Browsing Category

ରାଜ୍ୟ

ମୋବାଇଲ ଚୋରି କରିଥିବା ଅଭିଯୋଗରେ ଯୁବକଙ୍କୁ ମାରିଲେ ମାଡ଼, ହାତଗୋଡ଼ ବାନ୍ଧି ଟ୍ରକରେ କରୁଥିଲେ ଅପହରଣ

ମୋବାଇଲ ଚୋର ସନ୍ଦେହରେ ଯୁବକକୁ ମାଡ ମାରିଲେ । ଖାଲି ମାଡ଼ ମାରିଲେନି ତ’ ହାତଗୋଡ଼ ବାନ୍ଧି ଟ୍ରକ୍ ଡାଲାରେ ପକାଇ ନେଇ ପଳାଇଯାଉଥିଲେ । ହେଲେ ଘଟଣା ବିଷୟରେ ଖବର ପାଇଁ ଉଦ୍ଧାର କରିଛି ପୋଲିସ୍ । ଏହି ଘଟଣା ଘଟିଛି ପାରଦୀପ…

RTI ପରିସରକୁ ଆସିବ ଭିଜିଲାନ୍ସ, ୨୮ ଦିନ ମଧ୍ୟରେ ପ୍ରକାଶ ପାଇବ ସଂଶୋଧିତ ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୂଚନା ଅଧିକାର ଆଇନ (ଆରଟିଆଇ)କୁ ନେଇ ଏକ ବଡ଼ ଖବର ଆସିଛି । ଏଣିକି ଆରଟିଆଇ ପରିସରକୁ ଭିଜିଲାନ୍ସ ବିଭାଗ ଆସିବ । ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା…

ଚଳିତ ବର୍ଷ ୧୭ଟି ଫସଲ ହେବ ବୀମାଭୁକ୍ତ, ମୁଖ୍ୟ ଶାସନ ସଚିବଙ୍କ ବୈଠକରେ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର କୃଷକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଚଳିତ ବର୍ଷ ୧୭ଟି ଫସଲ ବୀମାଭୁକ୍ତ ହେବ । ଉଭୟ ଖରିଫ ଓ ରବି ଋତୁ ପାଇଁ ୧୭ଟି ଫସଲକୁ ବୀମାଭୁକ୍ତ କରାଯିବ । ତେବେ ଖରିଫ ଋତୁ ପାଇଁ ୮ଟି ଓ…

ଥାନାରେ ପଶି ଗାଡ଼ି ଭାଙ୍ଗିଲେ କଂଗ୍ରେସ କର୍ମୀ: ପୋଲିସ ସହ ହେଲେ ମୁହାଁମୁହିଁ

ଥାନା ଭିତରେ ପସି ଭଙ୍ଗାରୁଜା କଲେ କଂଗ୍ରେସ କର୍ମୀ । ଖାଲି ସେତିକି ନୁହେଁ ପୋଲିସ୍ ଗାଡ଼ି ମଧ୍ୟ ଭାଙ୍ଗିଛନ୍ତି ଉତ୍ୟକ୍ତ କର୍ମୀ । ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଚିତ୍ରକୋଣ୍ଡା ଥାନାରେ । ସୋମବାର କିଛି…

ଓଡ଼ିଶାରେ ପଡ଼ିଲା ମୌସୁମୀର ପ୍ରଭାବ : ୫ ଦିନ ଯାଏଁ ଲାଗିରହିବ ବର୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସାରା ରାଜ୍ୟରେ ଆରମ୍ଭ ହୋଇଯାଇଛି ମୌସୁମୀ ବର୍ଷା । ଆସନ୍ତା ୫ ଦିନ ଯାଏଁ ବର୍ଷା ଲାଗିରହିବା ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି ।…

ହତ୍ୟା ନା ଆତ୍ମହତ୍ୟା: ରଶ୍ମୀରେଖାଙ୍କ ମୃତ୍ୟୁ ପଛର କାରଣ ଅର୍ଥ ନା ପ୍ରେମ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟେଲି ଅଭିନେତ୍ରୀ ରଶ୍ମୀରେଖା ଓଝାଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସପେନ୍ସ । ତାଙ୍କର ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ତାଙ୍କ ଝିଅକୁ ହତ୍ୟା…

ରାଜ୍ୟରେ ଧୀରେଧୀରେ ବଢ଼ୁଛି କୋଭିଡ୍ ସଂକ୍ରମଣ, ଖୋର୍ଦ୍ଧାରୁ ଚିହ୍ନଟ ହେଲେ ୩୦ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଥିଲା ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

MLA ମୋକିମଙ୍କୁ ୫ ହଜାର ଜରିମାନା ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଲାଗିଛି ଜବରଦସ୍ତ ଝଟକା । ମୋକିମଙ୍କ ପକ୍ଷରୁ ଆଗତ କରାଯାଇଥିବା ଏକ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛି । ବିଧାୟକଙ୍କ ବିରୋଧରେ ଆସିଥିବା…

ଓଡିଶାର ୧୬ ଜିଲ୍ଲାକୁ ବର୍ଷା ଏବଂ ବଜ୍ରପାତର ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି

ଭୁବନେଶ୍ୱର: ଆଜି ରାଜ୍ୟର ସମଗ୍ର ଅଞ୍ଚଳକୁ ପ୍ରବେଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏନେଇ ସୂଚାନ ଦେଇଛନ୍ତି ଭାରତୀୟ ପାଣୀପାଗ ବିଭାଗ। ଏହା ପ୍ରଭାବରେ ରାଜ୍ୟରେ ଆଗାମୀ ୪ରୁ ୫ ଦିନ ରାଜ୍ୟର ଉପକୁଳ ଓଡ଼ିଶା ସମେତ…

ଜୁନ୍ ୨୭ରୁ ପିଜି ପାଇଁ ଆବେଦନ: ଆସିଲା ବିଜ୍ଞପ୍ତି

ଭୁବନେଶ୍ୱର: କମନ ପିଜି ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ । ଜୁନ୍ ୨୭ରୁ ଏସଏଏମଏସ ଜରିଆରେ ଆବେଦନ କରାଯିବ । ଏହାର ଶେଷ ତାରିଖ ଜୁଲାଇ ୧୨ ରହିଛି । ଏହା ପରେ ଅଗଷ୍ଟ ୧ ତାରିଖରୁ…