Browsing Category

ରାଜ୍ୟ

ବର୍ଷାଙ୍କୁ ଝଟକା ; ରିଟ୍ ପିଟଇସନକୁ ଖାରଜ କଲେ ହାଇକୋର୍ଟ

ଭୁବନେଶ୍ୱର : ହାଇକୋର୍ଟରୁ ବର୍ଷାଙ୍କୁ ଏକ ଶକ୍ତ ଝଟକା ଲାଗିଛି । ସୋସିଆଲ ମିଡିଆରେ ସ୍ୱାମୀ ଅନୁଭବଙ୍କ ପାଟି ଚୁପ୍ କରିବା ପାଇଁ ବର୍ଷା ହାଇକୋର୍ଟରେ ରିଟ୍ ପିଟିସନ୍ ଆବେଦନ କରିଥିଲେ । କିନ୍ତୁ ହାଇକୋର୍ଟ ଆଜି ତାହାକୁ…

ଖୁବଶୀଘ୍ର ଧରାପଡ଼ିବ ଅଜଣା ଜନ୍ତୁ! ଅନେକ ମେଣ୍ଢାଙ୍କ ମୃତ୍ୟୁ ପରେ ଚେତିଲା ପ୍ରଶାସନ, ବନ ବିଭାଗ ଲଗାଇଲା ଟ୍ରାପ୍ କ୍ୟାମେରା ଓ ଯନ୍ତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବେଳେବେଳେ ଆମ ଚାରିପାଖରେ କିଛି ଅଜଣା ଜନ୍ତୁ ଦେଖିବାକୁ ମିଳିଥାନ୍ତି । ଏହି ଜନ୍ତୁମାନେ ଜଙ୍ଗଲରୁ ବା ଅନ୍ୟ କେଉଁ ସ୍ଥାନରୁ ଜନବସତି ଅଞ୍ଚଳ ଆଡ଼କୁ ଚାଲିଆସି ଅନେକ ଗୃହପାଳିତ ପଶୁ,…

ହୋଡିଂ ଉପରରେ ହାଇଡ୍ରାମା ; ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ସୁରକ୍ଷିତ ଭାବରେ ଉଦ୍ଧାର ପରେ ଥାନାରେ ଅଟକ

ଭୁବନେଶ୍ୱର : ବୁଧବାର ସକାଳେ ଭୁବନେଶ୍ୱରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଶିଶୁଭବନ ଛକ ନିକଟରେ ଥିବା ଏକ ହୋଡିଂ ଉପରକୁ ଚଢି ଜଣେ ଯଚୁବକ ଆତ୍ମହତ୍ୟା ଉଦ୍ୟମ କରିବା ସହ ଧମକ ଦେଉଥିଲେ ମୁଁ ଡେଇଁ ପଡିବି ।…

ରାଜ୍ୟ BJPର ୩ ନେତା ସସପେଣ୍ଡ: ଦଳ ବିରୋଧୀ ଆଚରଣ ମହଙ୍ଗା ପଡ଼ିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ରାଜ୍ୟ ବିଧାନସଭା ନିର୍ବାଚନ ଆସୁଛି । ଏହାକୁ ନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ସଂଗଠନକୁ ସଜାଡ଼ିବାରେ ଲାଗିପଡ଼ିଛନ୍ତି । ଶାସକ…

ଜଗାର ହେବ ବନକଲାଗି ନୀତି : ସର୍ବସାଧାରଣଙ୍କ ଦର୍ଶନ ୪ ଘଣ୍ଟା ବନ୍ଦ

ପୁରୀ : ପୁରୀ ଶ୍ରୀ ମନ୍ଦିରରେ ଜଗା ଦର୍ଶନ ଆଜି ବନ୍ଦ ରହିବ । ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗ ମଣ୍ଡପରେ ଏହି ନୀତି ଅନୁଷ୍ଠିତ ହେବ । ଏହା ଏକ ଗୁପ୍ତ ସେବା ହୋଇଥିବାରୁ ଏଥିପାଇଁ…

ରବିଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ଅବଧିକୁ ଆଉ ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରବିଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ଅବଧିକୁ ରାଜ୍ୟ ସରକାର ଆଉ ୭ ଦିନ ପାଇଁ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ପଞ୍ଜୀକରଣ ସମୟସୀମା ମାର୍ଚ୍ଚ ୨୦ ତାରିଖ ଯାଏଁ ଥିଲା। ଏହାକୁ ଆଉ ୭ ଦିନ ଅର୍ଥାତ୍‍…

ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ-ସ୍ୟାଟ୍‍ ଉଚ୍ଛେଦ ନିଷ୍ପତ୍ତିକୁ ବଳବତ୍ତର ରଖିଲେ ସୁପ୍ରିମକୋର୍ଟ

ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ୍‍) ଉଚ୍ଛେଦ ସପକ୍ଷରେ ସର୍ବୋଚ୍ଚ ନ୍ୟାୟାଳୟ ମତ ରଖିଛନ୍ତି । ଫଳରେ ଓଡ଼ିଶା ହାଇକୋର୍ଟ ଏ ସମ୍ପର୍କରେ ଦେଇଥିବା ରାୟ ସୁପ୍ରିମକୋର୍ଟରେ ବଳବତ୍ତର ରହିଛି । ସ୍ୟାଟ୍‍ ଉଚ୍ଛେଦ ପାଇଁ…

ରାଜଧାନୀବାସୀଙ୍କ ପାଇଁ ଡଗ୍ ରୁଲ୍:୫୦୦ ଟଙ୍କା ଦେଇ କରିବେ ପଞ୍ଜିକରଣ, ନିୟମ ନମାନିଲେ ମାଲିକ ଭୋଗିବେ ଆଇନଦଣ୍ଡ

ଭୁବନେଶ୍ୱର: ସହରରେ ରଖାଯାଉଥିବା ଏବଂ ରହୁଥିବା କୁକୁରମାନଙ୍କୁ ନେଇ କରାଯିବାକୁ ଯାଉଛି ସ୍ୱତନ୍ତ୍ର ଉପବିଧି । ଏଥିରେ କୁକରମାନଙ୍କର ପଞ୍ଜୀକରଣ ଏବଂ ଉପଯୁକ୍ତ ନିୟନ୍ତ୍ରଣ ବାବଦରେ ଲିଖିତ ନିର୍ଦ୍ଦେଶାବଳୀକୁ ମାନିବେ…

ସୁଧୁରୁନି ସ୍ମାର୍ଟ ସିଟିର ସ୍ୱାସ୍ଥ୍ୟ ବ୍ୟବସ୍ଥା; ପ୍ରଶାସନର ନିଦ ଭଙ୍ଗ ପାଇଁ ପୁଣି ଥରେ ଧାରଣାରେ ମୁକ୍ତିକାନ୍ତ

ରାଉରକେଲା:ପୁଣି ଥରେ ଧାରଣା ଦେଇଛନ୍ତି ସଂଗ୍ରାମୀ ମୁକ୍ତିକାନ୍ତ ବିଶ୍ୱାଳ । ରାଉରକେଲା ସରକାରୀ ଡାକ୍ତରଖାନାର ଅବହେଳାକୁ ନେଇ ପୁଣିଥରେ ସେ ରାସ୍ତାକୁ ଓହ୍ଲାଇଛନ୍ତି। ଆଉ ଏଥର ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ…

ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତ ହେଲେ ବିଜେଡି କର୍ମୀ

ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତ ହେଲେ ବିଜେଡି କର୍ମୀ । ବିଜୁ ଯୁବ ଜନତା ଦଳ ରୁ ଶାନ୍ତନୁ କୁମାର ସେଠୀ ଙ୍କୁ ସସପେଣ୍ଡ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବିଦା…