Browsing Category

ରାଜ୍ୟ

ରାଜ୍ୟରେ ବଢିବ ଶୀତର ପ୍ରକୋପ; ଖସିବ ୪ଡିଗ୍ରୀ ପାରଦ

ଭୁବନେଶ୍ୱର: ସାରା ରାଜ୍ୟରେ ବର୍ତ୍ତମାନ ଶୀତର ପ୍ରକୋପ ବଢିବାର ଲାଗିଛି । ବିଭିନ୍ନ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେବା ସହ ସକାଳ ସମୟରେ ଗାଡି ଯାତାୟତରେ ଅସୁବିଧା ହେଉଥିବା ଜଣାପଡିଛି । ତେବେ ରାଜ୍ୟରେ ଆଗକୁ ଶୀତ…

ଓଡ଼ିଶାରେ ବେଆଇନ ଲିଙ୍ଗ ନିରୂପଣ କ୍ଲିନିକ୍‌ ସଂପର୍କରେ ସୂଚନା ଦେ‌ଲେ ମିଳିବ ୨୫ହଜାର: ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ୍‌

ଭୁବନେଶ୍ବର : ବେଆଇନ ଲିଙ୍ଗ ନିରୂପଣ କରୁଥିଲେ ସାବଧାନ । ରାଜ୍ୟରେ ଏଣିକି ବେଆଇନ ଲିଙ୍ଗ ନିରୂପଣ କ୍ଲିନିକ୍‌/ହସ୍ପିଟାଲ ସଂପର୍କରେ ସୂଚନା ଦେଲେ ସୂଚନାଦାତାଙ୍କୁ ୨୫ହଜାର ଟଙ୍କା ମିଳିବ। ସୂଚନା ଦେଇଥିବା ବ୍ୟକ୍ତିଙ୍କ…

BSKYରେ ସାମିଲ ହେବ ଅଙ୍ଗ ପ୍ରତିରୋପଣ ! ଖର୍ଚ୍ଚ ସଂପର୍କରେ ଯାଞ୍ଚ କରିବା ଲାଗି DMETଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ)ରେ ଅଙ୍ଗ ପ୍ରତିରୋପଣ ଖର୍ଚ ପାଇଁ କୌଣସି ପ୍ୟାକେଜ୍‌ର ବ୍ୟବସ୍ଥା ନାହିଁ। ତେଣୁ ରାଜ୍ୟରେ ହେଉଥିବା ଅଙ୍ଗ ପ୍ରତିରୋପଣକୁ ବିଏସ୍‌କେୱାଇରେ ସାମିଲ କରିବା…

‘ପରିବର୍ତ୍ତନର ପଥେ ପଥେ’ ସ୍ୱେଚ୍ଛାସେବୀ ସଂଗଠନର ୫ମ ବାର୍ଷିକ ଉତ୍ସବ ମହା ସମାରୋହରେ ଆୟୋଜିତ

ଭୁବନେଶ୍ୱର: 'ପରିବର୍ତ୍ତନର ପଥେ ପଥେ'ର ୫ମ ବାର୍ଷିକ ଉତ୍ସବ ଶୁକ୍ରବାର ଜୟ ଭାରତ ଭବନରେ ମହା ସମାରୋହରେ ପାଳନ ହୋଇଯାଇଛି। ଏଥିରେ ଭୂବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ସୁରେଶ କୁମାର ରାଉତରାୟ, ଭୂବନେଶ୍ୱର…

ଅର୍ଚ୍ଚନା ନାଗଙ୍କ ବିଷୟରେ ଖୋଲିବ କି ଗୁମର ? ଖଗେଶ୍ୱରଙ୍କୁ ୧୦ ଦିନିଆ ରିମାଣ୍ଡରରେ ନେଲା ଇଡି

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକ୍‌ମେଲ୍ ମାମଲାରେ ଖଗେଶ୍ୱରକୁ ୧୦ ଦିନ ରିମାଣ୍ଡରରେ ନେଇଛି ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) । ଅର୍ଚ୍ଚନାର ସହଯୋଗୀ ଖଗେଶ୍ୱରକୁ ଇଡି ୧୫ ଦିନିଆ ରିମାଣ୍ଡରେ ନେବା…

ଓଡ଼ିଶାରେ ନିଯୁକ୍ତି ହେବେ ୭୫୪୦ ହାଇସ୍କୁଲ ଶିକ୍ଷକ: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ୭୫୪୦ ହାଇସ୍କୁଲ ଶିକ୍ଷକ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି…

Video: ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ଦିଲ୍ଲୀ ଫେରିଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଭାରତର ରାଷ୍ଟ୍ରପତି ଭାବେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତଥିଲା। ଗତକାଲି ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି…

Digitization ହେବ ରାଜ୍ୟ ଗ୍ରନ୍ଥାଗାର: ଅନଲାଇନରେ ପଢ଼ିହେବ ଦୁଇ ଲକ୍ଷରୁ ଅଧିକ ପୁସ୍ତକ, ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ଶିକ୍ଷାର୍ଥୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଏଣିକି ଅନଲାଇନରେ ମିଳିବ ପୁସ୍ତକ । ଏହାଫଳରେ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ଲୋକମାନେ ସହଜରେ ପୁସ୍ତକ ପଢ଼ିପାରିବେ । ଏନେଇ ଓଡ଼ିଆ…

ରାଜଧାନୀରେ ଯୁବତୀଙ୍କ ଆତ୍ମହତ୍ୟ; ମୃତ୍ୟୁର କାରଣ ଅସ୍ପଷ୍ଟ

ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ଦିନକୁ ଦିନ ଆତ୍ମହତ୍ୟା ମାମଲା ବଢିବାରେ ଲାଗିଛି । ଖାସ କରି ଯୁବପଢିମାନେ ଅଧିକ ମାତ୍ରାରେ ଏହାର ଶିକାର ହେଉଛନ୍ତି । ନିକଟରେ ଏପରି ଅନେକ ମାମଲା ଦେଖିବାକୁ ମିଳିଥିବା ବେଳେ,…

ଚିଠିରେ ଲେଖିଲେ ହଷ୍ଟେଲ କଥା, ସ୍କୁଲରେ ପହଁଚି ଭାବବିହ୍ୱଳ ହେଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଶେଷ ଦିନ । ତେବେ ସେ ଆଜି ଦୁଇଟି ସ୍କୁଲ ପରିକ୍ରମା କରିଥିଲେ । ସକାଳ ୯ଟାରେ ପ୍ରଥମେ ଖଣ୍ଡଗିରି ତପୋବନ ହାଇ ସ୍କୁଲ ଗସ୍ତ କରିଥିଲେ । ଏହାପରେ ନିଜେ…