Browsing Category
ରାଜ୍ୟ
ବୟସରେ ୩୭ ବର୍ଷର ଫରକ; ପ୍ରେମ ବିବାହ ପରେ ଏବେ ସନ୍ତାନ…
କୁହାଯାଏ ପ୍ରେମ ମାନେନି ପ୍ରତିବନ୍ଧକ । ପ୍ରେମ ଦେଖେନାହିଁ ଜାତି, ବୟସ, ଧର୍ମ । ପ୍ରେମ କେତେବେଳେ କାହାକୁବି କାହପାଇଁ ହୋଇଯାଏ । ଏହିଭଳି ପ୍ରେମର ଏକ ଉଦାହରଣ ଦେଖିବାକୁ ମିଳିଛି ରୋମ୍ ଜର୍ଜିଆ ସହରର ଦମ୍ପତି କୁରାନା…
ଚକଲେଟ୍ ରାପରରେ ପ୍ରଭୁ ଜଗନ୍ନାଥ: KitKat କମ୍ପାନୀ ବିରୋଧରେ ଥାନାରେ ମାମଲା[video]
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନିତ କରିଥିବା ଅଭିଯୋଗରେ ଚକୋଲେଟ୍ କମ୍ପାନୀ ବିରୋଧରେ ଥାନାରେ ଦାୟର ହୋଇଛି ମାମଲା । ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କୁ ଚକୋଲେଟ୍ ରାପରରେ…
ବିଶ୍ୱ ରେକର୍ଡ କଲେ କମଳାକାନ୍ତ: ଭାଙ୍ଗିଲେ ମାରିଓଙ୍କ ରେକର୍ଡ
ବିଶ୍ୱ ରେକର୍ଡ କଲେ ପୁରୀର କମଳାକାନ୍ତ ନାୟକ । ହ୍ୱିଲ ଚେୟାରରେ ୨୧୫ କିମି ଅତିକ୍ରମ କରି ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲେ କଳାକାନ୍ତ । ତେବେ ଭାଇର ରେକର୍ଡରେ ଖୁସି ବ୍ୟକ୍ତ କରିଛନ୍ତି କମଳାକାନ୍ତଙ୍କ ସାନ…
ବ୍ୟାଙ୍କରୁ ଚୋରି ଘଟଣାର ଫର୍ଦ୍ଦାଫାସ, ପୂର୍ବତନ କର୍ମଚାରୀ ଗିରଫ
ଲକ୍ଷ୍ମୀପୁର(ଓଡ଼ିଶା ଭାସ୍କର): କୋରାପୁଟ ଜିଲ୍ଲାର ନାରାୟଣପାଟଣା ଲକ୍ଷ୍ମୀପୁର ଏସବିଆଇ ଶାଖାରୁ ସୁନା ଗହଣା ଲୁଟ ଘଟଣାର ପର୍ଦ୍ଦାଫାସ ହୋଇଛି । ଚୋରି ଅଭିଯୋଗରେ ବ୍ୟାଙ୍କର ପୂର୍ବତନ କର୍ମଚାରୀ ଶେଖର କୁଳଦିପିଆ ଗିରଫ…
(ଭିଡିଓ) ଖେଳୁଥିବା ବେଳେ ଫାଟିଲା ମୋବାଇଲ ବ୍ୟାଟେରୀ; ଆହତ ଅବସ୍ଥାରେ ନାବାଳକକୁ ହସ୍ପିଟାଲରେ ଭର୍ତ୍ତି
ଫାଟିଲା ମୋବାଇଲ ବ୍ୟାଟେରୀ ଆଉ ଏଥିରେ ଆହତ ହେଲେ ନାବାଳକ । ନବରଙ୍ଗପୁର ଜିଲ୍ଲା ଡାବୁଗାଁରେ ଏଭଳି ଘଟଣା ଘଟିଛି । ଆହବଡ ଅଳମା ଚେରାଗୁଡା ଗାଁର ବୈଦ୍ୟ ନାଥ ଭତ୍ରାଙ୍କ ପୁଅ ଅନନ୍ତ ଭତ୍ରା ଆହତ ହୋଇଛନ୍ତି ।
ସୂଚନା…
ଗୁଡ଼ି ଉଡାଉଥିବା ବେଳେ ପୋଲିସ ହାବୁଡରେ ପଡିଲା ବାଳକ; ତା’ପରେ କଣ ହେଲା ଦେଖନ୍ତୁ ଏହି ମଜାଦାର ଭିଡିଓ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ନିକଟରେ ମାଞ୍ଜା ସୂତା କାରଣରୁ ଜଣଙ୍କର ଜୀବନ ଚାଲି ଯାଇଥିବା ବେଳେ କିଛି ଲୋକ ଆହତ ମଧ୍ୟ ହୋଇଥିଲେ । ଏପରି ସ୍ଥିତିରେ ଗୁଡି ଉଡାଇବା ଉପରେ କଟକଣା ମଧ୍ୟ ରହିଛି । ତେବେ କୋମଳମତି ଶିଶୁଙ୍କ…
ହାତରେ ମାଞ୍ଜା ସୂତା ସହ ନଟେଇ ଧରି ଗୁଡ଼ି ଉଡ଼ାଉଛି ମାଙ୍କଡ, ଦେଖନ୍ତୁ ମଜାଦାର୍ ଭିଡିଓ
ଓଡ଼ିଶା ଭାସ୍କର ବ୍ୟୁରୋ: ଚଳିତ ଥର ମକର ସଂକ୍ରାନ୍ତି କରୋନା କଟକଣା ପାଇଁ ଫିକା ପଡ଼ିଲା । ମାତ୍ର କିଛି କିଛି ଲୋକ ଥିଲେ ଯେଉଁ ମାନେ ନିଜ ନିଜ ଛାତ ଉପରେ ପରିବାର ଓ ସାଙ୍ଗ ସାଥୀଙ୍କ ସହ ଗୁଡ଼ି ଉଡ଼ାଇବାର ମଜା ନେଇଥିଲେ ।…
ଭୁବନେଶ୍ୱର ଏମ୍ସର ୨୫୦ ଡାକ୍ତର-କର୍ମଚାରୀ କୋଭିଡ୍ ପଜିଟିଭ୍, କାଲିଠାରୁ ବନ୍ଦ ହେବ ଓପିଡି ସେବା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ୨୫୦ ଜଣ ଡାକ୍ତର ଏବଂ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ବହୁ ସଂଖ୍ୟକ ଡାକ୍ତର ଏବଂ କର୍ମଚାରୀ ପଜିଟିଭ୍ ଚିହ୍ନଟ ପରେ ସୋମବାର ଠାରୁ ଓପିଡି…
କାଲି ଆସିବ ଓମିକ୍ରନ ଭୁତାଣୁ ଚିହ୍ନଟ କରୁଥିବା ଓମିସିଓର କିଟ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲି ଓଡ଼ିଶା ଆସିବ ଓମିସିଓର କିଟ୍ । ପ୍ରଥମ ପର୍ଯ୍ୟାୟରେ କିଛି ପରିମାଣରେ କିଟ୍ ଆସିବ । ଟାଟା ଏମଡି ଓଡ଼ିଶାକୁ ଦେବ ଏହି କିଟ୍ । ତେବେ ଏହି କିଟ୍ ଓମିକ୍ରନ ଭୁତାଣୁ ଚିହ୍ନଟ…
ବିନା ମାସ୍କରେ ଲୋକଙ୍କଠାରୁ ଫାଇନ୍ ଆଦାୟ କରୁଥିଲା ପୋଲିସ: ଉତ୍ତ୍ୟକ୍ତ ଜନତାଙ୍କ ପାଇଁ ରାସ୍ତା ହେଲା ଜାମ୍, ଭିଡିଓ ଭାଇରାଲ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ଚାରିଆଡ଼େ କୋଭିଡ୍ କଟକଣା ଜାରି ରହିଛି । ରାଜ୍ୟରେ ନାଇଟ୍ କର୍ଫ୍ୟୁ ଜାରି ରହିବା ସହ ସବୁ ସ୍ଥାନରେ କୋଭିଡ୍ ସଚେତନତା କରାଯାଉଛି । ତେବେ ଏପରି ସ୍ଥଳେ…