର ଡିହିଡି ବ୍ଲକରେ ଏପରି ଏକ ପ୍ରାକୃତିକ ବିପର୍ଯ୍ୟୟ ଘଟଣା ଘଟିଛି । ଏଥିପାଇଁ ଅନେକଙ୍କ ମୂଲ୍ୟବାନ ଧନ ସଂପତ୍ତି ନଷ୍ଟ…

ଅକ୍ଷିମୁଠିରେ ଆରମ୍ଭ ହୁଏ ଚାଷ କାର୍ଯ୍ୟ, ରଥକାଠ ସ୍ପର୍ଶ କରିବ କୁରାଢି, ଓଡିଆ ଘରେ ଏମିତି ପାଳନ ହୁଏ ଅକ୍ଷୟ ତୃତୀୟା

ଭୁବନେଶ୍ୱର : ବୈଶାଖ ଶୁକ୍ଳ ତୃତୀୟା ଦିନକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ । ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନକୁ ଔପଚାରିକ ଭାବେ କୃଷକ ଦିବସ ଭାବେ ମଧ୍ୟ ଜଣାଯାଏ । କାରଣ କୃଷକ ଏହି ଦିନର ଅମୃତ ବେଳାରେ…

ସୋମବାର ରାଜ୍ୟ କ୍ୟାବିନେଟ୍, ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର

ଭୁବନେଶ୍ୱର: ଆସନ୍ତା ୨୪ ତାରିଖ ସୋମବାର ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ସନ୍ଧ୍ୟା ୫.୩୦ରେ ଅନୁଷ୍ଠିତ ହେବ । ଏହି ବୈଠକରେ କୃଷି,…

ପାଣିପାଗ ବିଭାଗର ସୂଚନା: ୨୭ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା

ଭୁବନେଶ୍ୱର : ଗତ କିଛିଦିନ ହେବ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନେଇ ରାଜ୍ୟବାସୀ ହନ୍ତସନ୍ତ ହେଉଥିବା ବେଳେ ଗତ ଦୁଇ ଦିନ ହେବ ସେଥିରୁ ତ୍ରାହି ମିଳିଛି । କାଳବୈଶାଖୀ ବର୍ଷା ଫଳରେ ପାରଦ ନିମ୍ନଗାମୀ ହୋଇଛି ।…

ଧନ୍ୟବାଦ ମୁଖ୍ୟମନ୍ତ୍ରୀ: ରାଜ୍ୟରେ ଗଠନ ହେବ ଡ୍ରାଇଭର କଲ୍ୟାଣ ବୋର୍ଡ, ଲୋକସେବା ଭବନ ବୈଠକରେ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଡ୍ରାଇଭର ଭାଇମାନଙ୍କ ପାଇଁ ଏକ ବଡ଼ ଖୁସି ଖବର । ଖୁବଶୀଘ୍ର ରାଜ୍ୟରେ ଗଠନ ହେବ ଡ୍ରାଇଭର କଲ୍ୟାଣ ବୋର୍ଡ । ତେବେ ଏହି ବୋର୍ଡରେ କେଉଁମାନେ ସଦସ୍ୟ ରହିବେ ସେନେଇ ରାଜ୍ୟ…

ଆକ୍ସନ ମୁଡ଼ରେ ଗଣଶିକ୍ଷା ବିଭାଗ: କମ୍ ପିଲା ଥିଲେ ସ୍କୁଲରେ ତାଲା ଝୁଲିବ, ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସ କରୁଛନ୍ତି । ବର୍ତ୍ତମାନ ସମୟରେ ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହେଉଥିବାରୁ ରାଜ୍ୟ ସରକାର ସ୍କୁଲ ଛୁଟି ଘୋଷଣା କରୁଛନ୍ତି…

କଟକରୁ ଆସିଲା ବିଚିତ୍ର ଘଟଣା: ମାଟି ତଳୁ ବାହାରିଲା ଖାଲି ୫୦୦ ଟଙ୍କିଆ ନୋଟ୍, ମୁଣ୍ଡରେ ହାତ ଦେଲେ ଶ୍ରମିକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ସମାଜରେ କିଛି ଅଦ୍ଭୂତ ଘଟଣା ଘଟିଥାଏ । ଏହି ଘଟଣାକୁ ନିଜ ଆଖିରେ ନ ଦେଖିବା ପର୍ଯ୍ୟନ୍ତ କେହି ବିଶ୍ୱାସ କରିପାରନ୍ତି ନାହିଁ । ତେବେ ଆପଣଙ୍କୁ ଯଦି କୁହାଯିବ ମାଟି ଭିତରୁ…

ଏକାଠି ହେଲେ ହିନ୍ଦୁ-ମୁସଲିମ ଭାଇ: ସହିଦଙ୍କ ଜନ୍ମମାଟିରୁ ଶୁଭିଲା ‘ପାକିସ୍ତାନ ମୁର୍ଦ୍ଦାବାଦ- ଭାରତୀୟ ଯବାନ ଜିନ୍ଦାବାଦ’ ନାରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୦ ତାରିଖରେ ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଏଥିସହିତ ଏହି ଆକ୍ରମରେ ଜଣେ ଓଡ଼ିଆ ଡ୍ରାଇଭର ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।…