CHARIDHAM
Browsing Category

ରାଜ୍ୟ

ଇତିହାସ ରଚିଲା ଏସସିବି: ମୃତ୍ୟୁ ପରେ ବି ଜଣେ ମହିଳା ବଞ୍ଚାଇଲେ ଦୁଇଟି ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ କିଡନୀ ଡ୍ୟାମେଜ୍ ଏକ ଭୟଙ୍କର ରୋଗ । ଖରାପ, ଅଭ୍ୟାସ ଓ ପରିବର୍ତ୍ତିତ ଲାଇଫଷ୍ଟାଇଲ କାରଣରୁ ମଣିଷ ଆଜି କିଡନୀ, ଫୁସଫୁସ, ବ୍ରେନ ସହ ଜଡ଼ିତ ଅନେକ ଭୟଙ୍କର ବୀମାରୀ ସହିତ…

ଝାରସୁଗୁଡା: ଆଜିଠାରୁ ଲାଗୁହେଲା ଆଦର୍ଶ ଆଚରଣ ବିଧି; ଜାଣନ୍ତୁ ଉପନିର୍ବାଚନ ନେଇ କ’ଣ କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁପରେ ଝାରସୁଗୁଡ଼ା ବିଧାନସଭା ଆସନ ଖାଲି ପଡିଛି। ଆଜି ଝାରସୁଗୁଡା ଉପ ନିର୍ବାଚନ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ମଇ ୧୦ରେ ଭୋଟିଂ ହେବ, ମଇ…

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ଅତ୍ମହତ୍ୟା! ହଷ୍ଟେଲ୍ ଫ୍ୟାନ୍‌ରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରମାଦେବୀ ଉଚ୍ଚମାଧ୍ୟମିକ ସ୍କୁଲର ଫ୍ୟାନ୍‌ରେ ଝୁଲି ପଡ଼ିଲେ ଛାତ୍ରୀ। ଦିନ ଦ୍ୱିପ୍ରହରରେ ସ୍କୁଲ ହଷ୍ଟେଲରୁ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ। ମୃତ ଛାତ୍ରୀ ଜଣକ +୨ ଦ୍ୱିତୀୟ ବର୍ଷ କଳାରେ…

Rain Alert : ଆସନ୍ତାକାଲି ଠାରୁ ଉତ୍ତର-ପୂର୍ବ ଭାରତରେ ଏବଂ ମାର୍ଚ୍ଚ ୩୧ରୁ ଓଡିଶାରେ ବର୍ଷା ସମ୍ଭାବନା, କୁଆ ପଥର ବୃଷ୍ଟି ନେଇ ସତର୍କ ସୂଚନା

ନୂଆଦିଲ୍ଲୀ : ଭାରତର ଉତ୍ତର-ପୂର୍ବ, ଉତ୍ତର-ପଶ୍ଚିମ ଏବଂ ପୂର୍ବ ରାଜ୍ୟଗୁଡ଼ିକ ପାଇଁ ପୁଣି ଥରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଭାରତ ପାଣିପାଗ ବିଭାଗ (ଆଇଏମଡି) ର ସର୍ବଶେଷ ତଥ୍ୟ ଅନୁଯାୟୀ ଏହି…

ରାଜ୍ୟରେ ଖୁବ୍‍ଶୀଘ୍ର ପ୍ରତିଷ୍ଠା ହେବ ୧ ହଜାର ସବ୍‍ଜି କୁଲର: ବିଧାନସଭାରେ ସୂଚନା ଦେଲେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର: ରାଜ୍ୟରେ ଖୁବ୍‍ଶୀଘ୍ର ୧ ହଜାର ସବ୍‍ଜି କୁଲର ପ୍ରତିଷ୍ଠା କରାଯିବ। ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଚାଷୀମାନଙ୍କୁ ସହଯୋଗ କରିବା ପାଇଁ ସରକାର ଏହି…

ବାଜିଲା ଉପନିର୍ବାଚନ ବିଗୁଲ: ଝାରସୁଗୁଡା ହାତେଇବା ପାଇଁ ଏବେ ତିନି ଦଳ କରିବେ କସରତ

ଭୁବନେଶ୍ୱର: ମେ ୧୩ରେ ହେବ ଝାରସୁଗୁଡା ଉପନିର୍ବାଚନ । ଆଜି ଉପନିର୍ବାଚନ ପାଇଁ ବିଗୁଲ ବାଜିଛି । ତେବେ ମନ୍ତ୍ରୀ ନବ ଦାଶଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡିଥିଲା । ତେବେ ଏହା ପାଇଁ ଆଜି ତାରିଖ ଘୋଷଣା କରାଯାଇଛି ।…

ଆଜି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ମନ୍ଦିର ପ୍ରାଙ୍ଗଣରେ ଶ୍ରଦ୍ଧାଳୁଙ୍କ ଭିଡ

ଭୁବନେଶ୍ୱର: ଅନେକ ଦିନର ଅପେକ୍ଷାର ଆଜି ଅନ୍ତ ଘଟିଛି । ବହୁ ଦିନ ପରେ ପ୍ରଭୁ ଲିଙ୍ଗରାଜ ଆଜି ରୁକୁଣା ରଥରେ ଶୋଭା ପାଇବେ । କାରଣ ଆଜି ହେଉଛି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ପବିତ୍ର ରୁକୁଣା ରଥଯାତ୍ରା । ସେଥିପାଇଁ…

ଯୁକ୍ତ ୨ ପରୀକ୍ଷା ବଡ ବିଭ୍ରାଟ: ମିଳୁନି ୧୨ ଜଣ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା

ବାରିପଦା: ମାଟ୍ରିକ ପରେ ବର୍ତ୍ତମାନ ଯୁକ୍ତ ୨ ପରୀକ୍ଷାରେ ଦେଖାଦେଇଛି ବଡ ଧରଣର ବିଭ୍ରାଟ । ପିଲାମାନଙ୍କ ପରୀକ୍ଷା ପ୍ରତି ପ୍ରଶାସନର ଅବହେଳା ନୀତି ଲୋକଲୋଚନକୁ ଆସିଛି । ଯୁକ୍ତ ଦୁଇ ପରୀକ୍ଷାର ସାହିତ୍ୟ ବିଷୟର ୧୨ଟି…

VANIK କୋଚିଂ ସେଣ୍ଟର ଉପରେ GST ରେଡ୍: ଓଡ଼ିଶା ଓ କୋଲକାତାରେ ଚଢ଼ାଉ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରୁ ଆଜି ଏକ ବଡ଼ ଖବର ଆସିଛି । ରାଜଧାନୀର ଏକ ଜଣାଶୁଣା କୋଚିଂ ସେଣ୍ଟର ଭାବେ ପରିଚିତ ଥିବା ବାଣିକ୍ କୋଚିଂ ସେଣ୍ଟର ଉପରେ ଆଜି ଦ୍ରବ୍ୟ ଓ ସେବା କର (ଜିଏସଟି) ନେଇ ରେଡ୍…

କୋଣାର୍କରେ ପ୍ରତିଷ୍ଠା ହେବ ‘Asia Centre for Community Media’: ଦେଶ, ବିଦେଶର ସାମ୍ବାଦିକଙ୍କ କେନ୍ଦ୍ରସ୍ଥଳ ପାଲଟିବ ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ପ୍ରାଧାନ୍ୟ ଦେଇ ଆସିଛନ୍ତି । ରାଜ୍ୟର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜକୋଷରୁ…