Browsing Category
ରାଜ୍ୟ
ନିୟମିତ ରକ୍ତଦାନ କ୍ୟାନସର ଓ ହୃଦଘାତ ଆଶଙ୍କାକୁ ହ୍ରାସ କରିବ, ସୂଚନା ଦେଲେ AIIMS ବିଶେଷଜ୍ଞ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ଲୋକମାନେ ଯେତିକି ମାତ୍ରାରେ ବିଳାସ ବ୍ୟସନରେ ରହୁଛନ୍ତି, ସେହି ଅନୁପାତରେ ନାନା ରୋଗରେ ବୁଡ଼ି ରହୁଛନ୍ତି । ତେବେ ଅନେକ ଲୋକ କ୍ୟାନସର, ହୃଦରୋଗ, ଝାଡ଼ାବାନ୍ତି, ଟ୍ୟୁମର,…
ପବିତ୍ର ଦେବସ୍ନାନ ପୂର୍ଣ୍ଣିମାର ରହସ୍ୟ…
ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ମହାଆଡ଼ମ୍ବରରେ ପାଳନ କରାଯାଇଥାଏ ଦେବସ୍ନାନ ପୂର୍ଣ୍ଣିମା । ଏହି ଦିନ ପବିତ୍ର ସ୍ନାନ ମଣ୍ଡପରେ ବିଜେ କରନ୍ତି ଚତୁର୍ଦ୍ଧା ମୂର୍ତ୍ତି । ପାରମ୍ପରିକ ରୀତିରେ…
ଆଗକୁ ରାଷ୍ଟ୍ରପତି ନିର୍ବାଚନ: ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ, ମୋଦୀ-ନବୀନ ଭେଟକୁ ନେଇ ଜାତୀୟ ରାଜନୀତିରେ ଜୋରଦାର ଚର୍ଚ୍ଚା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ଦେଶରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଛି । ଏଥିପାଇଁ ଶାସକ ବିଜେପି ଓ ବିରୋଧୀ ଶିବିର ଚଳଚଞ୍ଚଳ ହୋଇ ଉଠିଛି । ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପାଇଁ ବିଜେପି…
ରାଜ୍ୟର ମେଧାବୀଙ୍କୁ ମିଳିବ ଆର୍ଥିକ ସହାୟତା: ୫ ବର୍ଷରେ ଖର୍ଚ୍ଚ ହେବ ୧୦ କୋଟି, ସିଭିଲ୍ ସର୍ଭିସ୍ କୋଚିଂ ପାଇଁ ଉଚ୍ଚଶିକ୍ଷା ବିଭାଗର ଯୋଜନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ସିଭିଲ ସର୍ଭିସ କୋଚିଂ ପାଇଁ ଉଚ୍ଚଶିକ୍ଷା ବିଭାଗ ନୂଆ ଯୋଜନା କରୁଛି । ଏନେଇ ଆସନ୍ତା ୨୧…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୩ ଜଣ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…
ମହିମାଙ୍କ ପୂର୍ବରୁ ବଲିଉଡର ଏହି ସେଲିବ୍ରେଟିଙ୍କୁ ହୋଇସାରିଛି କ୍ୟାନ୍ସର
କ୍ୟାନସର୍ ଏଭଳି ଏକ ମାରାତ୍ମକ ରୋଗ ଯାହାର ନାଁ ଶୁଣିଲେ ସମସ୍ତଙ୍କ ମନରେ ଏକ ଭୟ ଆସିଯାଏ । ଏହି ରୋଗର ଶିକାର ହୋଇ ଦୁନିଆର ବହୁ ଲୋକ ମୃତ୍ୟୁବରଣ କରିଥିବା ବେଳେ କିଛି ଲୋକ ଏହାକୁ ସଂଘର୍ଷ କରି ପୁଣିଥରେ ଏକ ନୂଆ ଜୀବନ…
ଟଙ୍କା ଦିଅ, ଶିଶୁ ପୁତ୍ରକୁ ନିଅ: ବିଲ ପାଇଁ ହଜିଗଲା ନବଜାତର ଚିହ୍ନ
ରାୟଗଡା: ରାୟଗଡାରେ ମା ଛେଉଣ୍ଡ ନବଜାତ ଶିଶୁର ମୃତ୍ୟୁକୁ ନେଇ ଉଠିଛି ଝଡ । ଗାଁର ରାଇସିଂଙ୍କ ପତ୍ନୀ କିଛି ଦିନ ପୂର୍ବେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇ ପ୍ରାଣ ହରାଇଥିଲେ । ଶିଶୁପୁତ୍ରଙ୍କ ଅବସ୍ଥା ବି ଠିକ ନଥିଲା ।…
ଗୁଳିବଦ୍ଧ ଦନ୍ତାହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଦେଖନ୍ତୁ Video
ନରସିଂହପୁର(ଓଡ଼ିଶା ଭାସ୍କର): ହାତୀର କବରସ୍ଥାନ ପାଲଟିଛି ଆଠଗଡ଼ ବନ ବିଭାଗ । ସାରା ରାଜ୍ୟରେ କିଛି ମାସ ହେବ ହାତୀ ହତ୍ୟାର ଖବର ବାରମ୍ବାର ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ନରସିଂହପୁର ବନ୍ୟାଞ୍ଚଳ ଅଧୀନ ଜୟପୁର୍…
ଓଡିଶା ପାଳୁଛି ପହିଲି ରଜ: ଭଳିକି ଭଳି ପିଠା ବାସ୍ନାରେ ମହକୁଛି ଗାଁ ଦାଣ୍ଡ, ଦେଖନ୍ତୁ ଝଲକ
ରଜ ଦୋଳି କଟମଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ । ଆଜି ପହିଲି ରଜ । କରୋନା କଟକଣା ହଟିବା ପରେ ୨ ବର୍ଷ ପରେ ଏହି ପରମ୍ପରା ପାଳନ କରୁଛନ୍ତି ରାଜ୍ୟବାସୀ । ନାନା ପ୍ରକାରର ପିଠାପଣା, ରଜପାନ ଆଉ ତା ସାଙ୍ଗକୁ ଦୋଳି ଖେଳର…
କେନ୍ଦୁଝରରେ ଅଘଟଣ: ବିଲ ଭିତରୁ ମା ଓ ପୁଅଙ୍କ ମୃତଦେହ ଉଦ୍ଧାର
ଆନନ୍ଦପୁର(ଓଡ଼ିଶା ଭାସ୍କର): ବିଲ ଭିତରେ ମାଆପୁଅଙ୍କ ମୃତଦେହ । କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ନନ୍ଦିପଦା ଥାନା ଜାବିନିପୁର ଗାଁରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁ ନିକଟ ଏକ ବିଲ ଭିତରୁ ମା ଓ ପୁଅଙ୍କ…