
Browsing Category
ରାଜ୍ୟ
ଏହି ଉପାୟରେ H3N2 ଭାଇରସ୍ ଠାରୁ ଦୂରେଇ ରହୁନ୍ତି , ସୁରକ୍ଷା ପାଇଁ ଏହି ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ
ନୁଆଦିଲ୍ଲୀ : କୋଭିଡ୍ -୧୯ ଭଳି ବର୍ତ୍ତମାନ ଇନଫ୍ଲୁଏଞ୍ଜା H3N2 ଭାଇରସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । କିଛି ରିପୋର୍ଟ ଅନୁଯାୟୀ, ନିକଟରେ ଭାରତରେ H3N2 ରେ ପୀଡିତ ଦୁଇ ରୋଗୀଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ…
ହିନ୍ଦୋଳ ଓ ଅତାବିରା NAC ନିର୍ବାଚନ: ୬ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଲା BJD
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଏପ୍ରିଲ ମାସରେ ଅତାବିରା ଓ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ନିର୍ବାଚନ ଅନୁଷ୍ଠିତ ହେବ । ଏହି ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ ହେଉଥିବା ବେଳେ ଏହା ମଧ୍ୟରେ ନୂଆ…
କୁହୁଡ଼ିକୁ ନେଇ ସତର୍କ ରୁହନ୍ତୁ: ଭୁବନେଶ୍ୱର-କଟକ ପରିସ୍ଥିତି ବଢ଼ାଇଲା ଯାତ୍ରୀଙ୍କ ଚିନ୍ତା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ପ୍ରବଳ ଗରମରେ ରାଜ୍ୟବାସୀ ଛଟପଟ ହେବା ପରେ ଦୁଇଦିନ ହେଲା ପାଗରେ ପରିବର୍ତ୍ତନ ଆସିଛି । ରାଜ୍ୟର ଅଧିକାଂଶ ସ୍ଥାନରେ ଥଣ୍ଡା ଅନୁଭୂତ ହୋଇଛି । ତେବେ ଆଜି ସକାଳୁ ଟୁଇନ୍…
ଓଡ଼ିଶାରେ ଜଳୁଛି ଜଙ୍ଗଲ: ନିଆଁକୁ ଲିଭାଇବା ପାଇଁ ୩୯୯ଟି ନିଆଁ ଲିଭାଳି ଦଳଙ୍କୁ ନିୟୋଜିତ କରାଯାଇଛି- ବିଭାଗୀୟ ମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବାପାଇଁ ୩୯୯ଟି ନିଆଁ ଲିଭାଳି ଦଳକୁ ନିୟୋଜିତ କରାଯାଇଛି। ଆଜି ଗୃହରେ ମୁଲତବୀ ପ୍ରସ୍ତାବ ଆଲୋଚନାବେଳେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର…
କାଲି ରାଜ ରାସ୍ତାରେ ଗଡିବ ନାହିଁ ଅଟୋ, ଷ୍ଟିଅରିଂ ଛାଡ ଆନ୍ଦୋଳନରେ ସାମିଲ ହେବେ ଅଟୋ ଚାଳକ
ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହୋଇଛି ଷ୍ଟିଅରିଂ ଛାଡ ଆନ୍ଦୋଳନ । ଡ୍ରାଇଭରମାନଙ୍କ ପାଇଁ ବୀମା ଓ ପେନସନ୍ ସୁବିଧା, ସମାଜିକ ନିରାପତ୍ତା, ରାସ୍ତାକଡରେ ଶୌଚାଳୟ ଓ ବିଶ୍ରାମଗାର ନିର୍ମାଣ ସମେତ ୧୦ଦଫା ଦାବି ନେଇ…
ଓଡ଼ିଶାରେ ଠାବ ହେଲା ଆଉ ଏକ ‘ସ୍ପାଏ ପାରା’, କୋଣାର୍କ ଅଞ୍ଚଳରେ ଗତ ୮ ଦିନ ହେବ ଘୁରିବୁଲୁଛି
ପୁରୀ: ଓଡ଼ିଶାରେ ଆଉ ଏକ ସନ୍ଦେହଜନକ ପାରା ଧରାପଡିଛି । ପୁରୀ ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ନାନପୁର ଗାଁର ଜଣେ ବାସିନ୍ଦା ତାଙ୍କ ଛାତରୁ ଗୋଡରେ ଇଲେକ୍ଟ୍ରୋନିକ୍ ଉପକରଣ ଲଗାଯାଇଥିବା ସନ୍ଦେହଜନକ ପାରାକୁ ଧରିଛନ୍ତି ।…
ଦିନ ଦିପହରେ ପୋଲିସ ଉପରେ ବୋମାମାଡ଼, ରେଡ୍ କରିବାକୁ ଯାଇଥିବା ବେଳେ ଅତର୍କିତ ଆକ୍ରମଣ କଲେ ଦୁର୍ବୁତ୍ତ
ଗଞ୍ଜାମ: ଦିନ ଦିପହରେ ପୋଲିସ ଉପରେ ବୋମାମାଡ଼ କଲେ ଦୁର୍ବୁତ୍ତ। ବ୍ରହ୍ମପୁର ସହରରେ ଘଟିଛି ଏଭଳି ଘଟଣା। ଯେଉଁଠାରେ ଦୁର୍ବୁତ୍ତ ଏବଂ ପୋଲିସ ମୁହଁମୁହିଁ ହେବା ପରେ ବୋମାମାଡ଼ ହୋଇଛି। ବ୍ରହ୍ମପୁର ବଡ଼ବଜାର ଅନ୍ତର୍ଗତ…
୫-ଟି କଣ? ଶାସକଙ୍କ ପାଇଁ ଏହା ଏକ ମହାମନ୍ତ୍ର ଆଉ ବିରୋଧୀଙ୍କ ପାଇଁ …
ଭୁବନେଶ୍ୱର: ରାଜ୍ୟ ରାଜନୀତି ଗରମ ଥିବା ବେଳେ ଏବେ ବିଧାନସଭା ଗୃହର ଅବସ୍ଥା ମଧ୍ୟ କିଛି ଏହି ପରି ଗରିମ ରହିଛି । ପ୍ରତିଦିନ ବିରୋଧୀ ଶାସକ ଦଳ ମଧ୍ୟରେ ହଟଗୋଳ ଦେଖିବାକୁ ମିଳୁଛି । ଆଉ ଏହି କିଛି ଦିନ ହେବ ଗୃହରେ ୫ଟି…
ଭୂମଧ୍ୟ ସାଗରୀୟ ଜଳବାୟୁ ପରିବର୍ତ୍ତନ ପ୍ରଭାବ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡଘଡ଼ି ସହ ବର୍ଷା ହେବା ନେଇ ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୧୯ ତାରିଖ ଯାଏଁ ଭୂମଧ୍ୟ ସାଗରୀୟ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜିଠାରୁ ଆସନ୍ତା ରବିବାର ଯାଏଁ ରାଜ୍ୟରେ ବିଜୁଳି ଘଡଘଡି ସହ ଝଡ-ପବନ ଘଂଟା ପ୍ରତି ୪୦…
ରାଜ୍ୟରେ ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନ: ଦାବିଗୁଡ଼ିକ ସଂକ୍ରାନ୍ତ୍ରରେ ଆଲୋଚନା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ
ଭୁବନେଶ୍ୱର: ରାଜ୍ୟରେ ଡ୍ରାଇଭର ସଂଘ ପକ୍ଷରୁ ୧୦ ଦଫା ଦାବି ନେଇ ଷ୍ଟିଅରିଂ ଛାଡ ଆନ୍ଦୋଳନ ହେଉଛି। ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ଡ୍ରାଇଭରଙ୍କ ପାଇଁ ବୀମା, ପେନ୍ସନ୍, ସଡକ ଯାତ୍ରାବେଳେ ବିଭିନ୍ନ…