Browsing Category
ରାଜ୍ୟ
ଗୋପାଳପୁରଠୁ ୫୧୦ କିମି ଦୂରରେ ବାତ୍ୟା ‘ଅସାନି’: ଉପକୂଳ ଜିଲ୍ଲାରେ ଆଜିଠୁ ପ୍ରବଳ ବର୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୀଷଣ ବାତ୍ୟା ‘ଅସାନି’ ଉପକୂଳର ନିକଟତର ହେବାରେ ଲାଗିଛି । ସମୁଦ୍ର ଭିତରେ ଆଗକୁ ବଢୁଛି ବାତ୍ୟା । ଗୋପଳପୁରର ଦକ୍ଷିଣ-ଦକ୍ଷିଣ ପଶ୍ଚିମକୁ ୫୧୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ।…
ଘଣ୍ଟାପ୍ରତି ୨୫ କି.ମି ବେଗ ଆସୁଛି ବାତ୍ୟା ଅସାନୀ: ଆଜିଠୁ ୩ ଦିନ ଧରି ଲାଗି ରହିବ ବର୍ଷା, ସବୁ ବନ୍ଦରରେ ୨ ନମ୍ବର ବିଦ ସଙ୍କେତ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଅସାନୀ ବର୍ତ୍ତମାନ ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଏହା ସମୁଦ୍ରରେ ଭୟଙ୍କର ରୂପ ଧାରଣ କରି ଉପକୂଳ ଆଡ଼କୁ ମାଡ଼ି ଆସୁଛି । ପୁରୀ ଠାରୁ ୬୮୦ କି.ମି.…
ଗର୍ଭବତୀ ମହିଳାଙ୍କୁ ଡାକ୍ତରଙ୍କ ମାଡ଼ ଅଭିଯୋଗ: ସିଡିଏମଓଙ୍କ ନିକଟରେ ଅଭିଯୋଗ କଲେ ୩ ପ୍ରସୂତୀ
ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ ଗର୍ଭବତୀ ମହିଳାଙ୍କୁ ପ୍ରସୂତୀ କକ୍ଷରେ ଡାକ୍ତର ମାଡ଼ ମାରିଥିବା ନେଇ ଅଭିଯୋଗ କରିଛନ୍ତି ସମ୍ପର୍କୀୟ । ଡାକ୍ତର ପ୍ରସୂତୀଙ୍କ ମୁଣ୍ଡରେ ହାତରେ ମାଡ଼ ମାରିବା ସହ କେହି କିଛି…
ଭିଜିଲାନ୍ସ ଜାଲରେ ପ୍ରକଳ୍ପ ନିର୍ଦ୍ଦେଶକ, ନଗଦ ଟଙ୍କା ଜବତ, ଏକକାଳୀନ ୩ଟି ସ୍ଥାନରେ ଚାଲିଛି ଚଢ଼ାଉ
ନବରଙ୍ଗପୁର ଜିଲ୍ଲା ପ୍ରଥମ ଶ୍ରେଣି ଜଳୀୟ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନାଙ୍କ ନିକଟରୁ ୨,୨୦,୦୦୦ ଟଙ୍କା ଜବତ କରିବା ପରେ ତାଙ୍କୁ ଅଟକ ରଖିଛି ଭିଜିଲାନ୍ସ ଟିମ୍ । ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଜେନା…
ଉଦ୍ଧାର ହେଲେ ସମୁଦ୍ରରେ ଫସିଥିବା ସମସ୍ତ ମତ୍ସ୍ୟଜୀବୀ: ଏୟାରଲିଫ୍ଟ ସାହାଯ୍ୟରେ କୂଳକୁ ଆଣିଲା ପ୍ରଶାସନ
ଗଞ୍ଜାମ: ଗଞ୍ଜାମ ସୁନାପୁରର ଗଭୀର ସମୁଦ୍ରରେ ଫସି ରହିଥିବା ୧୧ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ପ୍ରଶାସନ । ଏୟାର ଲିଫ୍ଟ ସାହାଯ୍ୟରେ ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବରେ ସମୁଦ୍ରରୁ ବାହାର…
ଫେରିବା ବେଳେ ଡଙ୍ଗାରେ ହେଲା ଯାନ୍ତ୍ରିକ ତ୍ରୁଟି: ଗଭୀର ସମୁଦ୍ରରେ ଫସି ରହିଛନ୍ତି ୧୧ ମତ୍ସଜୀବୀ
ଭୁବନେଶ୍ୱର: ବାତ୍ୟା ଅସାନୀ ପ୍ରଭାବରେ ଅଶାନ୍ତ ହେଉଛି ସମୁଦ୍ର । ଉପକୂଳ ଅଞ୍ଚଳରେ ବର୍ଷା ମଧ୍ୟ ଆରମ୍ଭ ହୋଇଗଲାଣି । ଏହାରି ମଧ୍ୟରେ ଆସିଛି ଏକ ଛାତିଥରା ଘଟଣା । ଅଶାନ୍ତ ହେଉଥିବା ଏହି ସମୁଦ୍ର ଭିତରେ ଫସି ରହିଛନ୍ତି…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ: ସତ୍ୟପାଠ ଦାଖଲ କଲା ASI, ଅନୁମତି ଦେଇନଥିବା ନେଇ କହିଲା ଏଏସଆଇ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଲାଗିରହିଛି । ଏପଟେ ସୋମବାର ହାଇକୋର୍ଟରେ ମାମଲାର ଶୁଣାଣି ହୋଇଛି । ଶୁଣାଣିରେ ଏଏସଆଇ ମାମଲାର ସତ୍ୟପାଠ ଜାରିକରିଛି । ସତ୍ୟପାଠରେ ଏଏସଆଇ ବିନା ଅନୁମତିରେ ମନ୍ଦିର…
କିଏ ଏହି କିଶୋର ମହାନ୍ତି? : ଯାହାଙ୍କ ଆହ୍ୱାନରେ ସଂଗ୍ରହ ହେଲା ବିଜୁବାବୁଙ୍କ ଓଜନର ସହ ସମାନ ଓଜନର ରକ୍ତ
ବ୍ରଜରାଜନଗର ଉପନିର୍ବାଚନ ପାଇଁ ତାରିଖ ଏବଂ ପ୍ରାର୍ଥୀ ଘୋଷଣା ହୋଇସାରିଛି । ଅଞ୍ଚଳର ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ଅକାଳ ବିୟୋଗ ପରେ ଏଠାରେ ଉପନିର୍ବାଚନ ହେବାକୁ ଯାଉଛି । ତେଣୁ ବ୍ରଜରାଜନଗର ଉପରେ ସମସ୍ତଙ୍କ…
ବ୍ରଜରାଜନଗର ଉପ-ନିର୍ବାଚନ: କିଶୋର ପଟେଲ କଂଗ୍ରେସ ପ୍ରାର୍ଥୀ, ୧୧ ରେ ନାମାଙ୍କନ ଭରିବାର ଶେଷ ତାରିଖ
ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । କିଶୋର ପଟେଲଙ୍କୁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ପୂର୍ବରୁ ବିଜେଡି ଉପନିର୍ବାଚନ ପାଇଁ ସ୍ୱର୍ଗତ କିଶୋର ମହନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ…
କଟକର ନୂଆ ଡିସିପି ଭାବେ ଦାୟିତ୍ବ ଗ୍ରହଣ କଲେ ପିନାକ ମିଶ୍ର, ଗତ ସପ୍ତାହରେ ହୋଇଥିଲା ବଦଳି
କଟକ ନୂଆ ଡିସିପି ଭାବରେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ପିନାକ ମିଶ୍ର । ଗତ ସପ୍ତାହରେ କଟକ ଡିସିପି ଭାବରେ ପିନାକଙ୍କର ବଦ ବଦଳି ହୋଇଥିଲା । ପୁର୍ବରୁ ସେ ବ୍ରହ୍ମପୁର ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ଭାବରେ କାର୍ଯ୍ୟ…