CHARIDHAM
Browsing Category

ରାଜ୍ୟ

ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରନ୍ତୁ: ବିଜେପି

ଭୁବନେଶ୍ୱର: ସମ୍ବଲପୁରରେ ଓକିଲ ଆନ୍ଦୋଳନ ବେଳେ ହିଂସା ଘଟଣାରେ ଗିରଫ ଓକିଲଙ୍କୁ ମୁକ୍ତ କରି ସେମାନଙ୍କର ଲାଇସେନ୍ସ ସଚଳ କରିବା ନିମନ୍ତେ ବ୍ୟକ୍ତିଗତଭାବେ ହସ୍ତକ୍ଷେପ କରିବା ଲାଗି ଆଜି ବିଜେପିର ୫ ଜଣ ସାଂସଦ…

ମନ୍ଦିରକୁ ୧ ଲକ୍ଷ ଟଙ୍କା ଦାନ କଲେ ଭିକାରୁଣୀ; ଜଗନ୍ନାଥ ପରିଚାଳନା କମିଟିଙ୍କ ସୂଚନା

ଫୁଲବାଣୀ: ପୁଲବାଣୀ ଜଗନ୍ନାଥ ମନ୍ଦିରକୁ ଜଣେ ବୃଦ୍ଧା ୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ଯାହାକି ବର୍ତ୍ତମାନ ସେଠାରେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ସେହି ବୃଦ୍ଧା ଜଣକ କୌଣସି କୋଟିପତି ଘରର ମହିଳା ନୁହନ୍ତି କିମ୍ବା…

Video: ପୁଣି ବାହାହେଲେ କି ଅନୁଭବ ମହାନ୍ତି ? ସୋସିଆଲ ମିଡିଆରେ ଭାଇରାଲ ହେଉଛି ବରବେଶର ଫଟୋ

କଟକ(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ନିଜ ପାରିବାରିକ ବିବାଦକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଏହାରି ମଧ୍ୟରେ ଅନୁଭବଙ୍କୁ ନେଇ ଆସିଛି ଏକ ବଡ଼ ଖବର, ଯାହାକି ତାଙ୍କର…

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ଜମି ବିବାଦକୁ ନେଇ ଯୁବକଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ ହୋଇଛି । ଭୁବନେଶ୍ୱର ରସୁଲଗଡ଼ ଛକ ଠାରେ ଜଣେ ଯୁବକଙ୍କୁ ଏହି ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି । ଯୁବକଙ୍କୁ ମଝି ରାସ୍ତାରେ ଗୋଡ଼ାଇ ଗୋଡ଼ାଇ…

ଟିଟାନାସ ବଦଳରେ ରୋଗୀଙ୍କୁ ଦେଲେ କୁକୁର କାମୁଡା ଇଞ୍ଜେକସନ୍; ଚିକିତ୍ସାଳୟରେ ଉତ୍ତେଜନା

ବାଲେଶ୍ୱର: ଟିଟାନାସ ଇଂଜେକସନ୍ ବଦଳରେ ଦେଲେ କୁକୁର କାମୁଡା ଇଂଜେକସନ୍ । ଘଟଣାକୁ ନେଇ ସ୍ପିଟାଲ୍ ପରିସରରେ ଲାଗି ରହିଛି ଉତ୍ତେଜନା । ତେବେ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅଧିନ ବାଉଁଶବଣିଆ ପଞ୍ଚାୟତ ଛୋଟ କାନପୁର…

ଧନୁ ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି

ପୁରୀ: ଆଜି ହେଉଛି ପବିତ୍ର ଧନୁ ସଂକ୍ରାନ୍ତି । ଏନେଇ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଆରମ୍ଭ ହୋଇଛି । ଏହି ପବିତ୍ର ଦିନରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…

ଭୟଙ୍କର ସଡ଼କ ଦୁର୍ଘଟଣା; ବସ ଓଲଟି ୩୦ ଆହତ, ୧୦ ଗୁରୁତର

ମୟୁରଭଞ୍ଜ: ମୟୁରଭଞ୍ଜ ବାରିପଦାରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ଏକ ଯାତ୍ରୀବାହି ବସ ଭାରସାମ୍ୟ ହରାଇ ଓଲଟିବା ଫଳରେ ୩୦ରୁ ଅଧିକ ଯାତ୍ରୀ ଆହତ ହେବା ସହ ୧୦ ଜଣ ଗୁରୁତର ହୋଇଛନ୍ତି । ୧୮ ନମ୍ବର ଜାତୀୟ ରାଜପଥ…

ଦିଲ୍ଲୀକୁ ଟପିଯିବ ଭୁବନେଶ୍ୱରର ପ୍ରଦୂଷଣ! ଦୂଷିତ ବାୟୁ ହେବ କ୍ୟାନସରର କାରଣ, ବିଶେଷଜ୍ଞଙ୍କ ଚେତାବନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ରାଜଧାନୀ ଦିଲ୍ଲୀର ପ୍ରଦୂଷଣର ସ୍ଥିତି କଥା କାହାକୁ ବା ଅଜଣା । ଏହି ପ୍ରସଙ୍ଗ ସୁପ୍ରିମକୋର୍ଟଙ୍କ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା । ତେବେ ଜଣେ ବ୍ୟକ୍ତି ଦିନକୁ ୮ଟି ସିଗାରେଟ ଟାଣିବା…

(Video) ଓଡ଼ିଶାର ଆକାଶରେ ଦୃଶ୍ୟମାନ ହେଲା ବିରଳ ତାରା, ଆକାଶରୁ ଖସିଲା ଉଜ୍ଜ୍ୱଳ ଆଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଭାରତ ନିଜର ସର୍ବବୃହତ ମହାଅସ୍ତ୍ରର ନାଇଟ୍ ଟ୍ରାଏଲ କରିଛି । ଏହି ମହାଅସ୍ତ୍ର ମିସାଇଲ ଅଗ୍ନି-୫କୁ ଓଡ଼ିଶାର ବାଲେଶ୍ୱର ଉପକୂଳରେ ଥିବା ଅବଦୁଲ କଲାମ ଦ୍ୱୀପରୁ ପରୀକ୍ଷଣ କରାଯାଇଥିଲା ।…

ଓଡ଼ିଶାରେ ଲାଗୁ ହେବ Students Sports Policy: ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ବିଭାଗର ନୂଆ ଯୋଜନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍କୁଲ ଓ କଲେଜ ସମୟରେ ହିଁ ଅଧିକାଂଶ ଛାତ୍ରଛାତ୍ରୀଙ୍କର ପ୍ରତିଭାର ବିକାଶ ହୋଇଥାଏ । ଏହି ସମୟରେ ଛାତ୍ରଛାତ୍ରୀମାନେ ଜିଲ୍ଲା ତଥା ରାଜ୍ୟର ଅନେକ ପ୍ରତିଯୋଗିତାରେ ଭାଗ ନେଇ ନିଜ ନିଜର…