Browsing Category

ରାଜ୍ୟ

ଜନପ୍ରତିନିଧିଙ୍କୁ ମିଳିବ ଉପଯୁକ୍ତ ସମ୍ମାନ: ଅଫିସରଙ୍କୁ ସାବାଡ଼ କରିବାକୁ ଆସିଲା କଠୋର ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ଜନପ୍ରତିନିଧିଙ୍କୁ ଉଚିତ୍ ସମ୍ମାନ ପ୍ରଦର୍ଶନ କରିବାକୁ ବାଧ୍ୟହେବେ ଅଫିସରମାନେ । ଜନନେତାଙ୍କ କଥା ମାନୁନଥିବା, ସମ୍ମାନ ଦେଉନଥିବା ନେଇ ପୂର୍ବରୁ ଅଫିସରଙ୍କ ନାମରେ ଅଭିଯୋଗ ହୋଇ…

ରାଜ୍ୟରେ କମୁଛି କୋଭିଡ୍ ସଂକ୍ରମଣ: ଆଜି ୩ ହଜାର ତଳେ ପଜିଟିଭ୍ ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…

ରାଜ୍ୟରେ ପୁଣି ବଢ଼ିଲା ମୃତ୍ୟୁସଂଖ୍ୟା: ଆଜି କରୋନା ନେଲା ୨୨ ଜଣଙ୍କ ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ଗତ କିଛି ଦିନ ଧରି…

ଦଳବିରୋଧୀ କାର୍ଯ୍ୟ ପାଇଁ ୧୯ ଜଣଙ୍କୁ ବହିଷ୍କାର କଲେ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦଳ ବିରୋଧୀ କାର୍ଯ୍ୟ ପାଇଁ ୧୯ ଜଣ ବିଜେପି କର୍ମୀଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଏହି କର୍ମୀମାନେ ଦଳବିରୋଧୀ ଓ ଦଳୀୟ ଅନୁଶାସନ ଭଙ୍ଗ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଜିଲ୍ଲା…

“ପିଲାଙ୍କ ପାଇଁ ବିଜ୍ଜନକ ନୁହେଁ ଓମିକ୍ରୋନ’, ସଂକ୍ରମିତ ପିଲାଙ୍କ ଠାରେ ସାମାନ୍ୟ ଜ୍ୱର ସହ ଥଣ୍ଡା ଲକ୍ଷଣ ଥାଏ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ପିଲାଙ୍କ ପାଇଁ ଆଦୌ ବି ଦଜନକ ନୁହେଁ ଓମିକ୍ରୋନ । ବର୍ତ୍ତମାନ ସୁଦ୍ଧା ଓମିକ୍ରୋନରେ କୌଣସି ପିଲା ଗୁରୁତର ହେବା ଘଟଣା ଜଣାପଡ଼ିନାହିଁ । ଯଦିଓ ଏଥିରେ ପିଲାମାନେ ସଂକ୍ରମିତ ହୋଇଛନ୍ତି…

ଭୁଜାଲି ଦେଖାଇ ମାଛ ବ୍ୟବସାୟୀ ଲୁଟି, ଗାଡ଼ି ସହ ଦୁର୍ବୃତ୍ତ ନେଇଗଲେ ୪୫ ହଜାର ଟଙ୍କା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଗତକାଲି ବିଳମ୍ବିତ ରାତିରେ ବାଳକାଟୀ ଅଞ୍ଚଳର ଦୁଇ ମାଛ ବ୍ୟବସାୟୀ ଅରୁଣ କୁମାର ବେହେରା ଓ ତ୍ରିଲୋଚନ ବେହେରା ଲୁଟର ଶିକାର ହୋଇଛନ୍ତି । ସେମାନେ ୪୫ହାଜର ଟଙ୍କା ନିଜ ଗାଡି…

ସୋମବାରଠୁ ଖୋଲିବ ଏମ୍‌ସ ଓପିଡି, ଟ୍ବିଟ୍‌ କରି ସୂଚନା ଦେଲେ କର୍ତ୍ତୃପକ୍ଷ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ରାଜ୍ୟରେ କରୋନା ସଂକ୍ରମଣ ଯୋଗୁଁ ଗତ ମାସ ୧୭ ତାରିଖରୁ ଭୁବନେଶ୍ୱର ଏମ୍‌ସର ଓପିଡି ସେବା ବନ୍ଦ ରହିଥିବାବେଳେ ଆସନ୍ତା ୭ ତାରିଖ ସୋମବାରଠାରୁ ଏହା ପୁଣି ଥରେ ଚାଲୁ ହେବ ବୋଲି ଏମ୍‌ସ…

ଶସ୍ତା ଲୋକପ୍ରିୟତା ପାଇଁ ଅଡୁଆରେ ପପୁ ପମପମ୍: ମିଷ୍ଟର କହ୍ନେୟାର ଗୀତକୁ ନେଇ ଧୋଇଲେ ବଜରଙ୍ଗ ଦଳର କର୍ମୀ [VIDEO]

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଥରେ ଅଡ଼ୁଆରେ ଓଡ଼ିଆ ସିନେ ତାରକା ପପୁ ପମପମ୍ । ତତ୍ୱ ପ୍ରକାଶ ଶତପଥୀ ଓରଫ୍ ପପୁ ପମପମଙ୍କ ନୂଆ ସିନେମା ମିଷ୍ଟର କହ୍ନେୟାର ଟାଇଟଲ ଏବଂ ଗୋଟିଏ ଗୀତକୁ ନେଇ ଦେଖା ଦେଇଛି ବିବାଦ ।…

ପୁଣି ମାତିଲେ ମାଓବାଦୀ: ରାସ୍ତା ନିର୍ମାଣକୁ ବିରୋଧ କରି ବସ୍ ଜାଳିଦେଲେ

ମାଲକାନଗିରି(ଓଡ଼ିଶା ଭାସ୍କର): ସୀମାନ୍ତରେ ପୁଣି ତାଣ୍ଡବ ରଚିଲେ ମାଓବାଦୀ । ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ଅଜିନ ମାଓବାଦୀ ମାନେ ନିଜର ସ୍ତିତି ଜାହିର କରିବାକୁ ପୁଣି ହିଂସାକାଣ୍ଡ ଘଟାଇ ଛନ୍ତି ।…

ପ୍ଲାଟଫର୍ମରେ ପଶିଗଲା ବିରାଟ ଅଜଗର: ଉଦ୍ଧାର କଲା ବନ ବିଭାଗ

ରାଉରକେଲା: ରାଉରକେଲା ଷ୍ଟେସନରୁ ଉଦ୍ଧାର ହୋଇଛି ଏ ବିରାଟକାୟ ଅଜଗର । କୌଣସି ସ୍ଥାନରୁ ସାପଟି ୧ ନମ୍ବର ପ୍ଲାଟଫର୍ମ ଭିତରକୁ ପଶି ଆସିଥିଲା । ତେବେ ପ୍ଲାଟଫର୍ମରେ ସାପ ଦେକି ଭୟଭୀତ ହୋଇ ଉଠିଥିଲେ ଉପସ୍ଥିତ ସମସ୍ତ…