Browsing Category
ରାଜ୍ୟ
୪ ପୋଲିସ୍ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ, ପଢ଼ନ୍ତୁ ସେମାନେ କିଏ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୪ ଜଣ ପୋଲିସ୍ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି । ଏହି ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ । ୨୦୧୭ର ଏକ ପୋଲିସ୍ ହେପାଜତ ମୃତ୍ୟୁ ଘଟଣାରେ ହତ୍ୟା ମାମଲା ରୁଜୁ କରିଛି…
ଆଜି କୋଣାର୍କ ଉତ୍ସବ: ଝଲସିବ ମୁକ୍ତାକାଶ ରଙ୍ଗମଞ୍ଚ, ଚନ୍ଦ୍ରଭାଗା ବେଳାଭୂମିରେ ଦେଖିବାକୁ ମିଳିବ ଅନ୍ତର୍ଜାତୀୟ ବାଲୁକା କଳା
କୋଣାର୍କ (ଭାସ୍କର ନ୍ୟୁଜ): ଆଜିଠୁ ଆରମ୍ଭ ୩୨ତମ କୋଣାର୍କ ଉତ୍ସବ । ପର୍ଯ୍ୟଟନ ବିଭାଗ, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ସଂଗୀତ ନାଟକ ଏକାଡେମୀ ପକ୍ଷରୁ ମୁକ୍ତାକାଶ ରଂଗମଂଚରେ ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ ଓ…
ଘୁଞ୍ଚିଲା ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା, ଜାନୁଆରୀ ୫ରୁ ଆରମ୍ଭ ହେବ
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ଘୁଞ୍ଚିଲା ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା । ଆସନ୍ତା ଜାନୁଆରି ୫ ତାରିଖରୁ ସମେଟିଭ୍ - ୧ ପରୀକ୍ଷା ଆରମ୍ଭ ହେବ । ପୂର୍ବରୁ ଡିସେମ୍ବର ୨୭ରେ ପରୀକ୍ଷା ହେବାକୁ ଥିଲା । ଜାନୁଆରୀ ୫…
କଳାପାହାଡ ଘାଟିରେ ପୃଥକ ପୃଥକ ସଡ଼କ ଦୁର୍ଘଟଣା, ୩ ଗୁରୁତର
ଯୋଡା (ଭାସ୍କର ନ୍ୟୁଜ): ୫୨୦ ନଂ ଜାତୀୟ ରାଜପଥର କଳାପାହାଡ ଘାଟିଟି ତୃଟିପୂର୍ଣ୍ଣ ରାଜପଥ ନିର୍ମାଣ ଯୋଗୁଁ ମୃତ୍ୟୁ ଯନ୍ତା ପାଲଟିଛି । ବାରମ୍ବାର ଏହି ସ୍ଥାନରେ ଦୁର୍ଘଟଣା ଘଟି ଧନଜୀବନ କ୍ଷୟ ହେଉଥିବା ବେଳେ ଗୋଟିଏ…
ଭଦ୍ରକରେ ୨ ଅପରାଧୀଙ୍କୁ ଏନକାଉଣ୍ଟର୍
ବରପଦା(ଓଡ଼ିଶା ଭାସ୍କର): ଭଦ୍ରକର ବରପଦା ନିକଟରେ ୨ ଅପରାଧୀଙ୍କୁ ଏନକାଉଣ୍ଟର୍ କରାଯାଇଛି । ୨ ଅପରାଧୀଙ୍କୁ ଏନକାଉଣ୍ଟର ପରେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିି କରାଯାଇଛି । ଦୁହେଁ ଚରମ୍ପା…
ଚିନ୍ତା ହେଲା ଦୂର: ପୁଲିସ କର୍ମଚାରୀଙ୍କୁ ମିଳିବ ଘର, ଜାଣନ୍ତୁ କଣ କହିଲେ ରାଜ୍ୟ ସରକାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଲିସ ଅଧିକାରୀ କିମ୍ବା କର୍ମଚାରୀଙ୍କୁ ଘର ପାଇଁ ଆଉ ଚିନ୍ତା କରିବାକୁ ପଡ଼ିବନି । ପୂର୍ବରୁ ଉଭୟ ଗ୍ରାମାଂଚଳ ଏବଂ ସହରାଂଚଳରେ ସରକାରୀ ଘର ଅଭାବରୁ ଘର ଭଡ଼ା ପାଇଁ ନୟାନ୍ତ ହେଉଥିଲେ ପୁଲିସ…
ଚିନ୍ତା ବଢ଼ାଇଲା କରୋନା ଆତଙ୍କ: ଭୀମସାରରେ ଆଉ ୧୦ ଛାତ୍ରଛାତ୍ରୀ ସଂକ୍ରମିତ, ୨୨ଜଣ ରିପୋର୍ଟକୁ ଅପେକ୍ଷା; ଭାରିଆଣ୍ଟ ଚିହ୍ନଟ ପାଇଁ ପଠାଯିବ…
ସମ୍ବଲପୁର/ବୁର୍ଲା (ଭାସ୍କର ନ୍ୟୁଜ): ବୁର୍ଲାସ୍ଥିତ ଭୀମସାରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁନେଇ ବିଭିନ୍ନ ମହଲରେ ଗଭୀର ଉଦ୍ବେଗ ପ୍ରକାଶ ପାଇଛି । ସୋମବାର ହୋଇଥିବା…
ଆଜିଠୁ ବିଧାନସଭା ଶୀତ ଅଧିବେଶନ, ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ: ଅପରାହ୍ନରେ ଆଗତ ହେବ ଅତିରିକ୍ତ ବଜେଟ୍
ଭୁବନେଶ୍ୱର (ଭାସ୍କର ନ୍ୟୁଜ): ଆଜିଠୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୨୬ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ…
ମାଡ଼ି ଆସୁଛି ବାତ୍ୟା “ଜୱାଦ’! ୩ରୁ ପ୍ରବଳ ବର୍ଷିବ, ୪ରେ ଲ୍ୟାଣ୍ଡଫଲ୍
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଓଡିଶା ଆଡ଼କୁ ମାଡ଼ି ଆସୁଛି ବାତ୍ୟା "ଜୱାଦ' । କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଏହା ୪୮ ଘଣ୍ଟା ଅବପାତରେ…
ମହିଳାଙ୍କୁ କମେଣ୍ଟ ପଡିଲା ମହଙ୍ଗା: ନିର୍ଦ୍ଧୁମ ଛେଚା ଖାଇଲେ BPM, ଦେଖନ୍ତୁ Video
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଜଣେ ମହିଳାଙ୍କୁ କମେଣ୍ଟ ମାରି ନିର୍ଦ୍ଧୁମ ଛେଚା ଖାଇଛନ୍ତି ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର । ଚିଲିକାର ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ରହିଥିବା ଏହି ବାବୁ ଜଣଙ୍କ ମହିଳାଙ୍କୁ କମେଣ୍ଟ ମାରି…