Browsing Category
ରାଜ୍ୟ
ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ପ୍ରକୃତ ବୟସ କେତେ? କେନ୍ଦ୍ରର ୬ ଥିବା ବେଳେ ରାଜ୍ୟର ଏତିକି
ଭୁବନେଶ୍ୱର: ସାଧାରଣତଃ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ବୟସ ୬ ରୁ ୭ବର୍ଷ ହୋଇଥାଏ । ପିଲା ଏହି ସମୟରେ ବିଦ୍ୟାଳୟରେ ନାମଲେଖାଇ ପାଠ ପଢିଥାନ୍ତି । ହେଲେ ଏହି ବୟସର ସଠିକତାକୁ ନେଇ ବର୍ତ୍ତମାନ ଅଡୁଆରେ ପଡୁଛନ୍ତି…
ସମ୍ବଲପୁରରୁ ଲଢ଼ିବେ ଧର୍ମେନ୍ଦ୍ର? BJPର କ’ଣ ରହିଛି ପ୍ଲାନ, ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଏବେ ଚଳଚଞ୍ଚଳ ହୋଇ ଉଠିଛି । ଗତ ୨୦୧୯ ନିର୍ବାଚନରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ଉପରେ ବିଶେଷ ଫୋକସ…
ଦୁଃଖ ଖବର: ଆଉ ନାହାନ୍ତି ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ଅସୀମାନନ୍ଦ ସରସ୍ୱତୀ ମହାରାଜ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଧ୍ୟାତ୍ମିକ ଜଗତରୁ ଆସିଛି ଏକ ବଡ଼ ଦୁଃଖ ଖବର । ରାଜ୍ୟର ଜଣେ ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁଙ୍କ ପରଲୋକ ଘଟିଛି । ୮୮ ବର୍ଷ ବୟସରେ ସ୍ୱାମୀ ଅସୀମାନନ୍ଦ ସରସ୍ୱତୀ ମହାରାଜଙ୍କ ପରଲୋକ ଘଟିଛି ।…
ବାଲେଶ୍ୱରରେ ଚାଞ୍ଚଲ୍ୟ! ନାଲି ପଥର ଗୁଣ୍ଡ ସାଜୁଛି କାଳ, ଅକାଳରେ ଚାଲିଗଲାଣି ୨୫ ଜଣଙ୍କ ଜୀବନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ପରିବେଶ ଦୂଷିତ ହୋଇ ଚାଲିଥିବା ବେଳେ ମଣିଷର ଖାଦ୍ୟପେୟ ଓ ଜୀବନ ଧାରଣର ଧାରା ମଧ୍ୟ ବଦଳିବାରେ ଲାଗିଛି । ପରିଣାମସ୍ୱରୂପ ଦିନକୁ ଦିନ ମଣିଷ ଆଗରେ ନୂଆ ନୂଆ ଚ୍ୟାଲେଞ୍ଜ ସୃଷ୍ଟି…
ବଢ଼ିବ ରାଜ୍ୟର ବିଧାୟକଙ୍କ ଦରମା ଓ ଭତ୍ତା! କ୍ୟାବିନେଟ ସବ-କମିଟି ଗଠନ କଲେ ଅର୍ଥମନ୍ତ୍ରୀ, ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ରିପୋର୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସରେ ରାଜ୍ୟରେ ଝାରସୁଗୁଡ଼ା ଉପନିର୍ବାଚନ ହେବାକୁ ଥିବାବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ରାଜ୍ୟର ବିଧାୟକମାନଙ୍କର ଦରମା ଓ ଭତ୍ତା ବଢ଼ିବା ଦାବି ପ୍ରସଙ୍ଗରେ ଆସିଛି ଏକ ନୂଆ…
ନଦୀରେ ଗାଧୋଇବାକୁ ଯାଇ ୩ ଛାତ୍ର ମୃତ, ଜଣେ ଗୁରୁତର
ଭଦ୍ରକ: ରାଜ୍ୟରେ ପୁଣି ନଦୀରେ ବୁଡି ଛାତ୍ରଙ୍କ ମୃତ୍ୟୁ ହୋଇଥିବା କଥା ସାମ୍ନାକୁ ଆସିଛି । ଏହି ଅଘଟଣଟି ସାତଭଉଣୀ ନିକଟ ଲାଙ୍ଗୁଡି ଅଞ୍ଚଳରେ ଘଟିଛି । ସମସ୍ତ ଛାତ୍ର ଚରମ୍ପା କଲେଜରେ ପଢୁଥିବା ନେଇ ଜଣାପଡିଛି ।…
ବଡ଼ ନିଷ୍ପତ୍ତି: ନର୍ସିଂ ପଢ଼ିବା ପାଇଁ NEET ପରୀକ୍ଷା ଦେବାକୁ ପଡ଼ିବ, ଚଳିତ ୨୦୨୩-୨୪ ଶିକ୍ଷାବର୍ଷରୁ ଲାଗୁ ହେବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନର୍ସିଂକୁ ନେଇ କ୍ୟାରିୟର କରିବାକୁ ଚାହୁଁଥିବା ପିଲାଙ୍କ ପାଇଁ ଏକ ବଡ଼ ଖବର ଆସିଛି । ରାଜ୍ୟ ସରକାର ଏ ବାବଦରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବିଏସ.ସି ନର୍ସିଂ ପଢ଼ିବାକୁ ହେଲେ ଏଣିକି…
ନିର୍ବାଚନ କ୍ଷେତ୍ର ଜଗିବା ପାଇଁ ବିଜେଡି ବାଛିଲା ପୁରୁଖା ନେତା, ବିଜୟ ପାଇଁ ବାଣ୍ଟିଲା ପର୍ଯ୍ୟବେକ୍ଷକ ଦାୟିତ୍ୱ
ଭୁବନେଶ୍ୱର: ଆଗକୁ ହେବାକୁ ଥିବା ଝାରସୁଗୁଡା ଉପନିର୍ବାଚନ ପାଇଁ ୩ ପର୍ଯ୍ୟବେକ୍ଷକଙ୍କୁ ଗୁରୁଦାଇତ୍ୱ ବାଣ୍ଟିଛି ବିଜେଡି । ଦଳର ଆଗଧାଡିର ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ଶାରଦା ନାୟକଙ୍କୁ ଗଡ ସମ୍ଭାଳିବାକୁ…
ବନକର୍ମଚାରୀଙ୍କୁ କିରୋସିନ ଢାଳି ଜାଳି ଦେଲା ସ୍ତ୍ରୀ, ଶରୀରର ୫୦ ଭାଗ ଆଉ ନାହିଁ
ଭୁବନେଶ୍ୱର : ସ୍ୱାମୀ ସ୍ତ୍ରୀକୁ ଜଳି ଦେବା, ହାଣି ଦେବା ବା ମାରି ଦେବା ଭଳି ଅନେକ ଘଟଣା ଶୁଣିଥିଲେ । କିନ୍ତୁ ଯାହା ଘଟିଛି ସମ୍ପୁର୍ଣ୍ଣ ନିଆରା । ପାରିବାରିକ କଳହ କରୁଣ ପରିଣତି ଦେଖିବାକୁ ମିଳିଛି । ସ୍ୱାମୀ ଦେହରେ…
ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହିତ ଟୋକିଓରେ ନବୀନ ପଟ୍ଟନାୟକ , ଅଧିକ ପୁଞ୍ଜିନିବେଶ ନେଇ ଚାଲିଛି ଆଲୋଚନା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତରେ ଯାଇଛନ୍ତି । ଭାରତର ରାଷ୍ଟ୍ରଦୂତ ଶିବି ଜର୍ଜ ତାଙ୍କୁ ସ୍ବାଗତ କରିଛନ୍ତି । ଓଡ଼ିଶାରେ ପୁଞ୍ଜିନିବେଶ ସୁଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ…