Browsing Category
ରାଜ୍ୟ
ପୁଣି ଠାବ ହେଲା ନକଲି କାରଖାନା, ରେଡ୍ କରି ଜବତ କଲା କମିଶନରେଟ ପୋଲିସ୍
କଟକ: ଜଗତପୁରରେ ଠାବ ହେଲା ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରି । ଶୁକ୍ରବାର ସିଏମସି, ସ୍ୱାସ୍ଥ୍ୟ ବିଭାଗ ଓ ଜଗତପୁର ପୋଲିସର ମିଳିତ ରେଡ୍ ବେଳେ ଠାବ ହୋଇଛି ଏହି ନକଲି ମୃଦୁ ପାନୀୟ କମ୍ପାନୀ । ଏଠାରେ ଅନେକ ନାମୀଦାମୀ…
ଜଗଦଗୁରୁ ଶଙ୍କାରଚାର୍ଯ୍ୟଙ୍କୁ ଭେଟିଲେ ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟନ୍ ସ୍ୱାମୀ
ପୁରୀ: ଜଗଦଗୁରୁ ଶଙ୍କାରଚାର୍ଯ୍ୟଙ୍କୁ ଭେଟିଲେ ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟନ୍ ସ୍ୱାମୀ । ଶୁକ୍ରବାର ପୁରୀ ଗୋବର୍ଦ୍ଧନ ପୀଠରେ ପହଞ୍ଚି ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରି ଆଲେଚନା କରିଛନ୍ତି…
ଚଢ଼ାଉ ବେଳେ ପ୍ରଶାସନ ସହ ମୁହାଁମୁହିଁ ହେଲେ ଗ୍ରାମବାସୀ, ଭାଙ୍ଗିଲେ ତହସିଲ ଗାଡ଼ି
ରାଜସ୍ୱ ବିଭାଗ କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ । ଅଭିଯୋଗ ପରେ ଗିରଫ ହେଲେ ସ୍ଥାନୀୟ ସରପଞ୍ଚ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜଲେଶ୍ୱର ତହସିଲ ଅନ୍ତର୍ଗତ ବାଲିଆପାଳ ଗାଁରେ । ମନେରେଗା କାର୍ଯ୍ୟ…
କୂଅରେ ଫସିଲା ଛୁଆ ହାତୀ, ଉଦ୍ଧାର କରିବାକୁ ବନ ବିଭାଗର ଉଦ୍ୟମ
ଭଞ୍ଜନଗର: ପରିତ୍ୟକ୍ତ କୂଅରେ ଫସିଲା ହାତୀ ଛୁଆ । କନ୍ଧମାଳ କରଡ଼ା ବନାଞ୍ଚଳ ବଡ଼ ବାରଦା ରେଞ୍ଜର ପଳାସପଲ୍ଲୀଠାରେ ଏକ ପରିତ୍ୟକ୍ତ କୂଅରେ ଏକ ଛୁଆ ହାତୀ ଖସିପଡ଼ିଛି । ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀଟିକୁ…
ଓଡ଼ିଶାରେ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ-ଡିଜେଲ ମୂଲ୍ୟ
ଭୁବନେଶ୍ୱର: ଶୁକ୍ରବାର ଭୁବନେଶ୍ୱରରେ ପୁଣି ବୃଦ୍ଧି ପାଇଛି ପେଟ୍ରୋଲ ଏବଂ ଡିଜେଲ ଦର । ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୩,୬୦ ଟଙ୍କା ରେକର୍ଡ ହୋଇଥିବା ବେଳେ ଡିଜେଲ ମୂଲ୍ୟ ୯୫.୧୫ ଟଙ୍କା ରହିଛି । ଏହା ପୁର୍ବରୁ…
ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଭାଇରାଲ କଲେ ଅନୁଭବ, କୋର୍ଟରେ ପହଞ୍ଚିଲେ ବର୍ଷା
କଟକ: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କର ସୋସିଆଲ ମିଡିଆ ବିବାଦ ହାଇକୋର୍ଟରେ ପହଞ୍ଚିଛି । ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ଅଭୁିନେତ୍ରୀ ବର୍ଷା ପ୍ରିୟଦର୍ଶିିନି । ସାମାଜିକ ଗଣମାଧ୍ୟମରେ…
ମଝି ଚିଲିକାରେ ଅଚଳ ହେଲା ଡଙ୍ଗା: ଫସି ରହିଛନ୍ତି ୪୦ ଯାତ୍ରୀ
ପୁଣି ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଆଜି ସକାଳେ ଜହ୍ନିକୁଦା ଘାଟରୁ ସାତପଡ଼ା ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ମଝି ଚିଲିକାରେ ଫସି ରହିଛି । ଡଙ୍ଗାରେ ସବାର ଥିବା ପ୍ରାୟ ୩୦ ରୁ ୪୦ ଯାତ୍ରୀ…
ଗଛରେ ଝୁଲୁଛି ପେନ୍ଥା ପେନ୍ଥା ଲିଚୁ: ଓଡ଼ିଶାରୁ ୯୦ ଟଙ୍କାରେ କିଣି ୨୦୦ରେ ବିକୁଛି ଆନ୍ଧ୍ର, ଚାଷୀଙ୍କୁ ଟାଗେର୍ଟ କରୁଛନ୍ତି ଆନ୍ଧ୍ର ମାଫିଆ
କୋରାପୁଟ, (ଭାସ୍କର ନ୍ୟୁଜ୍): ଖରାଦିନେ ଲିଚୁର ବେଶ ଚାହିଦା ରହିଥିବା ବଳେ ଲୋକେ ମଧ୍ୟ ଲିଚୂ ଖାଇବାର ମଜା ଉଠେଇଥାନ୍ତି ଲୋକେ । ଏବେ ଲିଚୁ ପସରା ମାନଙ୍କରେ ଗରାଖ ମାନଙ୍କର ଭିଡ ଦେଖିବାକୁ ମିଳୁଥିବା ବେଳେ ଲିଚୁ ଚାଷ…
ଶ୍ୱଶୁର ଘରେ ବିଷ ପଇ ଆତ୍ମହତ୍ୟା କଲା ଜ୍ବାଇଁ, ଆଜି ହେବ ଶବ ବ୍ୟବଚ୍ଛେଦ
ବାଲିାଟଣା (ଭାସ୍କର ନ୍ୟୁଜ୍): ବାଲିପା।ଟଣା ଥାନା ଅନ୍ତର୍ଗତ ସାହବ ନଗର ଗ୍ରାମର ପ୍ରଦିପ୍ତ କୁମାର ରାୟ (୪୫) କିଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସୂଚନାନୁଯାୟୀ, ପ୍ରଦିପ୍ତ କୁମାର ରାୟ ଓରଫ୍…
ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ଓ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍) : ଶ୍ରୀ ଭେଙ୍କଟେଶ୍ୱର ମନ୍ଦିର ପରିସରରେ ମହା ସମ୍ପ୍ରୋକ୍ଷଣମ୍ ନୀତି ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟ ସମାପନ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,…