
Browsing Category
ରାଜ୍ୟ
ରଥଯାତ୍ରାର ୧୫ ଦିନ ପୂର୍ବରୁ ଅସୁସ୍ଥ ହୋଇପଡନ୍ତି ମହାପ୍ରଭୁ, ଜାଣନ୍ତୁ ଏଥିରେ ଜଡିତ ଥିବା ପ୍ରଥା
ପୁରୀ:ସାଧାରଣତଃ ପ୍ରତ୍ୟେକ ପ୍ରାଣୀଙ୍କୁ କିଛି ନା କିଛି ରୋଗର ସମ୍ମୁଖୀନ ହେବାକୁ ପଡିଥାଏ। କିନ୍ତୁ ବର୍ଷରେ ଏମିତି କିଛି ସମୟ ଅଛି ଯେତେବେଳେ ପ୍ରଭୁ ଜଗନ୍ନାଥ ମଧ୍ୟ ଅସୁସ୍ଥ ହୋଇ ୧୫ ଦିନ ଚିକିତ୍ସିତ ହୁଅନ୍ତି। ଏହି…
କରମଣ୍ଡଳ ଦୁର୍ଘଟଣା: ୫୧ ଘଣ୍ଟା ପରେ ସରିଲା ମରାମତି କାମ, ଗଡିଲା ଟ୍ରେନ
ବାହାନଗା: କରମଣ୍ଡଳ ଦୁର୍ଘଟଣାର ୫୧ ଘଣ୍ଟା ପରେ ଟ୍ରାକ ମରାମତି କାମ ସରିଛି । ପ୍ରଥମେ ଡାଉନ ଲାଇନ୍ ଓ ପରେ ଅପ୍ ଲାଇନ ମରାମତି କାର୍ଯ୍ୟ ଶେଷ ହୋଇଛି । ଉଭୟ ଲାଇନରେ ପରୀକ୍ଷାମୂଳକ ଭାବେ ମାଲବାହୀ ଟ୍ରେନ୍ ଗଡ଼ିଛି ।…
Video: ଇଣ୍ଟର ଲକିଂ ସିଷ୍ଟମ୍ ସଜାଡ଼ିବାକୁ ପୂର୍ବରୁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ବରିଷ୍ଠ ଅଧିକାରୀ
ଭୁବନେଶ୍ୱର: ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ୨୭୫ ଜଣ ମୃତ୍ୟୁ ବାରଣ କରିଥିବା ବେଳେ ଦୁର୍ଘଟଣା ପଛର କାରଣ ସାମ୍ନାକୁ ଆସିଛି। ରେଲୱେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ସୂଚନା ଦେଇଛନ୍ତି ଯେ,…
ରାଜ୍ୟ ସରକାର ଦେଲେ ଉପହାର: ଓଡିଶାରୁ କୋଲକାତାକୁ ମାଗଣା ବସ୍ ସେବା ଆରମ୍ଭ
ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣା ଭିତରେ ଓଡିଶା ସରକାର ଏକ ବଡ ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗକୁ ଯିବା ପାଇଁ ଯାତ୍ରୀମାନଙ୍କ ମାଗଣା ବସ୍ ସେବା ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…
Video: “ମୋ ପିଠିରେ ଗୋଟେ ୨ କିଲୋର ପଥର ପଡିଲା ,ମୁଁ ଜୋତା ଖୋଲି ସେଠୁ ଆସିଲି “
ବାଲେଶ୍ୱର: ଶୁକ୍ରବାର କାଳ ରାତିରେ ଘଟିଥିବା କରମଣ୍ଡଳ ଦୁର୍ଘଟଣା ସମଗ୍ର ଦେଶକୁ କନ୍ଧାଇବାକୁ ବାଧ୍ୟ କରିଛି। ଏହି ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୭୫ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଚିକତ୍ସା ହେଉଛନ୍ତି। ତେବେ…
ଓଡ଼ିଶା ଟ୍ରେନ୍ ଦୁର୍ଘଟଣା ଉପରେ ଗୌତମ ଅଦାନୀଙ୍କ ବଡ଼ ଘୋଷଣା: ମୃତକଙ୍କ ଛୁଆମାନଙ୍କର ଉଠାଇବେ ପାଠପଢ଼ା ଖର୍ଚ୍ଚ
ନୂଆଦିଲ୍ଲୀ: ବାଲେଶ୍ୱରରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ନିଜ ପିତା-ମାତାଙ୍କୁ ହରାଇଥିବା ପିଲାମାନଙ୍କୁ ମାଗଣା ସ୍କୁଲ ଶିକ୍ଷା ଦେବାକୁ ନେଇ ବଡ଼ ଘୋଷଣା କରିଛନ୍ତି ଗୌତମ ଅଦାନୀ । ସେ ଟ୍ୱିଟ୍ କରି କହିଛନ୍ତି…
(Video) Big Breaking ଟ୍ରେନ ଟ୍ରାଜେଡି: ୪୮ ଘଣ୍ଟା ପରେ ବଗି ତଳୁ ଆହତ ଅବସ୍ଥାରେ ଉଦ୍ଧାର ହେଲେ ଯାତ୍ରୀ
ବାଲେଶ୍ୱର: ବାଲେଶ୍ୱର ବାହାନଗାର କରମଣ୍ଡଳ ଦୁର୍ଘଟଣାକୁ ୪୮ ଘଣ୍ଟା ବିତି ସାରିଛି । ଏହି ଦୁର୍ଘଟଣାରେ ୨୭୫ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୧୧୦୦ରୁ ଅଧିକ ଆହତ ହୋଇଛନ୍ତି । ଗତ ୨ ଦିନରୁ ବାହାନଗା ଷ୍ଟେସନ ବଜାରର…
ଇଣ୍ଟରଲକିଂ ସିଷ୍ଟମ୍ କ’ଣ ? ଦୁର୍ଘଟଣାରୁ କିପରି ରକ୍ଷା କରିବ …
ନୂଆଦିଲ୍ଲୀ : ଇଣ୍ଟରଲକିଂ ସିଷ୍ଟମ୍ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଯାହାକୁ ଟ୍ରେନ୍ ସିଗନାଲ ପାଇଁ ବ୍ୟବହୃତ କରାଯାଏ । ସରଳ ଭାଷାରେ କହିବାକୁ ଗଲେ ଟ୍ରେନର ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରିବା ପାଇଁ ଏହା…
Video: ଦେଖନ୍ତୁ କିପରି ଟ୍ରେନ୍ ଆକ୍ସିଡେଣ୍ଟ ପୀଡିତଙ୍କୁ ନେଇ ରାତାରାତି ବାଲେଶ୍ୱରରୁ ଭୁବନେଶ୍ୱରରେ ପହଞ୍ଚିଲେ ୧୦୦ରୁ ଉର୍ଦ୍ଧ ଆମ୍ବୁଲାନ୍ସ
ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଦ କରିଦେଇଛି। ଏହି ଦୁର୍ଘଟଣାରେ ଏଯାବତ ୨୭୫ ଜଣ ମୃତ୍ୟୁ କରିଥିବା ବେଳେ ହଜାରରୁ ଅଧିକ ଲୋକେ ଆହତ ହୋଇଛନ୍ତି। ସବିଶେଷ ସୂଚନା ଅନୁଯାୟୀ…
ବାହାନଗା ଟ୍ରେନ ଟ୍ରାଜେଡିରେ ବନ୍ଧା ହେବେ ସବୁ ଦୋଷୀ: ରେଲୱେ ବୋର୍ଡ ପକ୍ଷରୁ ସିବିଆଇ ତଦନ୍ତ ସୁପାରିସ
ଭୁବନେଶ୍ୱର : ଓଡିଶା ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାକୁ ନେଇ ଏକ ବଡ ଅପଡେଟ୍ ଆସିଛି । କାହିଁକି ଓ କିପରି ଭାବରେ ଏତେ ଭୟଙ୍କର ଦୁର୍ଘଟଣା ଘଟିଲା ତାହାର ପ୍ରକୃତ କାରଣ ଜାଣିବା ପାଇଁ ରେଲ ବିଭାଗ ପକ୍ଷରୁ…