Browsing Category

ରାଜ୍ୟ

ରାଜ୍ୟସଭା ନିର୍ବାଚନ: ଆଜି ଶପଥ ନେବେ ମାନସ ଓ ସୁଲତା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ବିଜେଡିର ନବନିର୍ବାଚିତ ରାଜ୍ୟସଭା ସଦସ୍ୟ ମାନସ ରଞ୍ଜନ ମଙ୍ଗରାଜ ଓ ସୁଲତା ଦେଓ ଶୁକ୍ରବାର ଶପଥଗ୍ରହଣ କରିବେ । ରାଜ୍ୟସଭାରେ ପୂର୍ବାହ୍ନ ୧୧ଟା ସମୟରେ ଏହି ଦୁଇ ସାଂସଦ ଶପଥ ନେବେ ବୋଲି…

ବଦଳିବ ଗୋପର ଚିତ୍ର, ଖୁବ୍‌ଶୀଘ୍ର ପେଟ୍ରୋଲ, ଗ୍ୟାସ୍‌ ବାହାରିବା ପାଇଁ ଆରମ୍ଭ ହେବ ପ୍ରକିୟା, ଚାଲିଛି ଜମି ଅଧିଗ୍ରହଣ

ଗୋପ, (ଭାସ୍କର ନ୍ୟୁଜ୍‌) : ବୁଧବାର ମଧ୍ୟାହ୍ନରେ ଅଏଲ ଇଣ୍ଡିଆ କମ୍ପାନୀ ପକ୍ଷରୁ କମ୍ପାନୀର ମୁଖ୍ୟ ବି.ଏନ୍‌ ସାହୁ ଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ ଗୋପ ବ୍ଲକ ର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପହଞ୍ଚି ଗୋପ ବ୍ଲକ୍‌ର…

ଅଡ଼ସପୁର ଅଞ୍ଚଳରେ ବ୍ୟାପିଲା ସଂକ୍ରମିଣ, ବାହାରିଲେ ୩୫ ଜଣ କୋଭିଡ୍ ପଜିଟିଭ

କଣ୍ଟାପଡ଼ା, (ଭାସ୍କର ନ୍ୟୁଜ୍‌) : କଣ୍ଟାପଡା ବ୍ଲକ ଅଧିନ ଅଡସପୁର ସ୍ୱାସ୍ଥ୍ୟକେନ୍ଦ୍ର ଅଞ୍ଚଳରେ ବ୍ୟାପକ ମାତ୍ରାରରେ କୋଭିଡ୍‌ ବ୍ୟାପୁଥିବା ବେଳେ ୩୫ ଜଣ ଚିହ୍ନଟ ହୋଇଛନ୍ତି । ଉକ୍ତ ଅଞ୍ଚଳରେ ଥିବା ଏକ କଲେଜରେ ଗତ ୪…

ଦଶମ ରେଜଲ୍ଟ ଦେଖିବା ଆଗକରୁ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ନାବାଳିକା, ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି

ବ୍ରହ୍ମପୁର, (ଭାସ୍କର ନ୍ୟୁଜ୍‌): ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦର ରାଣୀ ସାହିର  କାଳିଆ ଜେନାଙ୍କ ନାବାଳିକା ଝିଅ କଳ୍ପନା ଜେନା ନିଜ ଶୋଇବା କୋଠରୀରେ କବାଟ ବନ୍ଦ କରି ନିଜ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ…

ଜନ୍ମବେଦୀରେ ନୀଳାଦ୍ରନାଥଙ୍କ ସରିଆସୁଛି ଲୀଳାଖେଳା, କାଲି ବାହୁଡ଼ିବେ ମହାବାହୁ : ଆଜି ସନ୍ଧ୍ୟା ଦର୍ଶନ, ଅପରାହ୍ଣ ୪ଟାରୁ ଦର୍ଶନ ବନ୍ଦ

ପୁରୀ, (ଭାସ୍କର ନ୍ୟୁଜ୍‌) : ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଲୀଳାଖେଳା ସରିସରି ଆସୁଛି । ଆଉ ମାତ୍ର ଗୋଟିଏ ଦିନ ପରେ ବାହୁଡ଼ିବେ ମହାବାହୁ । ଏଥିପୂର୍ବରୁ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ମହାପ୍ରଭୁଙ୍କ…

ରାଷ୍ଟ୍ରପତି ନିର୍ବାଚନ: ଆଜି ଓଡିଶା ଆସୁଛନ୍ତି ଦ୍ରୌପଦୀ ମୁର୍ମୁ, ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ଆଲୋଚନା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଆସନ୍ତା ଜୁଲାଇ ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଉଭୟ ଏନ୍‌ଡିଏ ଓ ମିଳିତ ବିରୋଧୀ ମେଣ୍ଟର ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟକୁ ତ୍ୱରାନ୍ୱିତ…

ଆସୁଛି ଦୁଇଟି ଲଘୁଚାପ: ଆଜି-କାଲି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଉତ୍ତର ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ଏହାସହ ମୌସୁମୀ ଟ୍ରାପ୍‌ ଲାଇନ୍‌ ପ୍ରଭାବରେ ମଧ୍ୟ…

BSCL ଲଞ୍ଚ କଲା ନୂଆ ଯୋଜନା: ଅଙ୍ଗାରକାମ୍ଲ ଗ୍ୟାସ୍ ହ୍ରାସ କଲେ ମିଳିବ ଅର୍ଥରାଶି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ରାଜ୍ୟ ତଥା ଦେଶରେ ଅଙ୍ଗାରକାମ୍ଲ ଗ୍ୟାସର ମାତ୍ରା ବଢ଼ିବାରେ ଲାଗିଛି । ଏହି ଗ୍ୟାସ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ସମଗ୍ର ବିଶ୍ୱ ଆଗରେ ଏକ ବିପଦ ଭାବେ ଉଭା ହୋଇଛି ।…

ଚାଲି ଚାଲି ଆସୁଛନ୍ତି ଛତିଶଗଡ଼ରୁ ପୁରୀ, କାରଣ ଜାଣିଲେ ଆପଣ ବି ଦେବେ ଧନ୍ୟବାଦ

ଛତିଶଗଡ଼ରୁ ପୁରୀ ଯାଏଁ ପାଦରେ ଚାଲି ଚାଲି ଯାଉଛନ୍ତି ଜଣେ ଯୁବକ । ଆପଣ ଭାବୁଥିବେ ଏହି ବ୍ୟକ୍ତିଙ୍କୁ କ’ଣ ଆବଶ୍ୟକତା ପଡ଼ିଲା ଯେ ସେପରି ନିଷ୍ପତ୍ତି ନେଇଛନ୍ତି । ପ୍ରକୃତରେ ସେ କାଳିଆକୁ ଦେଖା କରି ନିଜ ମନକଥା କହିବାକୁ…

ଦୈତାରୀଙ୍କୁ ନେଇ ଜଲିଉଡରେ ନୂଆ ଚର୍ଚ୍ଚା: ପାର୍ବତୀ ଗଣନାଟ୍ୟ ସହ କାହିଁକି ଚୁକ୍ତି ବାତିଲ କଲେ ଅଭିନେତା, ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ଯାତ୍ରା ଜଗତର ଜଣାଶୁଣା ଅଭିନେତା ଦୈତାରୀ ପଣ୍ଡାଙ୍କୁ ନେଇ ବହୁତ ଚର୍ଚ୍ଚା ହେବାରେ ଲାଗିଛି । ଦୈତାରୀ ୨୦୨୨-୨୩ ସିଜିନ୍ ପାଇଁ ପାର୍ବତ୍ୟ ଗଣନାଟ୍ୟ ସହ ଚୁକ୍ତି କରିଥିଲେ…