Browsing Category

ରାଜ୍ୟ

ମାର୍ଚ୍ଚ ୧୦ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ; ମୋଟ ୫୩୩୭୧୨ଛାତ୍ରଛାତ୍ରୀ ଦେବେ ବୋଡ ପରୀକ୍ଷା

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଆସନ୍ତା ମାର୍ଚ୍ଚ ୧୦ତାରିଖରୁ ଆରମ୍ଭ ହେବ । ଏଥିନେଇ ପରିଷଦ ପକ୍ଷରୁ ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ମାଟ୍ରିକ୍ ପରୀକ୍ଷା…

ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ବୋମା ମାଡ; ୩ ଆହତ

ଭୁବନେଶ୍ୱର: ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ବୋମା ମାଡ ହୋଇଛି । ଫଳରେ ୩ ଜଣ ହୋଟେଲ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ତେବେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ତେବେ…

ରାଜ୍ୟର ୧୧ଟି ସରକାରୀ ହସ୍ପିଟାଲରେ ଖୋଲିବ କ୍ୟାନସର ୱିଙ୍ଗ: କାର୍ଯ୍ୟକ୍ଷମ ହେବ ୩ ସ୍ପେଶାଲ ଘରୋଇ କ୍ୟାନସର ହସ୍ପିଟାଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାର କ୍ୟାନସର ସ୍ୱାସ୍ଥ୍ୟସେବା ନେଇ ଭିତ୍ତିଭୂମି ସୁଦୃଢ଼ କରିବାକୁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ସ୍ୱାସ୍ଥ୍ୟସେବାର ଚିତ୍ର ବଦଳିବା ସହ…

Video: ଦୃଷ୍ଟିହୀନ ଯୁବକକୁ ସ୍ୱଇଚ୍ଛାରେ ସ୍ବାମୀ ଭାବେ ବରଣ କଲେ ଦିନ ମଜୁରିଆ ଝିଅ ଲକ୍ଷ୍ମୀ

ଭଞ୍ଜନଗର: ଅଗ୍ନିକୁ ସାକ୍ଷୀ ରଖି ବର-କନ୍ୟା ଙ୍କ ହାତଗଣ୍ଠି ପଡ଼ିଲା । ନବଦମ୍ପତ୍ତି ଙ୍କ ମୁହଁରେ ହସ ଫୁଟିଉଠୁଥିଲା । ଜଣେ ସବୁ ଦେଖୁଥିଲା , ଆଉଜଣେ ନୀରବରେ ଶୁଣୁଥିଲା । କାରଣ ବର ଜଣକ ଥିଲା , ଦୃଷ୍ଟିହୀନ ଯୁବକ । ସବୁ…

ବୁଲି ଯାଆନ୍ତୁ ତୋଷାଳୀ ମେଳା ସାଙ୍ଗରେ ନେଇ ଟଙ୍କା, ଡିଜିଟାଲ ପେମେଣ୍ଟ ପାଇଁ ନେଟୱର୍କ ଦେଉଛି ଧୋକା

ଭୁବନେଶ୍ୱର: ଆପଣ ତୋଷାଳୀ ମେଳା ବୁଲିବାକୁ ନିହା୍ତ ଯିବେଣି । ଭୁବନେଶ୍ୱରରେ କିଛି ମେଳା ପଡିବ ଆଉ ସେଠାରେ ଲୋକଙ୍କ ଗହଳି ଲାଗିବ ନାହିଁ ଏହା ଅସମ୍ଭବ । ତେବେ ନିକଟରେ ଆରମ୍ଭ ହୋଇ ଯାଇଛି ସପ୍ତଦଶ ତୋଷାଳୀ ଜାତୀୟ…

ରାଜ୍ୟରେ ସରକାର କିଏ ଚଳାଉଛନ୍ତି ବୋଲି ପ୍ରଶ୍ନ କରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିଲେ ଟାର୍ଗେଟ । କହିଲେ ଗୃହମନ୍ତ୍ରୀଙ୍କ ପରି ଚୁପ ରହିଛନ୍ତି କାହିିଁକି? ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟୟ ବ୍ୟବସ୍ଥାରେ ରହିଛି ବୋଲି କହି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଓଡ଼ିଶା ଲଳିତ କଳା ଏକାଡେମି ପୁରସ୍କାର ଘୋଷଣା: ବଂଶୀଧର ପ୍ରତିହାରୀ ପାଇବେ ‘ଧର୍ମପଦ ପୁରସ୍କାର

ଚିତ୍ରକଳା ଓ ସ୍ଥାପତ୍ୟ କଳା କ୍ଷେତ୍ରରେ ୨୦୨୨ ମସିହା ପାଇଁ ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାରରେ ସମ୍ମାନୀତ ହେବେ ୯୪ବର୍ଷୀୟ ବିଶିଷ୍ଟ ଚିତ୍ର ଶିଳ୍ପୀ ବଂଶୀଧର ପ୍ରତିହାରୀ । ଏଥିସହିତ ବିଶିଷ୍ଟ ଭାସ୍କର୍ଯ୍ୟ ଓ…

ଭର୍ଚୁଆଲ ହାଇକୋର୍ଟ ପାଇଁ ଏସଓପି ସହ ଗାଇଡଲାଇନ ଜାରି

ଭୁବନେଶ୍ୱର: ଓଡିଶା ହାଇକୋର୍ଟ ରାଜ୍ୟର ୧୦ଟି ଜିଲ୍ଲାରେ ଆରମ୍ଭ ହୋଇଥିବା ଭର୍ଚୁଆଲ ହାଇକୋର୍ଟ ପାଇଁ ଏସଓପି ସହ ଗାଇଡଲାଇନ ଜାରି କରିଛନ୍ତି। ମାମଲାର ଭର୍ଚୁଆଲ ଶୁଣାଣି ପ୍ରସଙ୍ଗରେ ରହିଥିବା ବ୍ୟବସ୍ଥା ଓ ନିୟମ…

ନବ ଦାସ ହତ୍ୟା ମାମଲା: କ୍ରାଇମ୍‌ସ୍ପଟ୍‌କୁ ଯିବେ ଜଷ୍ଟିସ ଦାସ, ଆଉ ୪ଦିନ ରିମାଣ୍ଡରେ ଗୋପାଳ

ଭୁବନେଶ୍ୱର:ବହୁ ଚର୍ଚ୍ଚିତ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତା’ର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି। ପାଟଣାଗଡ଼ ଡବଲ ମର୍ଡ ମାମଲାରେ ଅଭିଯୁକ୍ତ ପୁଞ୍ଜିଲାଲ ମେହେର୍ ଠାରୁ ସତ ଜାଣିବା ପାଇଁ…

ଅଶାନ୍ତ ହେଲା ଷ୍ଟିଲ ସିଟି: ରାଉରକେଲାରେ ଡବଲ ମର୍ଡର, ହତ୍ୟାର କାରଣ ଅସ୍ପଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଷ୍ଟିଲ ସିଟି ରାଉରକେଲାରୁ ଆସିଛି ଏକ ବଡ଼ ଲୋମ ଟାଙ୍କୁରା ଖବରା । ରାଉରକେଲାରେ ଘଟି ଯାଇଛି ଡବଲ ମର୍ଡର । କନଷ୍ଟ୍ରକସନ କଲୋନୀରେ ଦେଖିବାକୁ ମିଳିଛି ଏପରି ଏକ ବଡ଼ ଅଘଟଣ । ତେବେ ଗୋଟିଏ…