Browsing Category
ରାଜ୍ୟ
ବ୍ରଜରାଜନଗର ଉପ-ନିର୍ବାଚନ: ବିଧାୟକ ପ୍ରାର୍ଥୀ ଘୋଷଣା କଲା BJD, ଜାଣନ୍ତୁ କାହାକୁ ବାଛିଲେ ନବୀନ?
ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଆରମ୍ଭ ହୋଇଛି ରାଜନୀତି । ପ୍ରତ୍ୟେକ ଦଳ ନିଜ ନିଜର ବିଧାୟକ ପ୍ରାର୍ଥୀ ଚୟନ କରିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ବ୍ରଜରାଜନଗର…
ଏସିଡ୍ ଆକ୍ରମଣକାରୀଙ୍କୁ ୧୪ ବର୍ଷ ଜେଲ୍ : ଜଗତସିଂହପୁର ମହିଳା କୋର୍ଟ
ଜଗତସିଂହପୁର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ପ୍ରମୋଦିନୀ ରାଉଳ ଏସିଡ୍ ମାଡ଼ ମାମଲାରେ ଆଜି ବଡ଼ ଖବର । ଏହି ମାମଲାରେ ୨ ଅଭିଯୁକ୍ତଙ୍କୁ ୧୪ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ହୋଇଛି । ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଓ ତାର…
SCBରେ ଆରମ୍ଭ ହେଲା ଅନଲାଇନ୍ OPD ସେବା: ରୋଗୀଙ୍କୁ ଆଉ ଧାଡ଼ିରେ ଘଣ୍ଟା ଘଣ୍ଟା ଛିଡ଼ା ହେବାକୁ ପଡ଼ିବନି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ (ଏସସିବି)ରେ ଅନଲାଇନ୍ ଓପିଡି ସେବା ଆରମ୍ଭ ହୋଇଛି । ସ୍ପେଶାଲିଷ୍ଟ ଓ ଜେନେରାଲ ଆଉଟଡୋର ପାଇଁ ଅନଲାଇନ୍ ଟିକେଟ…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୮ ଜଣ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…
ଇସ୍ତଫା ଦେଲେ ଜିଲ୍ଲା BJP ସଭାପତି, ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ଦଳକୁ ଝଟକା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଉପନିର୍ବାଚନକୁ ନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ତତ୍ପର ହୋଇ ଉଠିଛନ୍ତି । ଇତିମଧ୍ୟରେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ଉପନିର୍ବାଚନ ପାଇଁ…
ସ୍କୁଲ ଭ୍ୟାନରେ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ
ବିନିକା(ଓଡ଼ିଶା ଭାସ୍କର): ବିନିକାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସ୍କୁଲ ଭ୍ୟାନରେ ଅଚାନକ୍ ନିଆଁ ଲାଗିଯାଇଥିବା ବେଳେ ସେଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଛାତ୍ରଛାତ୍ରୀ । ଭ୍ୟାନରେ ଥିବା ୧୨ ଛାତ୍ରଛାତ୍ରୀଙ୍କ ଉପରୁ…
ପୁରୀଠାରୁ ୯୦ କିମି ଦୂରରେ ଯିବ ବାତ୍ୟା ଅସାନୀ, ଏହି ସବୁ ଜିଲ୍ଳାକୁ ଆଲର୍ଟ ଜାରି: ଏସ୍ଆରସି
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ବାତ୍ୟା ଅସାନୀ ଏବେ ପୁରୀଠାରୁ ଦକ୍ଷିଣ- ଦକ୍ଷିଣ ପୂର୍ବ ଦିଗରେ ୯୨୦ କିଲୋମିଟର ଦୂରରେ ରହିଛି । ଏହା ୧୦ ତାରିଖ ସନ୍ଧ୍ୟା ସମୟରେ ଓଡ଼ିଶା ଓ ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିବ ।…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ଼ ଅଭିନେତା ଅର୍ଜୁନ ରାମପାଲ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ବଲିଉଡ଼ ଅଭିନେତା ଅର୍ଜୁନ ରାମପାଲ ଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଟ୍ୱିଟ କରି ଏହି ସୂଚନା…
ବଡ଼ଗଡ଼ରେ ଝାଡ଼ାବାନ୍ତି ଆତଙ୍କ: ୨୫ରୁ ଅଧିକ ଆକ୍ରାନ୍ତ, ୧୫ଟା ଗ୍ରାମ ପ୍ରଭାବିତ
ଗଞ୍ଜାମ (ଭାସ୍କର ନ୍ୟୁଜ୍): ସୋରଡା ବ୍ଲକ ବଡ଼ଗଡ଼ରେ ଝାଡ଼ାବାନ୍ତି ଆତଙ୍କ । ପ୍ରତିଦିନ ବଡ଼ଗଡ଼ ମେଡିକାଲରେ ଭର୍ତ୍ତି ହେଉଛନ୍ତି ୨୫ରୁ ଉର୍ଦ୍ଧ ରୋଗୀ । ବଡଗଡ଼ ଓ ଏହାର ଆଖପାଖ ଅଞ୍ଚଳ ସିଙ୍ଗିପୁର, ସିଦ୍ଧପୁର, ଗାଙ୍ଗପୁର,…
ପୁରୀଠାରୁ ୭୪୦ କିମି ଦୂରରେ ବାତ୍ୟା ‘ଅସାନି’: ୧୦ରୁ ୧୨ ପ୍ରବଳ ବର୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୀଷଣ ବାତ୍ୟାର ରୂପ ନେଇ ‘ଅସାନି’ ଉପକୂଳର ନିକଟତର ହେଉଛି । ପୁରୀଠାରୁ ଉତ୍ତର-ଉତ୍ତରପୂର୍ବ ଦିଗରେ ୭୪୦ କିମି ଦୂରରେ ତାହା କେନ୍ଦ୍ରୀଭୂତ ହୋଇଛି । ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି…