Browsing Category

ରାଜ୍ୟ

ରାଜ୍ୟରେ ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ’: ୧୮ଟି ପ୍ରସ୍ତାବକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୯ ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ୧୮ଟି ପ୍ରସ୍ତାବକୁ ମଞ୍ଜୁରୀ…

ଆଜି ଠାରୁ ମାଟ୍ରିକ ପରୀକ୍ଷା,ପିଲାଙ୍କୁ ଜଗିବ ସିସିଟିଭି

କଟକ/ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ଦ୍ୱିତୀୟ ସମ୍ମେଟିଭ୍ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହେଉଛି । ଏହା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଚଳିତ ଥର ମୋଟ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା; ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାର

ଭୁବନେଶ୍ୱର: ରାଜ୍ୟର ୫ଟି ଜିଲ୍ଲାର କେତେକ ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡିକ ହେଉଛି ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୁରଭଂଜ ଓ ବାଲେଶ୍ୱର ।…

ଟ୍ରେନିଂ ବେଳେ ଯବାନ ଆହତ, ଗୁଳି ଫୁଟି ଦୁର୍ଘଟଣା

ଭୁବନେଶ୍ୱର: ଟ୍ରେନିଂ ସମୟରେ ଗୁଳି ଫୁଟି ଜଣେ ଯବାନ ଆହତ ହୋଇଥିବା କଥା ସାମ୍ନାକୁ ଆସିଛି । ଘଟଣାଟି ଚନ୍ଦକା ଏସଓଜି କ୍ୟାମ୍ପରେ ଟ୍ରେନିଂ ବେଳେ ଅଘଟଣର ସୂଚନା ମିଳିଛି । ଯବାନ ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ…

ଏପ୍ରିଲରୁ କାର୍ଯ୍ୟକାରୀ ହେବ ଭର୍ଚୁଆଲ କୋର୍ଟ, ୩୧୭ଟି ତହସିଲରେ ଆରମ୍ଭ …

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ମାର୍ଚ୍ଚ ୨୦୨୩ ସୁଦ୍ଧା ଭର୍ଚୁଆଲ କୋର୍ଟ ଆରମ୍ଭ ହେବ ବୋଲି କୁହାଯାଉଥିବା ବେଳେ ଏପ୍ରିଲରୁ ଭର୍ଚୁଆଲ କୋର୍ଟ ଆରମ୍ଭ ହେବାକୁ ଯାଉଛି । ସୂଚନା ଅନୁସାରେ, ୩୧୭ଟି ତହସିଲରେ ଭର୍ଚୁଆଲ…

ଦିଲ୍ଲୀ ଘଟଣାର ପୁନରାବୃତ୍ତି: ଭୁବନେଶ୍ୱରରେ ସ୍କୁଟିକୁ ଘୋଷାଡ଼ି ନେଲା କାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଡିସେମ୍ବର ମାସ ୩୧ ତାରିଖ ବିଳମ୍ବିତ ରାତ୍ରିରେ ଦେଶର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଘଟିଥିବା ଏକ ମର୍ମନ୍ତୁଦ ଦୁର୍ଘଟଣା । ଏହି ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ଗୋଟିଏ…

ପରୀକ୍ଷା ସେଣ୍ଟର ଭିତରେ ବନ୍ଦ ରହିବ ଶିକ୍ଷକ ମାନଙ୍କ ଫୋନ, କପି ରୋକିବା ପାଇଁ ସ୍ୱତନ୍ତ୍ର ସ୍ୱାର୍ଡ

ଭୁବନେଶ୍ୱର: ଆସନ୍ତା କାଲି ଠାରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ତେବେ ଏହାକୁ ନେଇ ମଧ୍ୟ ସମସ୍ତ ପ୍ରସ୍ତୁତି ଚୂଡାନ୍ତରେ। କିଭଳି ଭାବରେ ପରୀକ୍ଷା ଗୁଡିକ ସୁରୁଖୁରୁରେ ହେବ ତାହାକୁ ନେଇ ବ୍ୟପକ…

(Video) ୧୨ ଘଣ୍ଟା ପରେ ବି ଲିଭୁନି ନିଆଁ: ଜଳୁଛି ପୁରୀର ଲକ୍ଷ୍ମୀ ମାର୍କେଟ୍, ଏକା କାଳିଆ ହିଁ ଆମର ଭରସା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ରାତି ୮ଟା ସମୟରେ ପୁରୀ ଟାଉନ ଥାନା ଅନ୍ତର୍ଗତ ମରିଚିକୋଟ ନିକଟସ୍ଥ ଲକ୍ଷ୍ମୀବଜାରରେ ନିଆଁ ଲାଗିଯାଇଥିଲା । ତେବେ ଏହାମଧ୍ୟରେ ୧୨ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ହେଁ ସମ୍ରାଟ…

ଆଜିଠୁ ସତର୍କ ହୁଅନ୍ତୁ ଓଡ଼ିଶାବାସୀ: ଖରାପ ତେଲ ଆପଣଙ୍କ ଦୃଷ୍ଟିଶକ୍ତି ଲୋପ କରିଦେବ! କ୍ୟାନସର, ହୃଦରୋଗ, ଶ୍ୱାସ, ମସ୍ତିଷ୍କ ସମସ୍ୟା ବଢ଼ିପାରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଆଜିକାଲି ବଜାରରେ ପନିପରିବା, ରାଶନ ସାମଗ୍ରୀଠାରୁ ଆରମ୍ଭ କରି ତେଲ ପର୍ଯ୍ୟନ୍ତ ସବୁ ଭେଜାଲ । ଗତ କିଛି ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ନକଲି, ମେଡିସିନ, ତେଲ, ସସ ଆଦି…

ହୋଲିରେ ଲିଭିଗଲା ଜୀବନ ରଙ୍ଗ: ଚିରନିଦ୍ରାରେ ଶୋଇଗଲେ ୪୩ ଜଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ଦେଶରେ ରଙ୍ଗର ପର୍ବ ହୋଲି ବଡ଼ ଧୂମଧାମରେ ପାଳନ ହେଉଥିବା ବେଳେ ଏନେଇ ଆସିଛି ଏକାଧିକ ଅଶୁଭ ଖବର । ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ସମତେ ୭ଟି ରାଜ୍ୟରେ ଘଟିଯାଇଛି ବଡ଼ଧରଣର…