Browsing Category
ରାଜ୍ୟ
ବିବାହିତ ହୋଇ ବି ଚାଲିଥିଲା ପରକୀୟାପ୍ରିତି, ପ୍ରେମ ପାଇଁ ହାରିଦେଲେ ଜୀବନ
ଭୁବନେଶ୍ବର: କୁହାଯାଏ ପ୍ରେମ କେତେବେଳେ କାହା ସହିତ ହୁଏ ତାହା କାହାକୁ ବି ଜଣାନଥାଏ । ଗଞ୍ଜାମ ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ପରକୀୟୀପ୍ରିତି ପାଇଁ ପ୍ରେମୀଯୁଗଳ ନିଜ ଜୀବନ…
ସ୍କୁଲର କବାଟ ତାଡ଼ି ଚୋରି କଲେ ଚାଉଳ, ମୁଣ୍ଡରେ ହାତ ଦେଲେ ଗ୍ରାମବାସୀ
ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ବିଣାପଦା ଦାସସାହି ପ୍ରାଥମିକ ବିଦ୍ୟାଳୟର କବାଟ ତାଡ଼ି ଚାଉଳ ନେଇଗଲେ ଚୋର । ପ୍ରାୟ ୭ କ୍ୱିଣ୍ଟାଲ ଚାଉଳ ସହ ରୋଷେଇ ସାମଗ୍ରୀ ଓ ଚେୟାର ଚୋରି ନେଇଯାଇଥିବା ଜଣାପଡ଼ିଛି । ଏହି…
ଭିଜିଲାନ୍ସ ଜାଲରେ ବୋରିଗୁମ୍ମା ARI, ଏକକାଳୀନ 8 ସ୍ଥାନରେ ଚଢାଉ
ଭୁବନେଶ୍ବର: ରାଜସ୍ବ ନିରୀକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍ । ଭିଜିଲାନ୍ସ ଜାଲରେ କୋରାପୁଟ ବୋରିଗୁମ୍ମା ତହସିଲ ଏଆରଆଇ । ସୁରେନ୍ଦ୍ର ତନ୍ତିଙ୍କ ଘରେ ରେଡ୍ ଜାରି ରଖିଛି ଭିଜିଲାନ୍ସ ବିଭାଗ । ଆୟ ବହିର୍ଭୁତ ସମ୍ପତ୍ତି…
କଲଭର୍ଟରୁ ୩୦ ଫୁଟ୍ ତଳକୁ ଖସିଲା, ଚାଲିଗଲା ଡ୍ରାଇଭରଙ୍କ ଜୀବନ
ଭୁବନେଶ୍ବର: ନୟାଗଡ ଜିଲ୍ଲାରେ ସଡକ ଦୁର୍ଘଟଣା । ୩୦ ଫୁଟ୍ ତଳକୁ ଖସିଲା ସିମେଣ୍ଟ ଟ୍ରକ୍ । ତେବେ ଏହି ଦୁର୍ଘଟଣାରେ ଟ୍ରକ୍ ତଳେ ଚାପିହୋଇ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ । ବାରିହାପିଟା ନିକଟରେ ସିମେଣ୍ଟ ବୋଝେଇ…
ଗଛରେ ଧକ୍କା ହେଲା ବାଇକ୍; ଜଣେ ମୃତ, ଜଣେ ଗୁରୁତର ମେଡିକାଲରେ ଭର୍ତ୍ତି
ବିନିକା: ସୁବର୍ଣ୍ଣପୁର ଜିଲ୍ଲା ରାମପୁର ନିକଟରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ବାଇକଟି ଗଛରେ ପିଟି ହେବା ଯୋଗୁଁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ପ୍ରକାଶ । ସ୍ଥାନୀୟ…
ସହମତିରେ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ: ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ
ଭୁବନେଶ୍ବର: ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । ସହମତିରେ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି । ବ୍ରହ୍ମପୁରରେ ହୋଇଥିବା ଏକ…
3 ଘଣ୍ଟା ପାଇଁ ସାବଧାନ ରୁହନ୍ତୁ ଏହି 11 ଜିଲ୍ଲା, ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ଭୁବନେଶ୍ବର: ରାଜ୍ୟରେ କଲବଲ କରିସାରିଲାଣି ଲଘୁଚାପ ବର୍ଷା । ଧାନଫସଲ ପାଣିରେ ଭାସି ଯାଇଥିବା ବେଳେ ହତାଶ ଅବସ୍ଥାରେ ଚାଷୀକୂଳ । ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆଜି ରାଜ୍ୟରେ ବର୍ଷାର ପରିମାଣ କମିବା…
Breaking: ସୁଶାସନ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ୨୦ ହଜାର ଶିକ୍ଷକଙ୍କୁ ମିଳିବ ଚାକିରି
ଭୁବନେଶ୍ବର: ବିଳମ୍ବିତ ରାତିରେ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟସ୍ତରୀୟ ସୁଶାସନ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଏକ ବିଶେଷ ସୂଚନା ଦେଇଥିଲେ । ଯୁବବର୍ଗଙ୍କୁ ଚାକିରି ଦେବା ନେଇ ପ୍ରତିଶୃତି…
ଓଡ଼ିଶାକୁ ମିଳିଲା ୪୫୫ କୋଟି: ଅର୍ଥ କମିଶନଙ୍କ ମଞ୍ଜୁର ଅର୍ଥ ପ୍ରଦାନ କଲେ କେନ୍ଦ୍ର ସରକାର
ଭୁବନେଶ୍ୱର: ପଞ୍ଚଦଶ ଅର୍ଥ କମିଶନଙ୍କ ମଞ୍ଜୁର ୪୫୫ କୋଟି ଓଡ଼ିଶାକୁ ମିଳିଲା । ୨୦୨୪-୨୫ ଆର୍ଥିକ ବର୍ଷର ଦ୍ବିତୀୟ କିସ୍ତିକୁ ମିଶାଇ ଅର୍ଥ ପ୍ରଦାନ । ଅର୍ଥ କମିଶନଙ୍କ ମଞ୍ଜୁର ଅର୍ଥ ପ୍ରଦାନ କଲେ କେନ୍ଦ୍ର ସରକାର ।…
ସମବାୟ ମନ୍ତ୍ରୀଙ୍କ ବଡ ଘୋଷଣା, ଫସଲହାନୀ ହୋଇଥିଲେ ଚାଷୀଙ୍କୁ ମିଳିବ କ୍ଷତିପୂରଣ
ଭୁବନେଶ୍ବର: ଫସଲ ଉଜାଡିଦେଲା ଅଦିନିଆ ବର୍ଷା । ଲଘୁଚାପ ବର୍ଷା ଚାଷୀମାନଙ୍କର ଅଣ୍ଟା ଭାଙ୍ଗିଦେଇଛି । ଚାଷୀଙ୍କୁ ଧାନ ପାଇଁ ଟୋକେନ ମିଳିଥିବା ହେଁ ବର୍ତ୍ତମାନ ସୁଦ୍ଧା ଧାନ ଅମଳ ହୋଇପାରି ନାହିଁ । ଚାଷୀମାନଙ୍କର ଧାନ…