Browsing Category

ରାଜ୍ୟ

ଓଡ଼ିଶାର ଅବକାରୀ ବିଭାଗରେ ଇ-ଅଫିସ୍ ଶୁଭାରମ୍ଭ

ଭୁବନେଶ୍ୱର: ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଦ୍ୱାରା ଶୁକ୍ରବାର ଅବକାରୀ ନିର୍ଦ୍ଦେଶାଳୟ ଓ ଓଡିଶା ପାନୀୟ ନିଗମରେ ‘ଇ- ଅଫିସ୍’ ର ଶୁଭାରମ୍ଭ ହୋଇଛି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ…

ଜିରୋ ନାଇଟ୍ ସେଲିବ୍ରେସନ୍: ବାଜିବନି ବାଜା, ଫୁଟିବନି ବାଣ

ଭୁବନେଶ୍ୱର: ଆଉ ମାତ୍ର କେଇଘଣ୍ଟାର ଅପେକ୍ଷା । ସବୁ ପ୍ରତୀକ୍ଷାର ଘଟିବ ଅନ୍ତ । ସାରା ବିଶ୍ୱବାସୀ ୨୦୨୨କୁ ବିଦାୟ ଦେଇ ୨୦୨୩ ବର୍ଷକୁ ସ୍ୱାଗତ କରିବେ । ଏଥିପାଇଁ ସବୁ ମହଲରେ ଚାଲିଛି ପ୍ରସ୍ତୁତି ପର୍ବ । ତେବେ…

ଜାନୁଆରୀ ୧୭ରୁ OCS ପ୍ରିଲିମ୍ ପାଇଁ ଆବେଦନ

କଟକ: ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା-୨୦୨୨ ପାଇଁ ଲୋକସେବା ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଜାନୁଆରୀ ୧୭ ତାରିଖରୁ ଆଶାୟୀ ଛାତ୍ରଛାତ୍ରୀ ଅନଲାଇନରେ ଆବେଦନ…

୨୦୨୨ ବର୍ଷରେ କ’ଣ ସବୁ ଘଟିଥିଲା: ଆସନ୍ତୁ ନଜର ନପାଇବା ଅତୀତର ଘଟଣାବଳୀ ଉପରେ, ଜାଣନ୍ତୁ ସବିଶେଷ ବିବରଣୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଦାୟ ନେବାକୁ ଯାଉଛି ୨୦୨୨, ଆଉ ପାଦ ଥାପିବ ନୂଆବର୍ଷ ୨୦୨୩ । ତେବେ ୨୦୨୨ ବର୍ଷ ଅନେକ ବିବାଦୀୟ ତଥା ସଫଳତାର ବର୍ଷ ରହିଥିଲା । ଏପରି କିଛି ଘଟଣା ମନରେ ଖୁସି ଭରିଦେଇଥିବା ବେଳେ ଆଉ କିଛି…

DIET ରେ ୧୨୦ଟି ଶିକ୍ଷକ ପଦବୀ ପୂରଣ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅନୁମୋଦନ

ଭୁବନେଶ୍ୱର: ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ୧୨୦ଟି ଶିକ୍ଷକ ପ୍ରଶିକ୍ଷକ ପଦବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନୁମୋଦନ କରିଛନ୍ତି । ଏଥିପାଇଁ ଓଡ଼ିଶା ଷ୍ଟାଫ୍ ସିଲେକ୍‌ସନ…

Odisha Civil Services Examination-2022 ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ଖାଲି ଅଛି ୬୮୩ଟି ପଦବୀ

ଚାକିରି ଅନ୍ୱେଷଣରେ ରହିଥିବା ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଓଡ଼ିଶା ପ୍ରଶାସନିକ ସେବା (ଓସିଏସ) ପରୀକ୍ଷା, ୨୦୨୨ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ ଗ୍ରୁପ-ଏ ଓ…

ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ, ବଦଳିଲେ ୧୧ ଜିଲ୍ଲାର SP

ଭୁବନେଶ୍ୱର: ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ଓଡ଼ିଶା ସରକାର । ତିନି ଆଇପିଏସ୍ ଅଧିକାରୀଙ୍କୁ ଡିଆଇଜି ଏବଂ ସିନିୟର ଆଇପିଏସ୍ ଅଧିକାରୀ ଜୟ ନାରାୟଣ ପଙ୍କଜଙ୍କୁ ଅଇଜି ର‌୍ୟାଙ୍କ୍‌କୁ ପୋନ୍ନତି କରିବା ପରେ…

ଜାନୁୟାରୀ ୭ ତାରିଖରୁ ରାଉରକେଲାକୁ ଦୈନିକ ବିମାନ ସେବା

ଭୁବନେଶ୍ୱର: ହକି ବିଶ୍ୱକପ୍‍ ଆୟୋଜନକୁ ଦୃଷ୍ଟିରେ ରଖି ଆସନ୍ତା ଜାନୁୟାରୀ ୭ ତାରିଖରୁ ରାଉରକେଲାକୁ ଦୈନିକ ବିମାନ ସେବା ଆରମ୍ଭ ହେବ । ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରୁ ରାଉରକେଲାକୁ ପ୍ରଥମ ବିମାନ ଉଡାଣ ହେବ।…

ଆଉ ମାତ୍ର ଦିନକ ପରେ ନବବର୍ଷ: ଲୋକାରଣ୍ୟ ପୁରୀ ସହର; ପର୍ଯ୍ୟଟକଙ୍କ ନିରାପତ୍ତା ଲାଗି ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆଉ ମାତ୍ର ଦିନକ ପରେ ନୂଆବର୍ଷ ଆରମ୍ଭ ହେବାକୁ ଥିବାରୁ ଛୁଟି କଟାଇବା ଲାଗି ଦେଶର ବିଭିନ୍ନ ପ୍ରାନ୍ତରୁ ପୁରୀକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି । ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ଲାଗି ସମଗ୍ର ସହର ଏବେ…

ନୂଆବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ଜାରି ହେଲା କଟକଣା; ଏହି ୨ ଦିନ ବଳବତ୍ତର ରହିବ ନିୟମ

ପୁରୀ: ବିଗତ ଦୁଇ ବର୍ଷ ହେଲା ମହାମାରୀ କରୋନା ପାଇଁ ଫିକା ପଡିଥିବା ନୂତନ ବର୍ଷ ଏଥର ଖୁବ୍ ଧୁମ୍ ଧାମରେ ପାଳନ ହେବ । ଏନେଇ ପୁରୀରେ ଭକ୍ତଙ୍କ ଭିଡ ଜମିବ ବୋଲି ।କଳନ କରାଯାଉଛି । ଯାହାକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ…