Browsing Category

ରାଜ୍ୟ

କାଲିଠୁ ରାଜ୍ୟର ସବୁ ସ୍କୁଲ ଛୁଟି ଘୋଷଣା: ପ୍ରଚଣ୍ଡ ଖରା ପାଇଁ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି ଖରାର ଅସହ୍ୟ ପ୍ରକୋପ । ତେଣୁ ଏହାକୁ ନଜରରେ ରକି ଆସନ୍ତାକାଲିଠୁ ରାଜ୍ୟର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ…

ଆଦିବାସୀ ପିଲାଙ୍କ ଶିକ୍ଷା ପାଇଁ ବଡ ପଦକ୍ଷେପ: ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ କେନ୍ଦ୍ରୀୟ ଦଳର ସର୍ଭେ

ରାଇରଙ୍ଗପୁର: ସାରା ଓଡିଶାବାସୀ ଏବଂ ବିଶେଷ କରି ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆଣିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଖୁବଶୀଘ୍ର ପ୍ରତିଷ୍ଠା ହୋଇପାରେ ଆଦିବାସୀ ବିଶ୍ୱବିଦ୍ୟାଳୟ । ତେବେ ମୟୁରଭଞ୍ଜ ଜିଲ୍ଲାରେ…

ରାଜ୍ୟର ପ୍ରତି ପଞ୍ଚାୟତରେ ଖୋଲିବ ‘ମୋ ସେବା କେନ୍ଦ୍ର’: ଗୋଟିଏ ସ୍ଥାନରେ ମିଳିବ ୧୫ରୁ ଅଧିକ ସେବା, ସମସ୍ତ ଜିଲ୍ଲାପାଳଙ୍କୁ ଆଇଟି ବିଭାଗର ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି ସମସ୍ତ ସୁବିଧା ପାଇଁ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ବିଶେଷ କରି ଗ୍ରାମାଞ୍ଚଳରେ ବସବାସ ବସବାସ କରୁଥିବା…

ତତଲା କଢେଇରେ ରାଜ୍ୟବାସୀ ; ଆଜି ରାଜଧାନୀର ତାପମାତ୍ରା ୪୦ ଟପିଲା, ୧୩ରୁ ୧୫ ନିଆଁ ବର୍ଷିବ

ଭୁବନେଶ୍ୱର : ତତଲା କଢେଇରେ ସିଝୁଛନ୍ତି ରାଜ୍ୟବାସୀ । ଆଜି ରାଜ୍ୟ ରାଜଧାନୀରେ ତାପମାତ୍ରା ୪୦ ଟପିଛି । ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ ଥିବା ରେକର୍ଡ କରାଯାଇଛି ।…

ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ: ବାହାରକୁ ଯାଇ ପାରିବେନି, ତଦନ୍ତରେ ସହଯୋଗ କରିବେ, ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ଏକଦା ଚହଳ ପକାଇଥିବା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଏକ ନୂଆ ଅପଡେଟ୍ ଆସିଛି । ବେଆଇନ ଅର୍ଥ କାରବାର ମାମଲାରେ ପୂର୍ବରୁ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଗିରଫ…

ରାଜ୍ୟରେ ମାସ୍କ ପିନ୍ଧିବା ହେବ ବାଧ୍ୟତାମୂଳକ? ସରକାର ନେବେ ନିଷ୍ପତ୍ତି: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର: ସାରା ରାଜ୍ୟରେ କରୋନା ମହାମାରୀ ପୁଣିଥରେ ବ୍ୟାପିବାରେ ଲାଗିଛି । ତେଣୁ ଏହାକୁ ଲକ୍ଷ୍ୟ ରଖି ଓଡିଶା ସରକାର ଏଥିପାଇଁ ବଡ ନିଷ୍ପତ୍ତି ନେଇ ପାରନ୍ତି । ପୁଣିଥରେ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ…

ଭୁବନେଶ୍ୱରରେ ପ୍ରବଳ ଖରା: ଦିନ ସାଢ଼େ ୧୧ରେ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସହ ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହେଉଛି । ଆଜି ଦିନ ସାଢ଼େ ୧୧ ସୁଦ୍ଧା ଭୁବନେଶ୍ୱର ରାଜ୍ୟରେ ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି । ସାଢ଼ୋ ୧୧ଟାରେ ଭୁବନେଶ୍ୱର ତାପମାତ୍ରା ୩୯…

କୋଇଲା ଖଣିରେ ଅଘଟଣ: ପୋକଲେନ ମାଡ଼ିଯିବାରୁ ଚାଲିଗଲା ୨ ଜୀବନ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅର୍ନ୍ତଗତ ଗର୍ଜନବାହାଲ କୋଇଲା ଖଣିରେ ଘଟିଯାଇଛି ଏକ ବଡ଼ ଅଘଟଣ । ବୋଲେରୋ ଉପରେ ଭାରୀଯାନ ପୋକଲେନ୍ ମାଡ଼ିଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହା ବ୍ୟତୀତ ୭ ଗୁରୁତରଙ୍କୁ…

ପ୍ରକାଶ ପାଇଲା ଗଣଶିକ୍ଷା ବିଭାଗର ଶିକ୍ଷା କ୍ୟାଲେଣ୍ଡର: ଚଳିତ ବର୍ଷ ରହିଛି ଏତିକି ଦିନ ପାଠପଢ଼ା, ଆଉ ଏତିକି ଦିନ ଛୁଟି

ଭୁବନେଶ୍ୱର: ଆଜି ଠାରୁ ରାଜ୍ୟରେ ଆରମ୍ଭ ହେଇଛି ସକାଳୁଆ ସ୍କୁଲ । ରାଜ୍ୟରେ ତାତି ବଡୁଥିବାରୁ ଏଭଳି ନିଷ୍ପତି ନେଇଛି ଗଣଶିକ୍ଷା ବିଭାଗ। ସେହିଭଳି ୨୦୨୩-୨୪ ଶିକ୍ଷାବର୍ଷ ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ…

ମର୍ଣ୍ଣିଂ ୱାର୍କରେ ଯାଉଥିବା ବେଳେ ବିଜେପି ନେତାଙ୍କୁ ଭୁଜାଲି ଆକ୍ରମଣ, ରାଜନୈତିକ ଶତ୍ରୁତାରୁ…

ସୋର: ବାଲେଶ୍ୱର ଜିଲ୍ଲା ସୋର BJP ନଗର ଉପସଭାପତିଙ୍କୁ ଭୁଜାଲିରେ ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି । ବିଜେପି ନଗର ଉପସଭାପତି ତଥା ପୌର ପରିଷଦର କାଉନସିଲରଙ୍କ ସ୍ୱାମୀ ଲୋକନାଥ ରାଉତଙ୍କୁ ସୋର ଥାନା ନିକଟରେ…