
Browsing Category
ରାଜ୍ୟ
Video: ନାଁ ଅଛି ରାସ୍ତା ଘାଟ ନା ଦୁର ହୋଇଛି ମୌଳିକ ସମସ୍ୟା, ମାଲକାନିଗିରି ପଦ୍ମପୁରରୁ ଆସିଲା ବିକାଶର ନଗ୍ନ ଚିତ୍ର
ମାଲକାନଗିରି: କଞ୍ଚା ମାଟିର ରସ୍ତା। ପାଦ ପକାଇଲେ ପଚକରି କାଦୁଆରେ ପଶି ଯାଉଛି। ଏ ରାସ୍ତା ଜଙ୍ଗଲରୁ ସହରକୁ ଭାଗ୍ୟ ନିର୍ଦ୍ଦଧାରଣ କରେ। ଆଦିବାସୀ ମାନଙ୍କୁ ଅଣ୍ଟା ସଳଖି ଛିଡା ହେବା ପାଇଁ ଆର୍ଥିକ ମେରୁଦଣ୍ଡ ପାଲଟେ। ଏ…
ରାଜଧାନୀରେ ବଢୁଛି ଗଞ୍ଜେଇ ଚୋରା ଚାଲାଣକାରୀ, ବ୍ରାଉନ୍ ସୁଗାର ମାଫିଆଙ୍କ ରାଜ୍ !
ଭୁବନେଶ୍ୱର: ରାଜଧାନୀ ତଥା ରାଜ୍ୟର ବିଭିନ୍ନ ସହରରେ ବଢୁଛି ଗଞ୍ଜେଇ ଚୋରା ଚାଲାଣକାରୀ ଏବଂ ବ୍ରାଉନ୍ ସୁଗାର ମାଫିଆଙ୍କ ରାଜ୍ । ଏହି ପରିପ୍ରେକ୍ଷୀରେ କେତେବେଳେ ନିରୀହ ଜନତାଙ୍କ ମୁଣ୍ଡ ଗଡ଼ୁଛି ତ ଆଉ କେତେବେଳେ ଏହି…
କୋଟିଆ ଅଞ୍ଚଳରେ ବାଘ ଆତଙ୍କ: ଓଡିଶା ଆନ୍ଧ୍ର ସୀମାନ୍ତରେ ଦିଶୁଛି ଖାଲି ମହାବଳର ପାଦଚିହ୍ନ
କୋରାପୁଟ: ନିଶବ୍ଦ ରାତି ସହ ବଡି ଭୋରୁ ଗାଁରେ ବୁଲୁଛି ମହାବଳ ବାଘ । ରାତି ଅଧିଆ ଗାଁ ଭିତରେ ପଶି ଶିକାର କରିବାରେ ଲାଗିଛି । ଯାହାକୁ ନେଇ ଏବେ ଓଡିଶା-ଆନ୍ଧ୍ର ସୀମାନ୍ତରେ ବଢିବାରେ ଲାଗିଛି ଆତଙ୍କ । ତେବେ ରାତିରେ…
ଚମକିବ ବରମୁଣ୍ଡା ବସଷ୍ଟାଣ୍ଡ, ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ କାର୍ଯ୍ୟର ସମୀକ୍ଷା କଲେ 5 ଟି ସଚିବ
ଭୁବନେଶ୍ୱର: ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ କାର୍ଯ୍ୟର ସମୀକ୍ଷା କଲେ 5 ଟି ସଚିବ । ରାଜଧାନୀ ଭୁବନେଶ୍ୱରକୁ ସ୍ମାର୍ଟ ସିଟି ରୂପେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ…
(Video) ୫ ଫୁଟ୍ ଲମ୍ବର ଅଜଗରକୁ ଉଦ୍ଧାର କଲେ ସ୍ନେକ୍ ହେଲ୍ପଲାଇନ ସଦସ୍ୟ: ଦୋକାନ ଭିତରେ ପଶିଥିଲା…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଜଙ୍ଗଲୀ ଜୀବଜନ୍ତୁ ଜନବସତି ମୁହାଁ ହେଉଥିବାର ନଜର ଆସିଛି । ଏବେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଠାରେ ଏକ ଦୋକାନ ଘରୁ ଉଦ୍ଧାର ହୋଇଛି ୫ ଫୁଟ୍ ର ଏକ ବିରାଟ ଅଜଗର…
(Video) ଗାଁ ଦାଣ୍ଡରେ ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରିଲେ ସ୍ୱାମୀ ଓ ଦିଅର…
ଗାଁ ଦାଣ୍ଡରେ, ସର୍ବସମ୍ମୁଖରେ ଜଣେ ମହିଳାଙ୍କୁ ଉଲଗ୍ନ କରି ମାଡ଼ । ଦୁଇଜଣ ମାଡ଼ ମାରୁଥିବା ଯୁବକ ପୁଣି ମହିଳାଙ୍କ ସମ୍ପର୍କୀୟ । ଆଉ ଏସବୁର ନିରବ ଦ୍ରଷ୍ଟା ସାଜି ଦେଖୁଥିଲେ ଗାଁଲୋକେ । କେହିବି ଉକ୍ତ ମହିଳାଙ୍କୁ…
Video: ହାଇକୋର୍ଟଙ୍କ ନିର୍ଦ୍ଦେଶର ୯ ମାସ ପରେ ମଧ୍ୟ ଘର ନ ମିଳିବାରୁ ତହସିଲ ଅଫିସ ଆଗରେ ଧାରଣା ଦେଲେ ମହିଳା
ଗଞ୍ଜାମ: ଘର ମୁକୁଳାଇବା ପାଇଁ ତହସିଲ ଅଫିସ ଆଗରେ ଧାରଣା ଦେଇଛନ୍ତି ମହିଳା। ନିଜ ମାଙ୍କ ଶେଷ ସନ୍ତକ ଘର ଟିକୁ କିପରି ମୁକୁଳାଇବେ ସେନେଇ ଧାରଣାରେ ବସିଛନ୍ତି ଜଣେ ମହିଳା। ତେବେ ଗଞ୍ଜାମ ଜିଲ୍ଲା ଆସିକା ସହରର କଳିଙ୍ଗ…
Video: ଗାଁ ମୁଣ୍ଡ ଗଛ ତଳେ ବସି ଫସଲ ଜଗୁଛି ଅସୁରୁଣୀ.. ଜଗିବା ପାଇଁ ଦିଆଯାଏ ଅମଳର ପ୍ରଥମ ଶସ୍ୟ
ରାୟଗଡ଼ା: ସାବଧାନ ଫସଲ ଜଗୁଛି ଅସୁରଣୀ। ଗାଁ ମୁଣ୍ଡ ଗଛ ତଳେ ବସି ଅସୁରୁଣୀ ଜଗିଛି ଫସଲ। ଆଉ ଫସଲ ଜଗିବା ପାଇଁ ଅସୁରୁଣୀକୁ ଦିଆଯାଏ ଅମଳର ପ୍ରଥମ ଶସ୍ୟ। ତେବେ ଆଦିବାସୀଙ୍କ ଆସ୍ଥା ଓ ବିଶ୍ୱାସର ଅନନ୍ୟ ପରମ୍ପରାକୁ ନେଇ…
ଡାକ୍ତରଙ୍କ ଅବହେଳାରୁ ଚାଲିଗଲା ୬ ଶିଶୁଙ୍କ ଜୀବନ! ୧୮ ଦିନରେ ୧୩ ନବଜାତଙ୍କ ମୃତ୍ୟୁ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ୬ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛି । ଡାକ୍ତରଙ୍କ ଅବହେଳା ଯୋଗୁ ଶିଶୁମାନଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ମେଡିକାଲ…
ବାଲି, ପାଉଁଶ, ଚିପସ୍ ଓଭରଲୋଡିଂ ଯାନରୁ ଆଦାୟ ହେବ ୨୦ ହଜାର ଫାଇନ୍: ଆସନ୍ତା ୧୯ରୁ ଚେକିଂ ଆରମ୍ଭ କରିବ STA
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ଓଭରଲୋଡ଼ି ଯାନକୁ ଆଉ ନିସ୍ତାର ନାହିଁ । ନିୟମ ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ) । ଆସନ୍ତା ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ ଏହି…