fbpx
Browsing Category

ରାଜ୍ୟ

କାନ ଧରି ରାଜରାସ୍ତାରେ ଆଣ୍ଠେଇଲେ: ଅଭିନବ ପ୍ରତିବାଦ କଲେ PET ଶିକ୍ଷକ ଆଶାୟୀ, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କାନ ଧରି ରାଜରାସ୍ତାରେ ଆଣ୍ଠେଇଛନ୍ତି ଶିକ୍ଷକ ଆଶାୟୀ । ପିଇଟି, ହିନ୍ଦି ଓ ସଂସ୍କୃତ ଶିକ୍ଷକ ମାନେ ସରକାରୀ ଉଦାସୀନତା ବିରୋଧରେ ପ୍ରତିବାଦ କରିବା ପାଇଁ ରାଜରାସ୍ତାରେ ଆଣ୍ଠେଇ ପ୍ରତିବାଦ…

ସ୍ମାର୍ଟ ହେଲଥ କାର୍ଡରେ ସାମିଲ ହେଲା ନୟାଗଡ଼, ଉପକୃତ ହେବେ ୭ ଲକ୍ଷରୁ ଅଧିକ

ଭୁବନେଶ୍ୱର: ସ୍ମାର୍ଟ ହେଲଥ କାର୍ଡରେ ସାମିଲ ହେଲା ନୟାଗଡ଼ ଜିଲ୍ଲା । ଜିଲ୍ଲାରେ ବିଜୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ନୟାଗଡ଼ର ୭ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ।…

ଗ୍ୟାସ୍ ବୁକିଂ ଉପରେ ମିଳୁଛି ୩ ହଜାର ଟଙ୍କା ରିହାତି: ଆପଣାନ୍ତୁ ଏହି ପ୍ରସେସ୍

ନୂଆଦିଲ୍ଲୀ: ଦିନକୁ ଦିନ ଏଲପିଜି ଗ୍ୟାସର ଦର ବୃଦ୍ଧି ପାଇବାରେ ଲାଗିଛି । ଏପରି ପରସ୍ଥିତିରେ ଯଦି ଆପଣଙ୍କୁ କୁହାଯାଏ ଆପଣଙ୍କ ଏଲପିଜି ବୁକିଂ ଉପରେ ୩ ହଜାର ଟଙ୍କାର ରିହାତି ପ୍ରଦାନ କରାଯିବ ତାହେଲେ ଏହା ଅବିଶ୍ୱସନୀୟ…

ପୁଣି ମୁଣ୍ଡ ନେଲା ଲାଲବାହିନୀ, ଜଣଙ୍କୁ ଗଳା କାଟି ହତ୍ୟା

ମାଲକାନଗିରି(ଓଡ଼ିଶା ଭାସ୍କର): ମାଓବାଦୀଙ୍କ ବର୍ବର କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗଳା କାଟି ହତ୍ୟା କରିଛି ଲାଲବାହିନୀ । ମାଲକାନିଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାର ଏରାବର ଥାନା ଅଞ୍ଚଳରୁ ଏଭଳି…

ଚିତ୍ତରଞ୍ଜନଙ୍କର ଶତ୍ରୁ କିଏ ଥିଲା, ହତ୍ୟା ପଛର କାରଣ କ’ଣ ହୋଇପାରେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଛି । ଚିତ୍ତ ନିଖୋଜ ହେବାର ଦୁଇଦିନ ପରେ ତାଙ୍କର…

ବିବାହ କାର୍ଯ୍ୟ ସାରି ଫେରୁଥିବା ବେଳେ ଓଲଟିଲା କନ୍ୟାଯାତ୍ରୀ ବସ୍: ୩୦ ଆହତ, ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ନିକଟରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଛି । ଏକ ବିବାହ କାର୍ଯ୍ୟରେ ଯୋଗଦେଇ ଫେରୁଥିବା ଏକ କନ୍ୟାଯାତ୍ରୀ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଏହି…

କୋଇଲା ଚୋରା ଚାଲାଣ ମାମଲା: ତ୍ରିଶକ୍ତି ସିପିଙ୍ଗର ପରିଚାଳକ ଗିରଫ

ପାରାଦୀପ (ଭାସ୍କର ନ୍ୟୁଜ୍‌): ବହୁ ଚର୍ଚ୍ଚିତ ପାରାଦୀପ କୋଇଲା ଚୋରା ଚାଲାଣ ମାମଲାରେ ପାରାଦୀପ ପୋଲିସ୍‌ ତ୍ରିଶକ୍ତି ସିପିଙ୍ଗ ପ୍ରାଇଭେଟ୍‌ ଲିମିଟେଡ୍‌ର ସ୍ଥାନୀୟ ପରିଚାଳକ ତଥା ନିକଟସ୍ଥ କୁଜଙ୍ଗ ଥାନା ଅନ୍ତର୍ଗତ…

(VIDEO) ସୁମିତଙ୍କ ନିରବତା ଝଡ଼ର ପୂର୍ବବର୍ତ୍ତୀ ଲକ୍ଷଣ ନୁହେଁ ତ, କାହିଁକି ସେ ତପସ୍ୱିନୀଙ୍କଠାରୁ ଦୂରେଇ ରହୁଛନ୍ତି?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ବିବାଦ ଥମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୧୦ ତାରିଖ ଠାରୁ ଫେରାର ହେବା ପରେ ଏହି ଘଟଣା ନୂଆ ମୋଡ଼ ନେଇଥିଲା । ତେବେ ସୁମିତ…

ସାହେବ କେନାଲ ନିକଟରୁ ଲୁଟ ଘଟଣା: ୩ ଲକ୍ଷ ୭୦ ହଜାର ଜବତ, ୩ ଗିରଫ

ଛତ୍ରପୁର (ଭାସ୍କର ନ୍ୟୁଜ୍‌): ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ସାହେବ କେନାଲ ନିକଟରୁ ଲୁଟ ଘଟଣାରେ ପୋଲିସକୁ ସଫଳତା ମିଳିଛି । ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ…

ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା କୋଚିଂ: ଆସନ୍ତା ୧୫ରୁ ପଞ୍ଜୀକରଣ, ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନରେ ଏକାଦଶ ଶ୍ରେଣୀରେ ପଢୁଥିବା ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଜାତୀୟ ସ୍ତରୀୟ ପ୍ରବେଶିକା…