Browsing Category

ରାଜ୍ୟ

ବିମାନବନ୍ଦର ପାଇଁ ନୂଆ ଗାଇଡ଼ଲାଇନ୍ ଜାରି କଲା ବିଏମ୍‌ସି

ଭୁବନେଶ୍ବର (ଭାସ୍କର ନ୍ୟୁଜ୍): ପୁଣି ଥରେ ବଦଳି ବିମାନବନ୍ଦର ଗାଇଡ଼ଲାଇନ୍। ବିଏମ୍‌ସି ପକ୍ଷରୁ ଏୟାରପୋର୍ଟ ପାଇଁ ନୂଆ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। ଏଣିକ ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀ ମାନଙ୍କ ପାଇଁ ୭୨…

ଏସ୍‌ବିଆଇ ଶାଖାରୁ କୋଟିଏ ଟଙ୍କାର ସୁନା ଚୋରି, ଷ୍ଟ୍ରଙ୍ଗରୁମ୍‌ରେ କୌଣସ ତାଲା ଭାଙ୍ଗିନଥିବାରୁ ବଢ଼ିଲା ସନ୍ଦେହ: ୪ ଜଣଙ୍କୁ ପଚରାଉଚରା ଜାରି

କୋରାପୁଟ, (ଭାସ୍କର ନ୍ୟୁଜ୍‌): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଏକ ବଡ଼ଧରଣର ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ବ୍ୟାଙ୍କରୁ ଏକ କେଜି ୬୧୦ ଗ୍ରାମ ସୁନା ଲୁଟ୍‌…

HIV ସଂକ୍ରମିତ ବୋଲି ସ୍ୱାମୀର ହାତ ଛାଡିଲେ ସ୍ତ୍ରୀ, ଅସହାୟ ସମୟରେ ସାହା ହେଲେ ପଡୋଶୀ: ଦେଖନ୍ତୁ ଭିଡିଓ…

ସ୍ୱାମୀ ଏଚଆଇଭି ସଂକ୍ରମିତ ଚି଼ହ୍ନଟ ହେବା ପରେ, ସ୍ତ୍ରୀ ଛାଡିଲେ ଘର  । ସ୍ତ୍ରୀ ସିନା ସ୍ୱାମୀ ଙ୍କୁ ଛାଡି ଚାଲିଗଲା, ହେଲେ ଅସହାୟ ଅବସ୍ଥାରେ ଗାଁ ଲୋକ ଯୁବକ ଙ୍କ ସାହା ପାଲଟିଛନ୍ତି  । ଯାହାକୁ ସାତ ଜନମର  ସାଥି…

(ଭିଡିଓ) ସରପଞ୍ଚ ପ୍ରାର୍ଥୀ ଟିକେଟ ବଣ୍ଟନକୁ ନେଇ ଖଣ୍ଡଯୁଦ୍ଧ: ହାତାହାତି ହେଲେ ବିଜେଡି କର୍ମୀ

ବାଲେଶ୍ବର: ସରପଞ୍ଚ ପ୍ରାର୍ଥୀ ଟିକେଟ ବଣ୍ଟନକୁ ନେଇ ହେଲା ବଚସା ଆଉ ତା’ପରେ ଗଣ୍ଡଗୋଳ । ପରିସ୍ଥିତି ହାତାହାତି ପର୍ଯ୍ୟନ୍ତ ମଧ୍ୟ ଚାଲିଯାଇଥିଲା । ହାତାହାତି ହୋଇଥିଲେ ବିଜେଡି କର୍ମୀ । ଏମିତି କିଛି ଦୃଶ୍ୟ…

(ଭିଡିଓ) ହସ୍ପିଟାଲରେ ଶିଶୁ ଅଦଳବଦଳ: ଅଭିଯୋଗ କଲେ ପ୍ରସୂତୀ ଏବଂ ପରିବାର

ହସ୍ପିଟାଲରେ ହୋଇଛି ଶିଶୁ ଅଦଳବଦଳ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗରୁ । ଅଭିଯୋଗ ମୁତାବକ ମା’ ଓ ଶିଶୁ ସ୍ୱାସ୍ଥ୍ୟକାର୍ଡରେ ଲେଖା ଯାଇଛି ପୁଅ ଜନ୍ମ ହୋଇଛି । କିନ୍ତୁ…

କେନ୍ଦ୍ରର ହୋମ୍ ଆଇସୋଲେସନ ଗାଇଡଲାଇନ: ଲକ୍ଷଣ ନଥିଲେ ଦରକାର ନାହିଁ ଟେଷ୍ଟିଂ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ପୁଣି ଥରେ ଭୟଙ୍କର ରୂପ ନେବାରେ ଲାଗିଛି । ଦୈନିକ ସଂକ୍ରମଣ ଦେଢ଼ ଲକ୍ଷରୁ ଅଧିକ ରହୁଛି । ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସେପଟେ ଶୁକ୍ରବାର…

ମାଡ଼ୁଛି କରୋନା; କଟକରେ ୩ଟି କୋର୍ଟ କଣ୍ଟେନମେଣ୍ଟ ଘୋଷଣା

କଟକ(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ କଟକରେ ୩ଟି କୋର୍ଟ ପରିସରକୁ ମାଇକ୍ରୋ କଣ୍ଟେନମେଣ୍ଟ ଭାବେ ଘୋଷଣା କରାଯାଇଛି । ସିଭିଲ କୋର୍ଟ, ଏସଡିଜେଏମ, ଜିଲ୍ଲା ଦୌରାଜଜ କୋର୍ଟ…

(Video) ପୁଣି ଥରେ କାର୍ଯ୍ୟକ୍ଷମ ହେବ ଆସିକା ଚିନିଶିଳ୍ପ: ବଢ଼ିବ ଉତ୍ପାଦନ ଓ ହସିବେ ଆଖୁ ଚାଷୀ ଭାଇ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅବ୍ୟବସ୍ଥା ଘେରରେ ରହିଛି ଆସିକା ଚିନିଶିଳ୍ପ । ଏହାଫଳରେ ଆଖୁ ଚାଷ ଉପରୁ ନିଜର ଆସ୍ଥା ଉଠାଇ ନେଇଛନ୍ତି ଚାଷୀମାନେ । ଆସିକା ଚିନିର ଚାହିଦା ଚାରିଆଡ଼େ ରହିଥିଲେ ହେଁ କାରଖାନା…

ଢିଙ୍କିଆରେ ଗ୍ରାମବାସୀଙ୍କୁ ପୋଲିସର ଲାଠିଚାର୍ଜ; ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼, ଦେଖନ୍ତୁ ଭିଡ଼ିଓ

ପାରାଦୀପ(ଓଡ଼ିଶା ଭାସ୍କର): ପାରାଦୀପ ଢିଙ୍କିଆରେ ପୁଣି ଉତ୍ତେଜନା ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କୁ ପଡ଼ିଛି ପୋଲିସର ଲାଠିମାଡ଼ । ପାନବରଜକୁ ଯିବା ବେଳେ ଗାଁ ମୁଣ୍ଡରେ ଲୋକଙ୍କୁ ଲାଠିମାଡ଼ କରିଛି ପୋଲିସ । ନିଜ…

VIMSARରେ ଆସନ୍ତାକାଲି ହେବାକୁ ଥିବା MBBS ପରୀକ୍ଷା ସ୍ଥଗିତ ହେଲା

ନୂଆଦିଲ୍ଲୀ: ସମ୍ବଲପୁରର ବୀର ସରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମସାର)ରେ ଏମବିବିଏସ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଆସନ୍ତାକାଲି ଏମବିବିଏସ ପରୀକ୍ଷା ହେବା ନେଇ ପୂର୍ବରୁ ଦିନ…