Browsing Category

ରାଜ୍ୟ

ସୁନୀଲ ବଂଶଲ ହେବେ ନୂଆ DGP, ରାଜ୍ୟ ସରକାର କଲେ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୁନୀଲ ବଂଶଲ ହେବେ ରାଜ୍ୟର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶ (ଡିଜିପି) । ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ସୁନୀଲ ହେଉଛନ୍ତି ୧୯୮୭ ବ୍ୟାଚର ଆଇପିଏସ୍ ଅଧିକାରୀ । ବର୍ତ୍ତମାନ…

କମିଶନରେଟ୍‌ ଅଞ୍ଚଳରେ ୩ଟି ନୂଆ ଥାନାକୁ ମିଳିଲା ମଞ୍ଜୁରୀ, ଟୁଇନ୍ ସିଟି ପାଇଁ ଖୋଲିବ ସ୍ୱତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ବର-କଟକ କମିଶନରେଟ୍‌ ପୋଲିସ ଅଞ୍ଚଳରେ ୩ଟି ନୂଆ ଥାନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି । କମିଶନରେଟ୍‌ ପୋଲିସ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ନିମନ୍ତେ ଏହି…

ସୁମିତ କାହିଁକି ଏପରି କରୁଛନ୍ତି, କ’ଣ ରହିଛି ତାଙ୍କ ମନରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ୭ ଦିନ ପାଇଁ ସୁମିତ ସାହୁ ଓ ତପସ୍ୱିନୀ ଏକାଠି ରହିବା ପରେ ସେମାନଙ୍କର ଦାମ୍ପତ୍ୟ ଜୀବନ ଖୁସିରେ କଟିବ ବୋଲି ସମସ୍ତେ ଆଶା କରୁଥିଲେ । ହେଲେ ଅଚାନକ ୧୦…

ଚିତ୍ତରଞ୍ଜନ ମୃତ୍ୟୁ ରହସ୍ୟ: କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ରହସ୍ୟ ଏ ପର୍ଯ୍ୟନ୍ତ ଉନ୍ମୋଚନ…

କବାଡ଼ିଆରେ ପଡ଼ି ପଡ଼ି ଖତ ଖାଉଛି ଏକାଧିକ ୧୦୮ ଆମ୍ବୁଲାନ୍ସ, ଦେଖନ୍ତୁ ସ୍ୱତନ୍ତ୍ର ରିପୋର୍ଟ

ଓଡ଼ିଶା ଭାସ୍କର ବ୍ୟୁରୋ: ଗୋଟେ ପଟେ ରୋଗୀଙ୍କ ପାଖରେ ଠିକ୍ ସମୟରେ ଆମ୍ବୁଲାନ୍ସ ନ ପହଞ୍ଚି ପାରୁନଥିବା ବେଳେ ଅନ୍ୟପଟେ କବାଡ଼ିଆରେ ଏକାଧିକ ୧୦୮ ଆମ୍ବୁଲାନ୍ସ ପଡ଼ି ଖତ ଖାଉଛି । ଠିକ୍ ସମୟରେ ସେବା ନପାଇପାରି ରୋଗୀ…

ଏମିତି କେତେଦିନ ତପସ୍ୱିନୀଙ୍କଠାରୁ ନିଜକୁ ଲୁଚାଇ ରଖିବେ ସୁମିତ, ୧୭ ତାରିଖରେ ପୁଣି ଖେଳିବେ କି ନୂଆ ଚାଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୧୦ ତାରିଖଠାରୁ ଡାକ୍ତର ସୁମିତ ସାହୁ ଫେରାର ହେବା ପରଠାରୁ ଏହି ଘଟଣାଟି ଏକପ୍ରକାର ବଢ଼ିବାରେ ଲାଗିଛି । ଫେରାର ହେବା ପରେ ସୁମିତ ବାଲିସିରାରେ ରହି ଘରଭଡ଼ା ଖୋଜୁଥିବା ତାଙ୍କ ଓକିଲ ସଫେଇ…

ମାଡ଼ିଗଲା ଟ୍ରକ୍, ୩ ମୃତ

ଭଦ୍ରକ(ଓଡ଼ିଶା ଭାସ୍କର): ଟ୍ରକ୍ ଧକ୍କାରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି । ଏହି ଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଭଦ୍ରକ ଜିଲ୍ଲା ସବାରଙ୍ଗ ଛକ ନିକଟରେ । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କର…

ଆଜି ଅପରାହ୍ଣ ୪ଟାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏହି ଅବସରରେ ଶ୍ରୀଜୀଉଙ୍କ ଶ୍ରୀମୁଖ ସିଂଗାର ନୀତି ଅନୁଷ୍ଠିତ ହେବାକୁ ଥିବାରୁ ଅପରାହ୍ଣ ୪ଟାରୁ…

୭ ବର୍ଷରେ ୮.୫୦ ଲକ୍ଷ ଛାଡ଼ିଛନ୍ତି ଭାରତର ନାଗରିକତ୍ୱ, ସଂସଦରେ ସୂଚନା ଦେଲେ ସରକାର

ନୂଆଦିଲ୍ଲୀ: ଅନେକ ଅନ୍ତରାଷ୍ଟ୍ରୀୟ ସର୍ଭେରୁ ଜଣାପଡ଼ିଛି ଭାରତ ରହିବା ପାଇଁ ଦୁନିଆର ସବୁଠୁ ଭଲ ଦେଶମାନଙ୍କ ମଧ୍ୟରୁ ଗୋଟିଏ । କିନ୍ତୁ ଆଶ୍ଚର୍ଯ୍ୟକର ବିଷୟ ହେଉଛି ଗତ ୭ ବର୍ଷରେ ପ୍ରାୟ ସାଢ଼େ ୮ ଲକ୍ଷ ରୁ ଅଧିକ ଲୋକ…

ବିକିନି ବଡି ବିଲ୍ଡିଂରେ ଓଡ଼ିଆ ଝିଅ ସାରିନା ପାଣି: ମୁମ୍ବାଇରେ ଜିତିଲେ ସ୍ୱର୍ଣ୍ଣ ପଦକ,ଦେଖନ୍ତୁ ଅଭ୍ୟାସର Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିକିନି ବଡି ବିଲ୍ଡିଂରେ ଚମକ୍ରାର ପ୍ରଦର୍ଶନ କରି ରାଜ୍ୟର ନାମ ଉଚ୍ଚା କରିଛନ୍ତି ସାରିନା ପାଣି । ପେଶାରେ ଜଣେ ନ୍ୟୁଟ୍ରିସନିଷ୍ଟ ଓ ଲାଇଫ୍ କୋଚ୍ ରହିଥିବା ସାରିନା ମୁମ୍ବାଇରେ ବସବାସ…