Browsing Category
ରାଜ୍ୟ
BREAKING: ସିଝୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ଛୁଇଁଲା ପାରଦ
ଝାରସୁଗୁଡ଼ା: ଆକାଶରୁ ନିଆଁ ବର୍ଷା। ଦିନ ସାଢେ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ଛୁଇଁଲା ପାରଦ। ତତଲା କଡ଼େଇରେ ସିଝୁଛି ପଶ୍ଚିମ ଓଡ଼ିଶା। ଘରୁ ବାହାରିଲେ ଅଂଶୁଘାତର ଭୟ ରହୁଛି। ଯଦିଓ ରାଜ୍ୟରେ କାଳବୈଶାଖୀର ପ୍ରଭାବ ରହିଛି…
ବରିଷ୍ଠ ନେତାମାନଙ୍କୁ ନବୀନ ନିବାସକୁ ଡାକରା, ସଭାପତିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ
ଭୁବନେଶ୍ୱର: ନବୀନ ନିବାସକୁ ବରିଷ୍ଠ ନେତାମାନଙ୍କୁ ଡକାଯାଇଛି। ଏଠାରେ ସଭାପତିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ସୂଚନାନୁଯାୟୀ, ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକ ଉପସ୍ଥିତ ଅଛନ୍ତି।
ଏଥିସହ…
ATMରେ ଟଙ୍କା ଭର୍ତ୍ତି କରିବାକୁ ନେଇ, ସେହି ଟଙ୍କାକୁ ଚୋରି କରିନେଲେ କର୍ମଚାରୀ
କଣ୍ଟାବାଞ୍ଜି: କାହା ଉପରେ କରିବ ଭରସା। ଯାହା ଉପରେ ଦାୟିତ୍ୱ ସେ ସାଜୁଛି ଚୋର। ଏବେ ଯେମିତି ଦେଖୁନାହାନ୍ତି, ATMରେ ଟଙ୍କା ଭରିବା ବ୍ୟାଙ୍କ କର୍ମଚାରୀଙ୍କ ଦାୟିତ୍ୱ। ହେଲେ ଯଦି ସେହି କର୍ମଚାରୀ ଚୋର ସାଜିବେ ତାହାଲେ…
ଏହି ଜିଲ୍ଲାର ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ମିଳିଲା ୬୦ କୋଟି ଟଙ୍କା
ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଲାଙ୍ଗୀର ଜିଲ୍ଲାରେ ଦୁଇଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ (କେଭି) ପ୍ରତିଷ୍ଠା ପାଇଁ ଅସ୍ଥାୟୀ ପରିସରର ଉଦ୍ଘାଟନ କରିଛନ୍ତି। ପ୍ରତ୍ୟେକ ବିଦ୍ୟାଳୟ ପାଇଁ…
ପ୍ରଥମ ଥର ପାଇଁ ସମ୍ୱଲପୁରରେ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ
ସମ୍ୱଲପୁର: ପ୍ରଥମ ଥର ପାଇଁ ସମ୍ୱଲପୁରରେ ଅଭିଯୋଗ ଶୁଣାଣୀ। ସମ୍ୱଲପୁର ଯାଇ ନିଜେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ସମ୍ୱଲପୁର ଯାଇ ଅଭିଯୋଗ ଶୁଣାଣୀ କରୁଛନ୍ତି ମୋହନ।
ସମ୍ବଲପୁର…
ନୃଶଂସ ପ୍ରେମିକ, ଗର୍ଭବତୀ ପ୍ରେମିକାକୁ ପଥରରେ ଛେଚି ଛେଚି ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲା
ମାଲକାନଗିରି: ଜଙ୍ଗଲରୁ ମିଳିଥିଲା ଯୁବତୀଙ୍କ କଙ୍କାଳ। ଏବେ ସାମ୍ନାକୁ ଆସିଲା ହତ୍ୟାକାଣ୍ଡର କାରଣ। କାରଣ ଥିଲା ଯୁବତୀ ଜଣକ ଗର୍ଭବତୀ ଥିଲେ। ଆଉ ଗର୍ଭପାତ ନ କରିବାରୁ ଯୁବତୀଙ୍କୁ ହତ୍ୟା କରିଥିଲା ତାଙ୍କ ପ୍ରେମିକ।…
ପଇତାଲାଗି ନୀତି ପାଇଁ ଆଜି ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ: ଶ୍ରୀମନ୍ଦିର ଆଜି ସନ୍ଧ୍ୟାରେ ୫ ଘଣ୍ଟା ଭକ୍ତଙ୍କ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ବନ୍ଦ ରହିବ। ଏହି ପାଞ୍ଚ ଘଣ୍ଟା ମଧ୍ୟରେ ଭକ୍ତମାନେ ପଇତାଲାଗି ନୀତି ପାଇଁ ଦେବଦେବୀଙ୍କ ଦର୍ଶନ କରିପାରିବେ ନାହିଁ।…
ଢ଼େଙ୍କାନାଳରେ ଚାଞ୍ଚଲ୍ୟ, ଯୁବକଙ୍କୁ ଗୁଳି କଲେ, ସ୍ତ୍ରୀ ଆଗରେ ପଥରରେ ଛେଚି ଛେଚି ମାରିଦେଲେ
ଢ଼େଙ୍କାନାଳ: ଢେଙ୍କାନାଳ ଟାଉନ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ପ୍ରଥମେ ଯୁବକଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇବା ଫଳରେ ଯୁବକଙ୍କ ଗୋଡ଼ରେ ଗୁଳି ବାଜିଥିଲା।…
କାଳବୈଶାଖୀ ପରେ ପୁଣିଥରେ ରାଜ୍ୟରେ ବଢିଛି ତାତି, ୪୪ ଡିଗ୍ରୀ ଡେଇଁପାରେ ପାରଦ
ଭୁବନେଶ୍ୱର: କାଳ ବୈଶାଖି ପରେ ଏବେ ପୁଣିଥରେ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ପଶ୍ଚିମ ଓଡ଼ିଶାରେ ମୁଣ୍ଡଫଟା ଖରା। ଆଜି ମଧ୍ୟ ପଶ୍ଟିମ ଓଡ଼ିଶାରେ ମୁଣ୍ଡ ଫଟା ଖରା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।…
ଡେଲାଙ୍ଗରୁ ନିଖୋଜ ଆର୍ଶୀବାଦଙ୍କ ମୃତଦେହ ଉଦ୍ଧାର
ପୁରୀ: ରାଜ୍ୟରେ ମାତିଛନ୍ତି ପିଲାଚୋର । କିଛିଦିନ ପୂର୍ବରୁ ପୁରୀ ଡେଲାଙ୍ଗରୁ ନିଖୋଜ ହୋଇଥିବା ନାବାଳକଙ୍କ ଖବର ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ନିଖୋଜର ୭ ଦିନ ପରେ ଆର୍ଶୀବାଦଙ୍କ ମୃତଦେହ ମିଳିଛି । ଜଣେ…