Browsing Category
ରାଜ୍ୟ
ILSକୁ ବଡ଼ ସଫଳତା: ବୈଜ୍ଞାନିକମାନେ ଉଦ୍ଭାବନ କଲେ ବ୍ରେନ ମ୍ୟାଲେରିଆ ମେଡିସିନ, ରୋଗୀର ଜୀବନ ବଞ୍ଚିପାରିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରେନ ମ୍ୟାଲେରିଆ ଚିକିତ୍ସା କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ଏକ ବଡ଼ ସଫଳତା । ରାଜଧାନୀ ଭୁବନେଶ୍ୱର ସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ) ତରଫରୁ ଗୁରୁତର ମ୍ୟାଲେରିଆ ଓ ବ୍ରେନ…
ସୁଆଣ୍ଡୋ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ପୁରୀ: ସୁଆଣ୍ଡୋ ପ୍ରକଳ୍ପର ଆଜି ଲୋକାପର୍ଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋପବନ୍ଧୁଙ୍କ ଜନ୍ମପୀଠ ପୁରୀ ଜିଲ୍ଲା ଅନ୍ତର୍ଗତ ସୁଆଣ୍ଡୋ ଗ୍ରାମରେ ଆଜି ପ୍ରକଳ୍ପକୁ ଆଜି ଲୋକାର୍ପଣ କରାଯିବା ନେଇ ସୂଚନା ରହିଛି ।…
୬ ବର୍ଷ ପୂର୍ବରୁ ସ୍କୁଲ ଆଡମିଶନ ହେବ ନାହିଁ – ଶିକ୍ଷା ମନ୍ତ୍ରଣାଳୟ ନିର୍ଦ୍ଦେଶ
ନୂଆଦିଲ୍ଲୀ : ଏଣିକି ୬ ବର୍ଷ ପୂର୍ବରୁ ଛୁଆ ସ୍କୁଲରେ ଆଡମିଶନ ନେଇ ପାରିବ ନାହିଁ । ଏନେଇ ଶିକ୍ଷା ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି । ପିଲାଙ୍କ ସ୍କୁଲ ଆଡମିଶନ ପାଇଁ…
ବୁଲା କୁକୁରମାନଙ୍କୁ ରାସ୍ତାରୁ ହଟାଇବାକୁ ଓଡିଶା ସରକାରଙ୍କ ନିର୍ଦ୍ଦେଶ, ହାଇଦ୍ରାବାଦ ଭୟାବହତା ପରେ ନିଷ୍ପତି
ଭୁବନେଶ୍ୱର: ରାଜ୍ୟ ରାସ୍ତାରେ ବୁଲୁଥିବା ସମସ୍ତ ବୁଲା କୁକୁରଙ୍କୁ ହଟାଇବାକୁ ସମସ୍ତ ଜିଲ୍ଲା ମୁଖ୍ୟ ପ୍ରାଣି ଚିକିତ୍ସା ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ସରକାର। ହାଇଦ୍ରାବାଦ୍ରେ ଏକ ୪ ବର୍ଷର ଶିଶୁକୁ ବୁଲା କୁକୁର…
ଠାକୁରାଣୀ ଦର୍ଶନ ସ।ରି ଫେରୁଥିଲେ ଚାଲିଗଲେ ଆରପାରିକୁ , ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ
ଭୁୁବନେଶ୍ୱର : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଅଘଟଣ ରାୟଗଡା ଜିଲ୍ଲାରେ ଘଟିଛି । ମୃତକ ସମସ୍ତେ ଆନ୍ଧ୍ରପ୍ରଦେଶର ବୋଲି ଜଣାପଡିଛି । ମା’ ଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଏହି ଅଘଟଣ…
ଲଜ୍ଜା ! ଅଧ୍ୟାପକଙ୍କୁ ମୁଥା ମାରି ମୁହଁଁ ଫଟାଇଲେ ଛାତ୍ର
ଭୁବନେଶ୍ୱର : ସମୟ ଥିଲା ସାରଙ୍କ ମାଡରେ ଛାତ୍ରଛାତ୍ରୀଙ୍କ ହାତ ଫାଠି ଯାଉଥିଲା । ପିଠିରେ ନୋଳା ବସୁଥିଲା । କିନ୍ତୁ ଏବେ ସମୟ ବଦଳିଛି , ଶିକ୍ଷକ ଶିକ୍ଷୟତ୍ରୀଙ୍କ ମାଡରେ ନୁହେଁ ବରଂ ଛାତ୍ରଛାତ୍ରୀଙ୍କ ମାଡରେ ଜଣେ…
ଶ୍ରୀଜୀଉଙ୍କ ଶ୍ରୀମୁଖ ଶ୍ରୀଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ, ଆଜି ସନ୍ଧ୍ୟାରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ପୁରୀ: ଫାଲଗୁନ-ଶୁକ୍ଳ ତୃତୀୟା ତିଥି ଅବସରରେ ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତ ମହାପାତ୍ର ସେବକ ଶ୍ରୀଜୀଉଙ୍କର ଶ୍ରୀମୁଖ ଶ୍ରୀଙ୍ଗାର କରିବେ। ଏହା ଏକ ଗୁପ୍ତନୀତି…
ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ବିଧାନସଭା ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ, କହିଲେ ..
ଭୁବନେଶ୍ୱର:ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି ବିଧାନସଭା ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଛି । ଏହା ସହିତ ବାଚସ୍ପତି ସର୍ବ…
ପରୁବାଇ କନ୍ୟାଶ୍ରମରେ ବ୍ୟାପିବାରେ ଲାଗିଲାନି ଜାପାନିଜ ଏନସେଫାଲାଇଟିସ,ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା; ଚିନ୍ତାରେ ପ୍ରଶାସନ
ବାଲେଶ୍ୱର:ବାଲେଶ୍ୱର ସୋର ଠାରେ ଅଜ୍ଞାତ ମସ୍ତିଷ୍କ ରୋଗ ଏବେ ତାର କାୟା ମେଲାଇଲାଣି । ଧୀରେ ଧୀରେ କରି ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହେବାରଲାଗିଲେଣି । ସୋରର ପରୁବାଇ କନ୍ୟାଶ୍ରମର ମଧ୍ୟ ବାଳିକା ଆକ୍ରାନ୍ତଙ୍କ…
ବାମରା ବାସୀ କଲେ ରେଳ ରୋକ, ଆନ୍ଦୋଳନରେ ବସିଲେ ଶତାଧିକ ଲୋକେ
ସମ୍ବଲପୁର: ବାମରା ରେଳ ଷ୍ଟେସନରେ ଆଜି ରେଳ ରୋକ କରାଯାଇଛି । ଏକ୍ସପ୍ରେସ ରହଣି ଦାବିରେ ରେଳ ରୋକ କରାଯାଇଥିବା କଥା ସାମ୍ନାକୁ ଆସିଛି । ପୂର୍ବରୁ ରହୁଥିବା ଏକ୍ସପ୍ରେସ ପୁନର୍ବାର ରହଣି ଦାବିରେ ଆନ୍ଦୋଳନ କରାଯାଇଛି ।…