Browsing Category
ରାଜ୍ୟ
ବର୍ଷା ଓ ବଜ୍ରପାତ ନେଇ ମେ ୨୩ ପର୍ଯ୍ୟନ୍ତ ଓଡ଼ିଶାର ଅନେକ ଜିଲ୍ଲା ପାଇଁ ଚେତାବନୀ ଜାରି
ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD) ଆଗାମୀ ଚାରି ଦିନ ପାଇଁ ଓଡ଼ିଶାର ଅନେକ ଜିଲ୍ଲାରେ ବଜ୍ରପାତ ଓ ବର୍ଷା ନେଇ ଚେତାବନୀ ଜାରି କରିଛି। ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨୩ ମେ,…
ଦୀର୍ଘ ୩୦ ବର୍ଷ ପରେ ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ସ୍ଥାନ
ଭୁବନେଶ୍ୱର: ଆଜି ହେଉଛି ସୋମବାର। ଆଉ ଆଜି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ହେଲେ ଏଥିରେ କିଛିଟା ପରିବର୍ତ୍ତନ ହୋଇଛି। ତାହା ପୁଣି ଦୀର୍ଘ ୩୦ ବର୍ଷ ପରେ।
ହଁ ଦୀର୍ଘ ୩୦ ବର୍ଷ ପରେ…
Breaking: BMC କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ମଦ ବୋତଲରେ ଆକ୍ରମଣ
ଭୁବନେଶ୍ବର: ରାଜଧାନୀରେ ଅଭାବନୀୟ ଘଟଣା । BMC କର୍ମଚାରୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।
ଭିଏସ୍ଏସ୍ ଫାଣ୍ଡି ସମ୍ମୁଖରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି । କର୍ମଚାରୀଙ୍କୁ ଦୁର୍ବୃତ୍ତମାନେ ମଦ ବୋତଲରେ…
୧୩ ବର୍ଷର ଝିଅକୁ ଟାଙ୍ଗିଆରେ ହାଣିଦେଲା ଜହ୍ଲାଦ ବାପା
ବଣାଇ: ଦେଶ ତଥା ରାଜ୍ୟରେ ପ୍ରତିଦିନ ଅପରାଧ ଘଟୁଥିବା ବେଳେ ବର୍ତ୍ତମାନ ଆଉ ଏକ ଜଘନ୍ୟ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ବଣାଇରେ ଜଣେ ନାବାଳିକାକୁ ନିଜ ନୃଶଂସ ବାପା ହାଣିଦେଇଛି।
ସୂଚନାନୁଯାୟୀ, ବାପାର ଟାଙ୍ଗିଆ…
ଭୁବନେଶ୍ୱରରେ ଖୋଲିବ ଜାତୀୟ ତଦନ୍ତକାରୀ ସଂସ୍ଥାର ଶାଖା
ଭୁବନେଶ୍ୱର: ଏକ ବଡ଼ ଖବର। ଭୁବନେଶ୍ୱରରେ ଜାତୀୟ ତଦନ୍ତକାରୀ ସଂସ୍ଥାର ଶାଖା ଖୋଲିବ। ଏ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି।
ଭିଏସଏସ ନଗରରରେ ପ୍ରାରମ୍ଭିକ ଭାବେ ଏନଆଇଏର ଶାଖା କାର୍ଯ୍ୟ କରିବ…
ନଦୀ ପାଖେ ନେଉଥିଲେ ସେଲ୍ଫି, ଗୋଡ଼ ଖସି ଭାସିଗଲେ ଛାତ୍ର
ରାଉରକେଲା: କୋଏଲ ନଦୀରେ ଭାସିଯାଇ ଛାତ୍ର ନିଖୋଜ ଥିବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ସୂଚନାନୁଯାୟୀ, ଛେଣ୍ଡ୍ କଲୋନୀ ପ୍ରଧାନପାଲି ନିକଟରେ ଭାସିଯାଇ ନିଖୋଜ ଥିବା ଜଣାପଡିଛି।
ସୂଚନାନୁଯାୟୀ, ଆଇଟିଆଇ ପଢୁଥୋବା…
ନଦୀରେ ବୁଡି 2 ଯୁବକ ନିଖୋଜ, ଗାଧୋଇବା ସମୟରେ ଅଘଟଣ
କଟକ: କଟକ ସହରରୁ ଏକ ବଡ ଅଘଟଣ ଖବର ସାମ୍ନାକୁ ଆସିଛି। ଏହି ଅଭାବନୀୟ ଘଟଣା ଗାଧୋଇବା ସମୟରେ ଘଟିଥିବା ଜଣାପଡିଛି । ସୂଚନା ମୁତାବକ, କାଠଯୋଡି ନଦୀରେ 2 ଯୁବକ ବୁଡି ନିଖୋଜ ଅଛନ୍ତି। ସିଡିଏ ବୀରେନ ମିତ୍ର ପାର୍କ ନିକଟରେ…
ପୁଣି ଟ୍ରେନ ହେଲା ଲାଇନଚ୍ୟୁତ, ଚଳାଚଳ ବାଧାପ୍ରାପ୍ତ
ସୁନ୍ଦରଗଡ଼: ପୁଣି ଟ୍ରେନ ହେଲା ଲାଇନଚ୍ୟୁତ । ସୁନ୍ଦରଗଡ଼ ଜିଲ୍ଲା ବିମଳାଗଡ ରେଲୱେ ଷ୍ଟେସନ ଡ୍ୟାମ୍ ବସ୍ତି ନିକଟରେ ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଛି।
ଖବର ଅନୁଯାୟୀ, ଏହି ଲୁହାପଥର ବୋଝେଇ ଟ୍ରେନଟି…
କି ଯୁଗ ହେଲା! ପ୍ରେମ ପାଇଁ ମାଆ ନେଇଗଲା ଝିଅର ଜୀବନ
ନୂଆଦିଲ୍ଲୀ: ବିହାରର ମୁଜାଫରପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ପ୍ରେମିକକୁ ବିବାହ କରିବା ପାଇଁ ଜଣେ ମା କରିଦେଲା "ମମତା"ର ହତ୍ୟା। ଝିଅକୁ ହତ୍ୟା କରି ଏକ ସୁଟକେସରେ ଭର୍ତ୍ତି କରି ବୁଦାମୂଳେ ଫିଙ୍ଗିଦେଲା…
ଓଡ଼ିଶାରେ ଘରୋଇ ଆମ୍ବୁଲାନ୍ସ ସେବାକୁ ନିୟନ୍ତ୍ରଣ କରିବ ସରକାର
ଭୁବନେଶ୍ୱର: ଓଡ଼ିଶାରେ ଘରୋଇ ଆମ୍ବୁଲାନ୍ସ ସେବା ପାଇଁ ରାଜ୍ୟ ସରକାର ଏକ ବ୍ୟାପକ ନିୟାମକ ଢାଞ୍ଚା ପ୍ରଣୟନ କରିବେ। ଏ ସମ୍ପର୍କରେ ଏକ ନିଷ୍ପତ୍ତି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ…