Browsing Category

ରାଜ୍ୟ

ଗଭୀର-ଅବପାତରେ ପରିଣତ ହେଲା ଅବପାତ, ଆସନ୍ତା କାଲି ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହେବା ସମ୍ଭାବନା

ଭୁବନେଶ୍ୱର: ତୀବ୍ର ଗତିରେ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ିଆସୁଥିବା ସାମ୍ଭାବ୍ୟ ବାତ୍ୟା ଗଭୀର-ଅବପାତ ରେ ପରିଣତ ହୋଇଛି । ଆସନ୍ତା କାଲି ସକାଳ ସୁଦ୍ଧା ଏହା ବାତ୍ୟା ଏବଂ ସନ୍ଧ୍ୟା ସୁଦ୍ଧା ଭୀଷଣବାତ୍ୟା ରେ ପରିଣତ ହେବାର…

ସମ୍ଭାବ୍ୟ ବାତ୍ୟା ନେଇ ଏସଆରସିଙ୍କ ପ୍ରେସମିଟ୍: ଓଡ଼ିଶା ଉପକୂଳ ଛୁଇଁବାକୁ ନେଇ କ’ଣ କହିଲେ ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । ଏହାରି ମଧ୍ୟରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ବା ଏସଆରସି…

ପୁରୀଠାରୁ ୧୩ ଶହ କିମି ଦୂରରେ ଅବପାତ: ୮ ବେଳକୁ ଅଧିକ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ରେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଣ୍ଡାମାନ ଆଇଲ୍ୟାଣ୍ଡର ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ଅବପାତର ସ୍ଥିତିକୁ ନେଇ ଆଜିଛି ତାଜା ଅପଡେଟ୍ । ପୋର୍ଟବ୍ଲେୟାର ଠାରୁ ୩୦୦ କିମି ଦୂରରେ ଅଛି ଅବପାତ । ପୁରୀର ଦକ୍ଷିଣ ଦକ୍ଷିଣ ପୂର୍ବରେ…

ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୬ ଛାତ୍ରଛାତ୍ରୀ ଅସୁସ୍ଥ

ଖୋର୍ଦ୍ଧା(ଓଡ଼ିଶା ଭାସ୍କର): ଅସ୍ୱାସ୍ଥ୍ୟକର ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ମାମଲା ତ ଆପଣ ଅନେକ ଶୁଣିଥିବେ । ପ୍ରଶାସନର ଅନେକ ପଦକ୍ଷେପ ପରେ ବି ବଦଳୁନି ବ୍ୟବସ୍ଥା । ଏହାରି ମଧ୍ୟରେ ଏପରି ଏକ…

ଲ୍ୟାଣ୍ଡଫଲ୍ କରିବନି ବାତ୍ୟା, କିନ୍ତୁ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହେବ ପ୍ରବଳ ବର୍ଷା: IMD ଡିଜି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ହେବାକୁ ଥିବା ବାତ୍ୟା ବିଷୟରେ ଆସିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ସୁଦୃଶ୍ୟ ଲଘୁଚାପ ଝନୀଭୂତ ହୋଇ ୬ ଘଣ୍ଟାରେ ଅବପାତରେ ପରିଣତ ହେବ । ୮ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ।…

ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଜାମିନ୍, ବିଡିଓଙ୍କ ମାଡ଼ ମାରିବା ଅଭିଯୋଗରେ…

ଦେବଗଡ଼(ଓଡ଼ିଶା ଭାସ୍କର): ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ମିଳିଲା ଜାମିନ୍ । ବିଧାୟକ ସୁବାସ ଓ ୨ ସହଯୋଗୀଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଇଛନ୍ତି ଜିଲ୍ଲା ଜଜ୍ । ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ…

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଏଣିକି କମର୍ସ ଗ୍ରାଜୁଏଟ୍ ଓ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀ ହୋଇପାରିବେ ସରକାରୀ ଶିକ୍ଷକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର । ଏଣିକି କମର୍ସ ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ଛାତ୍ରଛାତ୍ରୀମାନେ ସରକାରୀ ଶିକ୍ଷକ ପଦରେ ନିଯୁକ୍ତି ପାଇପାରିବେ । କମର୍ସରେ…

ବ୍ରଜରାଜନଗର ଉପନିର୍ବାଚନ: ବିଧାୟକ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କିଏ

ଝାରଗୁଡୁଡ଼ା(ଓଡ଼ିଶା ଭାସ୍କର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଆରମ୍ଭ ହୋଇଛି ରାଜନୀତି । ପ୍ରତ୍ୟେକ ଦଳ ନିଜ ନିଜର ବିଧାୟକ ପ୍ରାର୍ଥୀ ଚୟନ କରିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ବ୍ରଜରାଜନଗର…

ଗତିପଥ ବଦଳାଇବ ବାତ୍ୟା: ୧୦ ଓ ୧୧ରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ହେବାକୁ ଥିବା ବାତ୍ୟା ଗତିପଥ ବଦଳାଇବ । ୧୦ରେ ବାତ୍ୟା ଗତିପଥ ବଦଳାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା…

ଅଗ୍ନିଶମ ଡିଜିଙ୍କ ପ୍ରେସମିଟ୍: ବାତିଲ ହେଲା ସରକାରୀ କର୍ମଚାରୀଙ୍କ ଛୁଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ଭାବ୍ୟ ବାତ୍ୟା ଆସାନର ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଶନିବାର ଅଗ୍ନିଶମ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ ଏକ ପ୍ରେସମିଟ୍ କରି ସମସ୍ତ ସରକାରୀ…