
Browsing Category
ରାଜ୍ୟ
(Video) ସାରା ଓଡ଼ିଶା ପାଳୁଛି ପବିତ୍ର ଓଡ଼ିଆ ନବବର୍ଷ: ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଆଜି ସାରା ଓଡ଼ିଶା ପାଳୁଛି ପବିତ୍ର ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି । ଏହିଦିନ ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିଥାନ୍ତି । ମହାବିଷୁବ ସଂକ୍ରାନ୍ତି ବର୍ଷର ପ୍ରଥମ ସଂକ୍ରାନ୍ତି । ମେଷ ରାଶିରେ…
ଓଡ଼ିଶାର ଏହି ସହର ୬ ଘଣ୍ଟା ପାଇଁ ବନ୍ଦ ରହିବ, ଜାଣନ୍ତୁ କାହିଁକି ?
ଭୁବନେଶ୍ୱର: ବିଜେପି ପକ୍ଷରୁ ୬ ଘଣ୍ଟିଆ କୁଚିଣ୍ଡା ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି ।ସମ୍ବଲପୁରରେ ହନୁମାନ ଜୟନ୍ତୀରେ ପଥରମାଡ଼ ପ୍ରତିବାଦରେ ଏହି ବନ୍ଦ…
ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ମହାବୀର ହନୁମାନଙ୍କ ଜୟନ୍ତୀ : ରାଶି ହିସାବରେ ଏହି ଉପାୟ ପାଳିଲେ ଆର୍ଥିକ ସଙ୍କଟରୁ ମିଳିବ ମୁକ୍ତି
ଆଜି ମହାବିଷୁବ ପଣା ସଂକ୍ରାନ୍ତି । ହିନ୍ଦୁମାନଙ୍କର ପ୍ରମୁଖ ପର୍ବ । ସେହିପରି ଓଡିଆ ନବବର୍ଷ ମଧ୍ୟ ଆଜିଠାରୁ ଆରମ୍ଭ । ଓଡିଶାରେ ଏହାକୁ ବର୍ଷର ପ୍ରଥମ ଦିନ ଭାବେ ଗଣନା କରାଯାଏ । ତେଣୁ ଏହାକୁ ଓଡିଆ ନୂଆ ବର୍ଷ କୁହାଯାଏ…
ସମ୍ବଲପୁରରେ ୧୪୪ ଧାରା ସତ୍ତ୍ୱେ ହେବ ଶୋଭାଯାତ୍ରା; ବିବାଦ ଅଟକେଇବା ପାଇଁ ପ୍ରଶାସନ ରେଡି
ଭୁବନେଶ୍ୱର: ପୋଲିସ ଛାଉଣୀରେ ସମ୍ବଲପୁର । କାଲି ଏଥିପାଇଁ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଥିବା ବେଳେ ଆଜି ପୂରା ସମ୍ବଲପୁରକୁ ଜଗିଛି ପୋଲିସ । ଆଜି ସନ୍ଧ୍ୟାରେ ବ୍ରକ୍ସ ହିଲ ହନୁମାନ ମନ୍ଦିରରେ ଶୋଭାଯାତ୍ରା…
ବଡ ଖବର: ରାଜ୍ୟରେ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରାଯିବ, ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ୱର: ଓଡିଶାରେ ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ପରିପ୍ରେକ୍ଷୀରେ ରାଜ୍ୟର ପ୍ରାୟ ୧୮…
(Video) ଭୁବନେଶ୍ୱରକୁ କେବେ ଆସିଲା ଉଡ଼ାଯାହାଜ? ଜନ୍ମ ଦିବସରେ ଜାଣନ୍ତୁ ରାଜଧାନୀର ଇତିହାସ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ରହିଛି ବିଜୁ ପଟନାୟକ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ । ବିଭିନ୍ନ ଦେଶକୁ ଏହିଠାରୁ ସିଧା ବିମାନ ଉଡ଼ାଣ ଭରିଥାଏ । ଯୁଦ୍ଧ ବିମାନ ଠାରୁ ଆରମ୍ଭ କରି ବାଣିଜ୍ୟ ଏବଂ ଯାତ୍ରୀବାହୀ ବିମାନ…
ହନୁମାନ ଜୟନ୍ତୀ: ସମ୍ବଲପୁରରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଅନୁଷ୍ଠିତ ହେବ
ଭୁବନେଶ୍ୱର: ପବିତ୍ର ହନୁମାନ ଜୟନ୍ତୀ ଅବସରରେ ଆସନ୍ତାକାଲି ସମ୍ବଲପୁରରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ଅନନ୍ୟା ଦାସ ସୂଚନା ଦେଇଛନ୍ତି। ସହରର ବିଭିନ୍ନ କମିଟି ସହିତ ଆଲୋଚନା ଫଳପ୍ରଦ…
୨୫ଟି ସହରର ପାରଦ ୪୦ ଉପରେ ; ସବୁଠାରୁ ଉତ୍ତପ୍ତ ସହର ବାରିପଦା
ଭୁବନେଶ୍ୱର : ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ଉତ୍ତାପରେ ଜଳୁଛି ଓଡିଶା । ରାଜ୍ୟର ମୋଟ୍ ୨୫ ଜିଲ୍ଲାର ତାପମାତ୍ରା ୪୦ ଟପିଛି । ଉପକୂଳ ଓଡିଶା ସମେତ ପଶ୍ଚିମ ଓଡିଶାର ପାରଦ ଆଜି ୪୦ ଉପରେ ଥିଲା । ରାଜଧାନୀ ଭୁବନେଶ୍ୱର, କଟକ,…
ହରିଶ୍ଚନ୍ଦ୍ର ସହାୟତା ରାଶି ବଢ଼ାଇଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେତେ ?
ଭୁବନେଶ୍ୱର: ଗରିବ ଲୋକମାନେ ଯେପରି ତାଙ୍କ ପ୍ରିୟଜନଙ୍କ ଅନ୍ତେଷ୍ଟିକ୍ରିୟା ସଂପାଦନରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ହରିଶ୍ଚନ୍ଦ୍ର ସହାୟତା ଯୋଜନା ।…
NEP-2020: ଯୁକ୍ତତିନି କଳା, ବିଜ୍ଞାନ ଓ ବାଣିଜ୍ୟରେ ସାମିଲ ହେବ ୨୦ଟି ନୂଆ ପାଠ୍ୟକ୍ରମ, ନୂଆ ଶିକ୍ଷାବର୍ଷରୁ ହେବ ଲାଗୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସ କରୁଛନ୍ତି । ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଦଶମ, କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦…